ପୂର୍ବତନ କାଉନସିଲର ଙ୍କ ପରଲୋକ।

253


ପଦ୍ମପୁର:- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୩ ର ପୂର୍ବତନ କାଉନସିଲର ବିଜୟ କୁମାର ଭୋଇ ଙ୍କ ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହେଉଥିଲା। ସେ ତାଙ୍କ ପଛରେ ବିଧବା ପତ୍ନୀ ପ୍ରଭାତି ଭୋଇ, ପୁଅ ହରିଶ ଭୋଇ ଓ ଦିବ୍ୟ ଭୋଇ ଙ୍କୁ ଛାଡି ଚାଲି ଯାଇଛନ୍ତି। ବଡ଼ପୁଅ ହରିଶ ମୁଖାଗ୍ନି ଦେଇଥିଲେ।ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.