Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଫେସବୁକରୁ ପ୍ରେମ ପରେ ଯୁବତୀଙ୍କୁ ବ୍ଲାକମେଲ, ରାୟଗଡାରୁ ଅଭିଯୁକ୍ତ ଯୁବକକୁ ଗିରଫ କଲା ପୁଲିସ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ: ପ୍ରଥମେ ଜଣେ ଯୁବତୀଙ୍କୁ ଫେସବୁକ୍ ରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ। ପରେ ପ୍ରେମ ନିବେଦନ ଆଉ ତାପରେ ବ୍ଲାକମେଲ। ଏଭଳି ସଙ୍ଗୀନ ଅପରାଧରେ ଜଣେ ଯୁବକକୁ ଗିରଫ କରି ବାରିପଦା ଟାଉନ୍ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲା ରାୟଗଡ଼ା ଜିଲ୍ଲାର…
ସଡ଼କ ଦୁର୍ଘଟଣାରେ ୨୫ ବର୍ଷର ଯୁବକର ମୃତ୍ୟୁ
ଜଗତସିଂହପୁର,/ସୁମନ୍ତ କୁମାର ଦାସ": ଜଗତସିଂହପୁର ଜିଲ୍ଲା ନାଉଙ୍ଗା ଥାନା ଅନ୍ତର୍ଗତ ମୁଣ୍ଡାଳ ସ୍ଥିତ ପଲି ଟେକ୍ନିକ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨୫ ବର୍ଷର ଯୁବକ ଏକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଖଇରା ଗ୍ରାମର ବ୍ରିଜେଶ ରୋଶନ ରାୟ l ସକାଳେ ପ୍ରାୟେ ୦୯.୩୦ ବେଳେ…
ବରିଷ୍ଠ ଶିକ୍ଷକ ତ୍ରିନାଥ ପଟ୍ଟନାୟକଙ୍କ ବିୟୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁରୁଣା ପାଟଣା ମଣ୍ଡଳ ଦଶରଥପୁରୁ ଗ୍ରାମରେ କାର୍ଯ୍ୟରତ ଥିବା ଶ୍ରୀକରଣ ସାହି ପାରଳାଖେମୁଣ୍ଡି ସ୍ଥାୟୀ ବାସିନ୍ଦା ତ୍ରିନାଥ ପଟ୍ଟନାୟକଙ୍କ ଅକାଳ ବିୟୋଗ ମାତ୍ର ୫୩ବର୍ଷ ବୟସରେ କିଡନି ସଂକ୍ରମିତ ରୋଗରେ ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ସମୟକୁ ତାଙ୍କୁ…
ବିଦ୍ୟୁତ ଆଘାତରେ ମୃତ ମେଧାବୀ ଛାତ୍ରୀ ର ପରିବାରକୁ ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ…
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ):ଆଜି ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗ୍ରାମର ମନୋଜ ବେହେରାଙ୍କ କନ୍ୟା ଗାୟତ୍ରୀ ବେହେରା (୧୧)ବର୍ଷ ବିଦ୍ୟୁତ୍ ସଟସର୍କିଟ ରେ ମୃତ୍ୟୁ ବରଣ କରିଛନ୍ତି । ଗାୟତ୍ରୀ ସ୍ଥାନୀୟ ଶକ୍ତିଶ୍ୱର ସ୍ଥିତ ଅରବିନ୍ଦ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ…
ବିଦ୍ୟୁତ ଆଘାତ ଯୋଗୁଁ ସୁରେନ୍ଦ୍ର ରାଉତଙ୍କ ମୃତ୍ୟୁ
ଜଗତସିଂହପୁର,/ସୁମନ୍ତ କୁମାର ଦାସ: ଜଗତସିଂହପୁର ବ୍ଲକ ଅଧିନସ୍ତ କୋଶୀଦା ଗ୍ରାମରେ ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛନ୍ତି ସେହି ଗ୍ରାମରେ ବାସ କରୁଥିବା ସୁରେନ୍ଦ୍ର ରାଉତ ନାମଙ୍କ ଜଣେ ବ୍ୟକ୍ତି l ଘଟଣା ସୂତ୍ରରୁ ଜଣାପଡିଛି ସୁରେନ୍ଦ୍ର ରାଉତଙ୍କ ଘର କୋଶୀଦା ଗ୍ରାମରେ l ତାଙ୍କର ଗୋଟିଏ…
ଦିନ ତମାମ ଆଲୋଚନା ପରେ ବି ବାହାରିଲା ନାହିଁ ଶବ ସଂସ୍କାର ପାଇଁ ସମାଧାନ ର ବାଟ ।
ରାତିରେ ମେଡିକାଲ ରେ ରହିବ ଶବ ।
ଉମରକୋଟ।(ଜିତେନ୍ଦ୍ର ମହାନ୍ତି) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୁଳିବଡନା ଗ୍ରାମ ରେ ଗତ କାଲି ଜଣେ ବୃଦ୍ଧ ଜିତ୍ରୁ ଭତ୍ରା ଙ୍କ ମୃତ୍ୟୁ ଘଟିଥିଲା । ତେବେ ବୃଦ୍ଧ ଜଣକ ମୂଳ ହିନ୍ଦୁ ଧର୍ମ ଛାଡ଼ି ଖ୍ରୀଷ୍ଟୀୟ ଧର୍ମ କୁ ଧର୍ମ ପରିବର୍ତ୍ତନ…
ମାଲିକଙ୍କ ଘର ସମ୍ମୁଖରେ , ଦୁର୍ବୁତ୍ତ ମାନେ ବସ ପୋଡିଦେଲ
କବାଡି ରେ ପରିଣତ ହୋଇଗଲା ବସ
ବରଗଡ :- ବଡ଼ପଣ୍ଡା ବସ , ବରଗଡ଼ ଅଞ୍ଚଳ ପାଇଁ ଏକ ଜଣାଶୁଣା ନାମ । ରାଜ୍ୟ ତଥା ରାଜ୍ୟ ବାହାରକୁ ଦୀର୍ଘ ତିନି ଦାସନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବସ ସେବା ଯୋଗାଇ ଦେଉଛନ୍ତି ଏହି ବସ ମାଲିକ ,ପାଇକମାଲ ନିବାସୀ ଶରତ ବଡପଣ୍ଡା । ଗତ ରାତିରେ ଶରତ ଙ୍କର ଘର ସମ୍ମୁଖରେ…
ହାତୀ ଆକ୍ରମଣରେ ଲିଭିଗଲା ଜୀବନ ଦୀପ
ଶୌଚ ପାଇଁ ଯାଇ ହାତୀ ଆକ୍ରମଣ ରେ ଜୀବନ ହାରିଲେ ବୃଦ୍ଧ
ବରଗଡ :- ଆଜି ଏକ ଅଭାବନୀୟ ଘଟଣା କ୍ରମରେ ପାଇକମାଲ ବ୍ଲକ ଅନ୍ତର୍ଗତ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ର ରସମୁଣ୍ଡା ଗ୍ରାମର ରାମଚନ୍ଦ୍ର ନାୟକ (୮୦)ଙ୍କୁ ଏକ ଜଙ୍ଗଲୀ ହାତୀ ଦଳି ମାରିଦେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମୃତ…
ପରିବା ଦୋକାନରେ ନିଆଁ ଲାଗି ଦୋକାନ ନଷ୍ଟ
ଚିଲିକା/ଖୋର୍ଦ୍ଧା :-(ସେକ୍ କୌଶର୍)ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍ ଏସି ବଜାର ସାହିରେ ଜଣେ ପରିବା ବେବସାୟୀ ଙ୍କ ଦୋକାନରେ ବିଦୁତ୍ ଖୁଣ୍ଟରୁ ସର୍ଟ ସର୍କିଟ ହୋଇ ଦୋକାନ ରେ ନିଆଁ ଲାଗି ସମ୍ପୂର୍ଣ ଭାବରେ ଦୋକାନ ଟି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ବାଣପୁର ତଳ ସାହିର…
ଦେଶୀ ଓ ବିଦେଶୀ ମଦ ଜବତ, ୦୨ ଗିରଫ l
ଭଦ୍ରକ, ସୀତାକାନ୍ତ ପାଢ଼ୀ -:ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଧାମନଗର ଥାନା ଅନ୍ତର୍ଗତ ଅନନ୍ତପୁର, ଜଳମଣ୍ଡୁଆ, ବ୍ରହ୍ମପୁର, ଚୂଡ଼ାକୁଟି, କଲ୍ୟାଣୀ ଏବଂ ଧୂଷୁରୀ ଥାନା ଅନ୍ତର୍ଗତ ଝାରଡ଼ିଆ ଗ୍ରାମ…