Browsing Category

ଅଘଟଣ

ସନ୍ଦେହ ଘେରରେ ରାତ୍ର ଜଗୁଆଳିଙ୍କର ମୃତ୍ୟୁ ଘଟଣା

ଏନ  ଏ ସି ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର  ବରଗଡ :- ପଦ୍ମପୁର ଏନ. ଏ. ସି.  କାର୍ଯ୍ୟାଳୟ ପରିସର ରୁ ଜଗୁଆଳି ଙ୍କ ଝୁଲନ୍ତା ଦେହ ଉଦ୍ଧାର,  ହତ୍ୟା ସନ୍ଦେହ ରେ ଘଟଣା ସ୍ଥଳରେ ପୋଲିସ ର ତଦନ୍ତ ଜାରି, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ କାର୍ଯ୍ୟରତ ଜଗୁଆଳି  କରଣକେଶୀ ବହାଦୁର ଙ୍କ…

ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସତ୍ୟଜିତ୍ ସେନାପତିଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପୂର୍ବତନ ବାଲୁଗାଁ ନଗରପାଳ ତଥା ଖୋର୍ଦ୍ଧା ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ସତ୍ୟଜିତ୍ ସେନାପତିଙ୍କ ଅକାଳ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ…

ମାଲକାନଗିରି : ମର୍ମନ୍ତୁଦ ସଡକ ଦୁର୍ଘଟଣା,  ଦୁଇ ମୃତ ତିନି ଗୁରୁତର ।

ମାଲକାନଗିରି (ବି ଶ୍ରୀନିବାସ ପାତ୍ର) : ମାଲକାନଗିରି ବ୍ଲକ ମାର୍କାପାଲ୍ଲୀ ଗ୍ରାମପଞ୍ଚାୟତ ମାର୍କାପାଲ୍ଲୀ ଠାରେ  ବାଇକ ଦୁର୍ଘଟଣାରେ  ଦୁଇ ମୃତ୍ୟୁ ତିନି ଗୁରୁତର।ଦୁର୍ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ଦୁଇଟି ବାଇକ ଗୋଟିଏ ପଟୁ ଆସୁଥିବା ସମୟରେ ଅନ୍ୟପଟରୁ ଏକ ବାଇକ ଦ୍ରୁତ ଗତିରେ ଆସି…

ଏସ୍  ଟି ଏଫ୍ ପକ୍ଷରୁ ଚଢାଉ, ସନ୍ଦେହ ଘେରରେ ସୁବଳୟା ପୋଲିସ 

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କାସଲପୁର ଜଙ୍ଗଲରୁ ୪.୭୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୯.୭୯ ଲକ୍ଷ ଟଙ୍କା, ଚୋରାଚାଲାଣ ବ୍ୟବହୃତ ପିକ୍ ଅପ୍…

ବୁର୍ଲା ମେଡିକାଲ : ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ଅଭିଯୋଗ l

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ବୁର୍ଲା ର ସାମାଜିକ କର୍ମୀ ପ୍ରଭାସ ପୃଷେଠ୍ ବୁର୍ଲା  ମେଡିକାଲ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣି  ତାଙ୍କ ବଡ଼ ଭାଇ ପ୍ରଶାନ୍ତ ଙ୍କ ଚିକିତ୍ସା ରେ ବ୍ୟାପକ ଅବହେଳା କରାଯାଉଥିବା ନେଇ  ଅଭିଯୋଗ କରିଥିଲେ l ତେବେ ଚିକିତ୍ସିତ ଅବସ୍ଥା ରେ ପ୍ରଶାନ୍ତ ଙ୍କ…

ଟ୍ରକ୍ ଓ କାର ମୁହାଁ ମୁହିଁ ଧକ୍କା : ଘଟଣାସ୍ଥଳରେ ୨ ଜଣଙ୍କ ର ମୃତ୍ୟୁ

ରେଢାଖୋଲ ଉପଖଣ୍ଡ ପ୍ରତିନିଧ ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର -କଟକ ୫୫ନମ୍ବର ଜାତୀୟ ରାଜପଥ ଜୁଜୁମୁରା ଥାନା ସମ୍ବଲପୁରୀ ଢ଼ାବା ସାମ୍ନାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଜି…

ଭୁତାଣୁ ଚକ୍ରବ୍ୟୁହରେ ଫସିଗଲେ ଆଉଜଣେ ଅଭିମନ୍ୟୁ

http://www.youtube.com/watch?v=GlA6c-TZOlc   ଗଜପତି ଜିଲ୍ଲାରେ ଆଖି ବୁଜିଲେ ଆଉଜଣେ କୋଭିଡ୍ ଯୋଦ୍ଧା ଗୋଷାଣୀ ବ୍ଳକର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ ସାହୁଙ୍କ ଦେହାନ୍ତ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକରେ କାର୍ଯ୍ୟରତ…

ବଜ୍ରାଘାତରେ ଏକ ମୃତ ଦୁଇ ଗୁରୁତର

ପାଟଣାଗଡ (ବିମଳ କୁମାର ବାଗ ): ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ନିକଟଦେ ଥିବା ଚହଁରିଆ ପାହାଡ ପାର୍ଶ୍ବରେ ଆଜି ଦ୍ବିପ୍ରହରେ ୩ ସମୟରେ ବଜ୍ରଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଦୁଇଜଣ ଗୁରୁତ୍ବର ଅବସ୍ଥାରେ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା…

ବଜ୍ରାଘାତରେ ଠିକାଦାରଙ୍କ କ୍ୟାମ୍ଫ ଜଳିଗଲା :  ଜଣେ ଜିବନ୍ତ ଦଗ୍ଧ, ସାତ ଗୁରୁତର

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ବୈଦେଶପାଲି ଗାଁ ମୁଣ୍ଡରେ ଥିବା ଠିକାଦାରଙ୍କ କ୍ୟମ୍ପରେ ବୁଧବାର ଅପରାହ୍ନରେ ବଜ୍ରାଘାତ ଯୋଗୁଁ ଜଳିଯାଇଛି । କ୍ୟାମ୍ଫ ଭିତରେ ଆଶ୍ରୟ ନେଇଥିବା ସାତ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ…

ରମ୍ପେଲା ଇବ ସେତୁ ଉପର ଦୁର୍ଘଟଣା: ବ୍ରିଜ ଉପରୁ ହୀରାକୁଦ ଜଳଭଣ୍ଡାରକୁ ଖସିଲା ହାଇୱା 

 ୨ ମୃତ, ଡ୍ରାଇଭର ମୁର୍ମୁଷ ଭାବେ ଉଦ୍ଧାର l  ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଜ଼ିଲ୍ଲା ସିମାବର୍ତ୍ତୀ  ରମ୍ପେଲା ଇବ ବ୍ରିଜ ଉପରୁ ମଙ୍ଗଳବାର ଅପରାହ୍ନରେ ଏକ ହାଇଓ୍ବା (ନଂ.ଓଡି ୨୩କେ୧୫୪୭) ଭାରସାମ୍ୟ ହରାଇ ହୀରାକୁଦ ଜଳଭଣ୍ଡାର ଭିତରକୁ ଖସିପଡିବା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇ…