ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜ ରାସ୍ତାରେ ବୁଲାଇବା ଧମକ: ମୁଖ୍ଯମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ସାମ୍ବାଦିକ

ବରଗଡ,୨୧ ୵ ୫: ସର୍ବ ସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଘଟଣାରୁ…

ଚାଲାକି କରି ଅଜଣା ବ୍ୟକ୍ତି କଲା ବାଇକ ଚୋରି, ସିସି ଟିଭି ରେ କଏଦ ହେଲା ଅଜଣା ବ୍ୟକ୍ତି

  ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୂତନ ବସ ଷ୍ଟାଣ୍ଡ ଠାରେ ଜଣେ ଅଜଣା ବ୍ୟକ୍ତି ଚାଲାକି କରି ଜଣେ ଯୁବକ ର ମୂଲ୍ୟବାନ ବାଇକ୍ ଚୋରି କରି ନେଇଯାଇଛି। ତେବେ ଅଜଣା ବ୍ୟକ୍ତି ର ଫୋଟ ସି ସି କ୍ୟାମେରା ରେ କଇଦ ହୋଇଛି। ଏ ନେଇ…

ଯୁକ୍ତ ଦୁଇ କଳା,ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୧/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ କଳା,ବିଜ୍ଞାନ ବାଣିଜ୍ୟ ଫଳ ପ୍ରକାଶିତ ହୋଇଛି। ଯୁକ୍ତ ୨ କଳାରେ ୨୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀ ରେ ୭, ଦ୍ଵିତୀୟ ରେ ୩୬ ଓ…

କେନ୍ଦ୍ରାପଡାରେ ସ୍ଥାପନ ହେବ ସୁପର ସ୍ପେଶାଲିଷ୍ଟ ଦାତବ୍ୟ ଚିକତ୍ସାଳୟ

ଭୁବନେଶ୍ୱର/୨୧.୦୫:- ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ପ୍ରଚେଷ୍ଟା ଓ ନିୟମିତ ତତ୍ତ୍ଵାବଧାନରେ ଖୁବ୍ ଶୀଘ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ୍ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା ହେବାକୁ…

ମହିଳା ସରକାରୀ କର୍ମଚାରୀଙ୍କ ମାତୃତ୍ୱଛୁଟି, ୧୮୦ ଦିନର ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ

ସମ୍ଭାବ୍ୟ ପ୍ରସବ ତାରିଖର ତିନି ମାସ ପୂର୍ବରୁ, ପ୍ରସବ ତାରିଖର ଛଅ ମାସ ମଧ୍ୟରେ ୧୮୦ ଦିନର ମାତୃତ୍ଵ ଛୁଟି ମାତୃତ୍ବ ଛୁଟି ଏକକାଳୀନ ନିରବଚ୍ଛିନ୍ନ ଭାବେ ବା ବିଭିନ୍ନ ପର୍ଯ୍ୟାୟରେ ନିଆଯାଇପାରିବ ଶିଶୁ ପ୍ରସବ ଯେକୌଣସି ସ୍ବୀକୃତିପ୍ରାପ୍ତ ଚିକିତ୍ସାଳୟରେ ହେବା ଆବଶ୍ୟକ…

ସରକାରୀ ଜାଗାକୁ ମାଡ଼ିବସିଥିଲେ ଆଜି ଚାଲିଲା ବୁଲଡୋଜର

ବିଜେପୁର :-ବିଜେପୁର ସ୍ଥିତ ବସଷ୍ଟାଣ୍ଡ ଆଜି ସରକାର ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।ବିଗତ ଦିନରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏଠାରେ ଦିର୍ଘବର୍ଷ ଧରି ପେଟପାଟଣା ପାଇଁ ଗୁଜୁରାଣ ମେଣ୍ଟାଇ ଆସୁଥିବା, ଛୋଟଛୋଟ ବ୍ୟବସାୟୀ ସ୍ଥାୟୀ ଅସ୍ଥାୟୀ ଦୋକାନ ଘର,ଠେଲା ବାଲା…

ଆଇବିସି ମୁମ୍ବାଇ ୨୦୨୫ରେ ଓଏଚ୍ଏସ୍ଇ ସେବା ଉତ୍କର୍ଷତା ପାଇଁ ଟିପିସିଓଡିଏଲ୍କୁ ଗୋଲ୍ଡ ଟ୍ରଫି

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ମୁମ୍ବାଇଠାରେ ଅନୁଷ୍ଠିତ ଇଂଟରନ୍ୟାସନାଲ୍ ବିଜନେସ୍ କନ୍ଫରେନ୍ସ (ଆଇବିସି) ତଥା ପୁରସ୍କାର ସମାରୋହ ୨୦୨୫ରେ ସମ୍ମାନଜନକ ପୁରସ୍କାର ସହ ସମ୍ମାନିତ ହୋଇଛି ।…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ, ୨୦/୫ : ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ୱାପ୍ନାରାଣୀ…

ପ୍ରମୁଖ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଉନ୍ନତ ବିଜୁଳି ସେବା ଯୋଗାଉଛି ଟିପିଏସ୍ଓଡିଏଲ୍

ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜକୁ ୭.୦ ସର୍କିଟ କିମି ଦୀର୍ଘ ୩୩ କେଭି ବିଜୁଳି ଲାଇନର ଉନ୍ନତୀକରଣ ୧୨୦ ଟି ନୂତନ ବିଦ୍ୟୁତ ଖୁଣ୍ଟ ସ୍ଥାପନ ବିଜୁଳି ସେବା ବାଧାପ୍ରାପ୍ତ ରୋକିବା ପାଇଁ ୩୩ କେଭି ଲାଇନରେ ବାର୍ଡ ଗାର୍ଡ ସ୍ଥାପନ ବ୍ରହ୍ମପୁର, ମେ ୨୦୨୫:…

ନବୀନ ଜିନ୍ଦଲଙ୍କ ମାନବୀୟ ପଦକ୍ଷେପ: ସୀମାବର୍ତ୍ତୀ ଗ୍ରାମର ପୁନର୍ବାସ ପାଇଁ ଗୋଟିଏ ଦିନର ବେତନ ଦେବେ ୨୦ ହଜାରରୁ ଅଧିକ…

ନୂଆଦିଲ୍ଲୀ, ୨୦/ ୫/୨୫ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅପରେସନ ସିନ୍ଦୁରର ଐତିହାସିକ ସଫଳତା ଦେଶ ପାଇଁ ଗୌରବ ଆଣିଥିବା ବେଳେ ଜମ୍ମୁ ଓ କଶ୍ମୀରର ସୀମାବର୍ତ୍ତୀ ସାଧାରଣ ଜନତା ଘୋର ମାନବୀୟ ସଂକଟର ସମ୍ମୁଖୀନ ହୋଇଛନ୍ତି । ଏଭଳି କଠିନ ପରିସ୍ଥିତିରେ…