Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ କଲେଜ ଓ କୋମଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ
ଓଡ଼ଗାଁ,୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଓ କୋମଣ୍ଡ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଳା ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ବିଜ୍ଞାନ ବିଭାଗରେ ୫୪୪ ନମ୍ବର ରଖି ରୁଦ୍ର ଭଟ କଲେଜ ଟପ୍ପର ହୋଇଥିବା ବେଳେ ସଂଗ୍ରାମ ବେହେରା ଓ…
କୋମଣ୍ଡ ଖଣିରୁ ମାଙ୍କଡ଼ା ପଥର ଚାଲାଣକୁ ନେଇ ଗୋଷ୍ଠୀ ବିବାଦ: ସଂଘର୍ଷରେ ଜଣେ ଗୁରୁତର
ଓଡ଼ଗାଁ,୨୨।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ରାଜସ୍ୱ ଅଞ୍ଚଳର କୋମଣ୍ଡ ଓ ରୋହିବାଙ୍କ ବେଆଇନ ମାଙ୍କଡ଼ା ପଥର ଖଣିରୁ ପଥରକଟା ଏବଂ ଚାଲାଣକୁ ନେଇ ଦୀର୍ଘଦିନ ଧରି ଲାଗିରହିଥିବା ବିବାଦ ତୁଟୁନାହିଁ । ଏବେ ମାଙ୍କଡ଼ା ଖଣି ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୁତ…
ଭୋଜିକୁ ନିମନ୍ତ୍ରଣ ଦେବାକୁ ବାପ ଘରକୁ ଆସିଥିଲେ ; ଦୂର୍ଘଟଣାରେ ପ୍ରାଣ ହରାଇଲେ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦୁଇ ଦିନ ପରେ ଘରେ ଅନୁଷ୍ଠିତ ହୋଇଥାନ୍ତା ପାରିବାରିକ ଭୋଜି I ଏଥି ପାଇଁ ମହିଳା ଜଣଙ୍କ ଆସିଥିଲେ ନିଜ ବାପା ଘର ଲୋକଙ୍କୁ ନିମନ୍ତ୍ରଣ ଦେବାକୁ I ନିମନ୍ତ୍ରଣ ଦେଇ ଖୁସିରେ ନିଜ ଶାଶୁ ଘରକୁ ଫେରୁଥିବା ସମୟରେ ଘରେ ପହଞ୍ଚିବାର ମାତ୍ର ପାଞ୍ଚ ମିନିଟ୍ ପୂର୍ବରୁ…
ମେଦନା ଗ୍ରାମରେ ସତ୍ୟ ସନାତନ ମହିମା ଧର୍ମର ବାନା ମନ୍ଦିର ପ୍ରତିଷ୍ଠା ଉତ୍ସବ ଓ ବିଶ୍ଵ ଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ), ତା ୨୨/୦୫/୨୫ ନବରଙ୍ଗପୁର ଜିଲା ଡାଵୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଗ୍ରାମ ସଦର ମହିମା ଟୁଙ୍ଗୀ ପରିସରରେ ନିର୍ମାଣ ଚାଲିଥିବା ନୂତନ ବାନା ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ବୁଧବାର ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…
ବାଲ୍ୟ ବିବାହ ନିରାକରଣ ନିମନ୍ତେ “ଶିଶୁ ପାଇଁ ଦିନଟିଏ ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ରାୟଗଡ/କୋଲନାରା:-ତା.୨୨/୦୫- ରାୟଗଡ ବ୍ଲକ ଓ କୋଲନାରା ବ୍ଲକ ସମିଳନୀ କକ୍ଷରେ ବାଲ୍ୟବିବାହ ନିବାରଣ ନିମନ୍ତେ ବ୍ଲକ ପ୍ରସଶାସନ ତରଫରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି l ଅଳ୍ପ ବୟସରେ କିଶରୀ ବାଳିକା ମାନେ ଭଲପାଇ ମାତେତ୍ୱ ଲାଭ କରୁଛନ୍ତି ଓ କମ ବୟସରେ ବାହାଘର…
ବେଆଇନ୍ ପଶୁ ଜନ୍ତୁ ଚାଲାଣ ରେ ଭଞ୍ଜନଗର ପୋଲିସ୍ ଦ୍ଵାରା ୪ ଜଣ ଗିରଫ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଥାନାଧିକାରୀ ଙ୍କ ପ୍ରେସ୍ ବିଜ୍ଞପ୍ତି ପ୍ରକାରେ ଆଜି ମେ ମାସ ୨୨ ତାରିଖ ଗୁରୁବାର ୨୦୨୫ ସକାଳ ପ୍ରାୟ ୮.୩୦ ସମୟରେ ଏସ୍.ଆଇ ସମୀର କୁମାର ସେଠି ଅନ୍ୟ ପି.ଏସ୍.ଙ୍କ ସହିତ ଦଦରାଲୁଣ୍ଡା ଏବଂ ନିକଟସ୍ଥ ଅଞ୍ଚଳରେ ଦିନିକିଆ ପାଟ୍ରୋଲିଂ ଡ୍ୟୁଟି କରୁଥିବା…
ଓଡିଶା ଯାତ୍ରୀ ଚାଳକଙ୍କ ରୋଜଗାର ୨କୋଟିରୁ ଅଧିକ, ୨ ଲକ୍ଷ ଟ୍ରିପ୍ ମାର୍କ ଅତିକ୍ରମ କଲା
ଭୁବନେଶ୍ୱର : ୨୨।୫:-ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଥିବା ଓଡିଶା ଯାତ୍ରୀ ଏବେ ଡ୍ରାଇଭରଙ୍କୁ ଭଲ ରୋଜଗାର ଦେଇଛି । ପାଞ୍ଚମାସ ମଧ୍ୟରେ ୧୦ହଜାରରୁ ଅଧିକ ଡ୍ରାଇଭର ୨କୋଟି ଟଙ୍କାରୁ ଅଧିକ ଆୟ କରିସାରିଲେଣି । ଏହି ସରକାରୀ କ୍ୟାବ୍ ବ୍ୟବସ୍ଥାରେ କମିଶନି ନଥିବାରୁ ଅଧିକରୁ ଅଧିକ ଚାଳକ…
୨୦୩୫ ସୁଦ୍ଧା ସ୍ଥାପନ ହେବ ଭାରତର ମଡ୍ୟୁଲାର ଅନ୍ତରୀକ୍ଷ କେନ୍ଦ୍ର: ଇସ୍ରୋ ଅଧ୍ୟକ୍ଷ
ଭୁବନେଶ୍ୱର, ମେ ୨୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର - “ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍’’ ସ୍ଥାପନ କରିବାର ଯୋଜନା ରଖିଛି ବୋଲି ବୁଧବାର ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍…
ମଦଭାଟି ଲାଇସେନ୍ସ ମଞ୍ଜୁରୀ କୁ ପଞ୍ଚାୟତବାସୀଙ୍କ ବିରୋଧ
ସୁନ୍ଦରଗଡ଼: ମଦଭାଟି ଲାଇସେନ୍ସ ମଞ୍ଜୁରୀ ପାଇଁ ଗ୍ରାମସଭା ,ବିରୋଧ କଲେ ଲଇକେରା ଗ୍ରାମ ପଞ୍ଚାୟତର ସମସ୍ତ ୧୧ ଗୋଟି ୱାର୍ଡ ବାସୀ।ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଲଇକେରା ଗ୍ରାମ ପଞ୍ଚାୟତରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୧୬୧୪ ଅନୁଯାୟୀ ଗୋପାଳପୁର ରେ ଥିବା ମଦଭାଟି କୁ…
ନବରଙ୍ଗପୁର ଠାରେ ବିହନ ଉତ୍ପାଦକମାନଙ୍କୁ ନେଇ ବୈଠକ
ଅଣସ୍ୱୀକୃତିପ୍ରାପ୍ତ ବିହନ କମ୍ପାନୀମାନଙ୍କ ବିହନ ବିକ୍ରି ରୋକିବାକୁ ଗୁରୁତ୍ୱ
ନବରଙ୍ଗପୁର, ୨୨.୫.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ତରଫରୁ ଗତ କାଲି ୨୧.୫.୨୦୨୫ ରିଖ ଦିନ ସ୍ୱୀକୃତି ପ୍ରାପ୍ତ ବିହନ ଉତ୍ପାଦନକାରୀ କମ୍ପାନୀମାନଙ୍କର ପ୍ରତିନିଧିମାନଙ୍କୁ…