ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ପଥରଖଣ୍ଡି ଗ୍ରାମରେ ଏକ ଅଭାବ ନିୟ ଘଟଣା ଦେଖିବାକୁ ମିଳିଛି ନିଜ ଘର କାନ୍ଥ ପଡି ଯୁବକ ମୃତ୍ୟୁ। ମିଳିଥିବା ସୂଚନା ଅନୁଯାଇ ଆଜି ସକାଳେ ଆଠ ଟାରେ ସୁବାଷ ଭୋଏ( ୫୫) ନିଜଘର କାନ୍ଥ ପାଖରେ ବସିଥିବା ବେଳେ ହଟାତ ଘରର କାନ୍ଥ ପଡିଯାଇଥିଲା। କାନ୍ଥ ପଡ଼ିବାର ଦେଖି ସଙ୍ଗେ ସଙ୍ଗେ ପରିବାର ଲୋକେ କାନ୍ଥ ରୁ ବାହାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା କଲା ପରେ ମୃତ ଘୋଷଣା କରିଥିଲେ। ଘଟଣାର ଖାବର ପାଇ ଡୁଙ୍ଗୁରିପାଲି ପୋଲିସ ଶବକୁ ଜବାଦ କରିବା ସହ ଵେବଚ୍ଛେଦ ପାଇଁ ବିନିକା ପଠାଇ ଥିଲେ। ଵେବଚ୍ଛେଦ ପରେ ଡୁଙ୍ଗୁରିପାଲି ପୋଲିସ ପରିବାର ଲୋକଙ୍କୁ ହସଥାନ୍ତର କରିଥିଲେ। ଏହି ଦୁଃଖଦ ଜାଣିବାପରେ ଗ୍ରାମରେ ଶୋକକୁଳ ଖେଳି ଯାଇଛି।
Sign in
Sign in
Recover your password.
A password will be e-mailed to you.