Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ।
ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ବାଲିଗୁଡା ଉପଖଣ୍ଡ ଚିକିତ୍ସାଲୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳାକୁ ନେଇ ଯୁବକଙ୍କ ମୃତ୍ୟୁ ହୋଇ ଥିବା ଅଭିଯୋଗ l ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର ଏବଂ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀରେ ରାଜରାସ୍ତା ଅବରୋଧ l …
କରୋନା ବିପତ୍ତି କାଳେ ମାଗଣା ସ୍କୁଟି ଦେବା ନାଁରେ ଠକେଇ ; ୨ ଗିରଫ
ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ମାଗଣା ସ୍କୁଟି ଯୋଗାଇବା ନାଁ ରେ ଠକୁ ଥବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁ ଥିବା ବେଳେ ମାଲକାନଗିରି ପୁଲିସ ଦ୍ବାରା ଦୁଇ ଅନଲାଇନ ଲୁଟେରା ଗିରଫ ହୋଇଛନ୍ତି।
ସୂଚନା ଯୋଗ୍ୟ, ଉକ୍ତ ଅଭିଯୁକ୍ତ ସ୍କୁଟି ଦେବା ପାଇଁ ଏକ ଯୋଜନା କରିଥିଲେ।…
ଆନ୍ଧ୍ର-ଓଡିଶା ସୀମାନ୍ତରେ ପୋଲିସ କାର୍ଯ୍ୟକଳାପ ବିରୋଧରେ ଆଦିବାସୀ ମେଳି
ମାଲକାନଗିରି (ବି ଶ୍ରୀନିବାସ ପାତ୍ର ) ଗତକାଲି ଏକ ପୋଲିସ ଜୁଲମ ବିରୋଧି ରାଲୀ ସ୍ୱାଭିମାନ ଅଞ୍ଚଳ ରେ ଦେଖିବାକୁ ମିଳିଥିଲା। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ର ରାଲେଗାଡ଼ା ପଞ୍ଚାୟତର ସୀମାନ୍ତ ଓ ଆନ୍ଧ୍ରା ପ୍ରଦେଶ ସୀମାନ୍ତ ପେଦାବାଇଲୁ ଥାନା ଅନ୍ତର୍ଗତ ଇଂଜେଇ…
ଅବକାରୀ ବିଭାଗ ଦ୍ଵାରା ରନ୍ଧା ମଦ ଜବତ।
ଟିଟିଲାଗଡ (ଗୌରବ ଦରଜୀ)-କୋରୋନା କାଳରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରାୟ ୫ମାସ ଧରି ଅନେକ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କରିବାପରେ ବର୍ତ୍ତମାନ ଅନଲକ୍ କରୁଛନ୍ତି ସାରା ଦେଶକୁ। ଜନସାଧାରଣଙ୍କ ଜୀବନ ସାମାନ୍ୟ ସୁଧୁରି ଆସୁଥିବା ବେଳେ ଅନେକ ଅସାମାଜିକ କାର୍ଯ୍ୟ କଳାପ ବି ଅନଲକ…
ଭିଜିଲାନ୍ସ ଖାପଚରେ ଏକଜେକ୍ୟୁଟିଭ ଅଫିସର
http://www.youtube.com/watch?v=qEUKDfTd-CU
ବହୁକୋଟିପତି ଏକଜେକ୍ୟୁଟିଭ ଅଫିସର : ଝାରସୁଗୁଡ଼ା ସହରରେ ୧୪ଟି ପ୍ଲଟ ଓ ପେଟ୍ରୋଲ ପମ୍ପ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିଲୀପ କୁମାର ପଟେଲଙ୍କ…
ଶିମିଳି ପାଳ ରେ ମୃତ ହାତୀ ଶାବକ ଉଦ୍ଧାର :ଆନ୍ଥ୍ରାକ୍ସ ଜନିତ ମୃତ୍ୟୁ
ଯଶିପୁର/ବାରିପଦା (ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା ଯଶିପୁର ଠାରୁ ୧୮ କିମି ଦୂର ଶିମିଳିପାଳ ବନ୍lଞ୍ଚଳର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟରେ ଆଜି ଏକ ହାତୀ ଶାବକ ର ମୃତ ଦେହ ଦେଖିବାକୁ ମିଳି ଥିଲା l ଯଶିପୁର ଜାତୀୟ ଉଦ୍ୟାନ ରେଞ୍ଜ…
ସାଂସଦଙ୍କ ଜାଲ ସ୍ୱାକ୍ଷରରେ ଏମ୍ପି ଲେଡ଼ ବଣ୍ଟନ : ସାଂସଦଙ୍କ ସମ୍ପର୍କୀୟ ଶଳା କାର୍ପଟଦାର
ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶର ଟୁଡୁଙ୍କ ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ
ସମ୍ପର୍କୀୟ ଶଳା ସହ ବିଜେପି ସୋସିଆଲ ମିଡ଼ିଆ ସଦସ୍ୟ ଗିରଫ
ବାରିପଦା/ ଦିଲ୍ଲୀପ ମହାନ୍ତି : ସାଂସଦଙ୍କ ଜାଲ ଦସ୍ତଖତରେ ହାତପାଣ୍ଠି ବଣ୍ଟନ ଅନିୟମିତତା ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲୁସ ଦୁଇ…
ବୁଗୁଡା ତହସିଲଦାରଙ୍କୁ ଘେରାଉ, ମାମଲା ରୁଜୁ
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଥାନା ଅନ୍ତର୍ଗତ ଷୋହଳ ମଇଲ ଛକରେ ସାର ଯୋଗାଣ ପାଇଁ ଦାବୀ କରି ରାମଣ୍ଡା ଓ ଅନ୍ୟ ଗ୍ରାମର ଲୋକମାନେ ମୁଖ୍ୟ ରାଜପଥକୁ ଅବରୋଧ କରିଥିବା ବେଳେ ବୁଗୁଡା ତହସିଲଦାରଙ୍କୁ ଘେରାଉ କରି ସାର୍ଟ ଚିରିବା ଓ ଟାଣ ଓଟରା କରିବା ନେଇ ଏକ ମାମଲା ରୁଜୁ…
ଝାରସୁଗୁଡ଼ାରେ ସେକ୍ସ କାରବାର। ଅପହୃତାଙ୍କ ଉଦ୍ଧାର ପରେ ଗିରଫ ହେଲେ ବିଧବା ମହିଳା।
ଝାରସୁଗୁଡ଼ା:(ସୁଭାଷ ସହାରେ) ଝାରସୁଗୁଡ଼ା ପୋଲିସ ଦ୍ବାରା ଜଣେ ବିଧବା ସ୍ତ୍ରୀ ଯୌନ କାରବାରରେ ଲିପ୍ତ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂତ୍ରରୁ ପ୍ରକାଶ ଯେ ଜଣେ ନାବାଳିକାଙ୍କୁ ମହିଳା ଜଣକ ଅପହରଣ କରିନେଇ ଜଣେ ଦୁଷ୍କର୍ମକାରୀ ପାଖରେ ଛାଡ଼ି ଦେଇଥିଲେ। ଉକ୍ତ ନାବାଳିକା ଉଦ୍ଧାର ହେବା ପରେ…
ପରଲୋକରେ କବି ଭବାନୀ ଶଙ୍କର ନାଥ
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ସ୍ଵନାମଧନ୍ୟ ସମ୍ବଲପୁରୀ ଲେଖକ ତଥା କବି ଭବାନୀ ଶଙ୍କର ନାଥଙ୍କ ରବିବାର ଭୋର ୪ଟା ସମୟରେ ଠେମରାସ୍ଥିତ ତାଙ୍କ ବଡ ଜ୍ବାଇଁଙ୍କ ବାସଭବନରେ ହୃତଘାତ ଜନିତ ମୃତ୍ୟୁ ହୋଇଯାଇଛି। ଏ ଖବର ପ୍ରଚାର ହେବା ମାତ୍ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ସେ…