Sign in
Sign in
Recover your password.
A password will be e-mailed to you.
ବିଳମ୍ବିତ ରାତ୍ରିରେ ଅଜଣା ଗାଡି ଧକ୍କା ରେ ତିନି ଜଣ ଯୁବକ ମୃତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ୍ ଉପରେ ବିଳମ୍ବିତ ରାତ୍ରି ସମୟରେ ଅଜଣା ଗାଡି ଧକ୍କା ରେ ୩ ଯୁବକ ର ମୃତ ଘଟିଛି। ପଦ୍ମପୁର ମେଡିକାଲ ରେ ରହିଛି ଦୁଇ ଜଣକ ମୃତ ଦେହ, ଗୁଣପୁର ମେଡିକାଲ ରେ ରହିଛି ଜଣକର ମୃତ ଦେହ। ପୋଲିସ…
କୁହୁଡି ରେ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ
ଅସ୍ତରଙ୍ଗ ୨୧/୫ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସହୀଦ ସ୍ମୃତି ପୀଠ କୁହୁଡି ଠାରେ ଆଜି ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଉତ୍କଳ ସଂଗ୍ରାମୀ ସ୍ମତି ସମିତି କାକଟପୁର ଅସ୍ତରଙ୍ଗ ପକ୍ଷରୁ ଏହା ପାଳିତ…
ସିବିଏସଇ ବୋର୍ଡ ପରୀକ୍ଷାରେ ଦିବ୍ୟାଂଶୁ ଷଡ଼ଙ୍ଗୀଙ୍କ ସଫଳତା
ପୁରୀ, ୨୧/୫- ଚଳିତବର୍ଷ ସିବିଏସଇ ବୋର୍ଡ ପରୀକ୍ଷାରେ ଡିଏଭି ପବ୍ଲିକ ସ୍କୁଲର ଛାତ୍ର ଦିବ୍ୟାଂଶୁ ଷଡ଼ଙ୍ଗୀ ୯୫.୪ ପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି । ସେ ରାମମନ୍ଦିର ନିକଟ ବାସିନ୍ଦା ସତ୍ଯବ୍ରତ ଷଡ଼ଙ୍ଗୀ ଓ ବୀଣାପାଣି ଷଡ଼ଙ୍ଗୀଙ୍କ ଏକମାତ୍ର ପୁତ୍ର ଅଟନ୍ତି । ଦିବ୍ୟାଂଶୁଙ୍କ…
ରାସ୍ତା କଡରେ ଜମୁଛି ତାଳସଜ ବେପାର
କୁଚିଣ୍ଡା (ଲିପନ ନାଏକ ) କୁଚିଣ୍ଡା ସହର ଏବଂ ଲାଡ ଏହାର ଆଖପାଖ କେତେକ ଅଞ୍ଚଳରେ ଏଇ କିଛିଦିନ ହେବ ତାପମାତ୍ରା ବୃଦ୍ଧି ବଢୁଥିବା ବେଳେ ଗରମ ଓ ଗୁଳୁଗୁଳି ନିସ୍ତାର ମିଳୁନଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି l ଅସହ୍ୟ ଟାଣ ଖରାରୁ ରକ୍ଷା ପାଇବା ପାଇଁ ଅଞ୍ଚଳବାସି ଓ ରାସ୍ତାରେ…
ରକ୍ଷକ ସାଜିଛି ଏଠି ଭକ୍ଷକ: ପ୍ରଶାସକ ଚୁପ୍, କହିବେ କାହାକୁ ଶୁଣିବ କିଏ।
ମୟୁରଭଞ୍ଜ ଜିଲ୍ଲାରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୁରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅଧୀନରେ ଥିବା ପାକଟିଆ ଅଞ୍ଚଳରୁ ବହୁମାତ୍ରାରେ ଧଳାପଥର ବାହାର ରାଜ୍ୟ ପଶ୍ଚିମବଙ୍ଗକୁ ପ୍ରତିଦିନ ଚାଲାଣ ହେଉଥିବା ଦେଖିବାକୁ ମିଳିଛି | ଏହାର ଜ୍ଵଳନ୍ତ ଉଦାହରଣ ତା ୧୮.୦୫.୨୦୨୫ ରିଖ ରବିବାର ଦିନ…
ବଟଶ୍ରୀକ୍ଷେତ୍ରର ଚନ୍ଦନ ଉତ୍ସବ ଉଦଯାପିତ
ଜଗତସିଂହପୁର,ତା-୨୧.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ବଟଶ୍ରୀକ୍ଷେତ୍ରର ଚନ୍ଦନ ଉତ୍ସବ ମହା ସମାରୋହରେ ଉଦଯାପିତ ହୋଇଯାଇଛି। ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଥିବା ୨୧ ଦିନ ବ୍ଯାପୀ ଚନ୍ଦନ ଯାତ୍ରାର ଅନ୍ତିମ ଦିବସରେ ଶତାଧୀକ ମହିଳା ମାନକଂ ଦ୍ବାରା ମହାପ୍ରଭୁକଂ ସହସ୍ର ନାମ ପାଠ କରାଯାଇଥିଲା।…
ଗଞ୍ଜେଇ ବେପାରକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ; ଦୁଇ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗଞ୍ଜେଇ ବେପାର ସମ୍ପର୍କରେ ପୋଲିସ୍ କୁ ସୂଚନା ଦେଉଥିବା ସନ୍ଦେହରେ ଜଣେ ଜଣେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ଦୁଇ ଯୁବକଙ୍କୁ ଆଜି ଗାଙ୍ଗପୁର ପୋଲିସ୍ କୋର୍ଟଚାଲାଣ କରିଛି I ଆକ୍ରମଣର ଶିକାର ହୋଇ ଥାନାରେ ଅଭିଯୋଗ କରିଥିବା ଯୁବକ ଜଣଙ୍କ…
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଆକ୍ରମଣ ; ଜଣେ କୋର୍ଟଚାଲାଣ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିବା ଅଭିଯୋଗରେ ଆଜି ଗାଙ୍ଗପୁର ପୋଲିସ୍ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି I ଆକ୍ରମଣ ସମ୍ପର୍କରେ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି କ୍ଷତ୍ରିୟବରପୁର ଗ୍ରାମର ସନ୍ତୋଷ…
ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ: ଖୋଲିଲା ମୀନା ବଜାର, ଆଲୋକ ସଜ୍ଜାରେ ଆଲୋକିତ ବେଲଗୁଣ୍ଠା ।
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ଦ୍ଵିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ସହରରେ ଦିନ କୁ ଦିନ ଗହଳି ବଢୁଥିବା ବେଳେ ସାହି ସାହି ରେ ଆଲୋକ ସଜ୍ଜାରେ ବେଲଗୁଣ୍ଠା ସହରର ଆଲୋକିତ ହୋଇ ଉଠିଛି । ଏଥି ସହିତ ମୀନା ବଜାର ଖୋଲିବା ଫଳରେ ବିଳମ୍ବିତ…
ଚଳିତ ବର୍ଷର ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା
ନୟାଗଡ଼ : ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନୟାଗଡ଼ ଗତବର୍ଷ ଗୁଡ଼ିକ ପରି ଚଳିତ ବର୍ଷ ମଧ୍ୟ ସଫଳତାର ଆଉ ଏକ ପାହାଚରେ ଠିଆ ହୋଇଛି । ପ୍ରକାଶ ପାଇଥିବା ମାଧ୍ୟମିକ ଫଳାଫଳରେ ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରରେ ରାଜ୍ୟରେ ସର୍ବୋତ୍ତମ ପାସ ହାର ସହ ସଫଳତା ସାଉଁଟି ଥିବା ବେଳେ କଳା ବିଭାଗରେ ମଧ୍ୟ…