Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
କରୋନା ସଂକ୍ରମିତ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ:ଥାନାରେ ମାମଲା ରୁଜୁ
ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦରୁ ଜଣେ ମହିଳା ଅସୁସ୍ଥ ହେବା ପରେ ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ । ଏହି ସମୟରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ସେ କୋଭିଡ଼-୧୯ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବାର ରିପୋର୍ଟ ଆସିଥିଲା । ଏହା…
ବଡଧରଣର ମାଓ ଆକ୍ରମଣକୁ ପଣ୍ଡ କଲା ଛତିଶଗଡ଼ ପୋଲିସ ।
ମାଲକାନଗିରି/ ବି ଶ୍ରୀନିବାସ ପାତ୍ର : ସୀମାନ୍ତ ପଡୋଶି ଛତିଶଗଡ଼ ରାଜ୍ୟ ଦାନ୍ତେବାଡା ଜିଲ୍ଲାର DRG ଫୋର୍ସ ଦ୍ୱାରା କୁମ୍ବି ସମୟରେ ବିସ୍ଫୋରକ ନକ୍ସଲ ସାମଗ୍ରୀ ଜବତ । ଦନ୍ତେବାଡା DRG ଯବାନ କେରାଣ୍ଡୁଲ ଏବଂ ଫାର୍ଶପାଳ ସୀମା ଅନ୍ତର୍ଗତ ଗ୍ରାମ ଇନ୍ଦ୍ରିପାଲ ଜଙ୍ଗଲରେ ନକ୍ସଲ ବିରୋଧୀ…
ଓଡ଼ଗାଁ ପୋଲିସକୁ ବଡ ସଫଳତା : ୧୦ଜଣ ଆନ୍ତଃ ରାଜ୍ୟ ଡକାୟତ ଦଳର ପର୍ଦାଫାସ୍
ଟ୍ରାକ୍ଟର ଓ ବାଇକ ସହିତ ବିିପୁଳ ପରିମାଣର ଚୋରୀ ସାମଗ୍ରୀ ଜବତ୍
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ଆଦର୍ଶ ଥାନା ୧୦ ଆନ୍ତରାଜ୍ୟ ଡକାୟତ ଦଳର ଆଜି ପର୍ଦାଫାସ କରିଥିବା ବେଳେ ଡକାୟତ ଦଳରେ ସମ୍ପୃକ୍ତ ଗଣେଷ ପ୍ରଧାନ ଏବଂ କାର୍ତୀକ ନାୟକଙ୍କ ନନ୍ଦିଘୋର ଗ୍ରାମ ତୁଳସୀସାହି ଘରୁ ବିପୁଳ…
ଯୌତୁକ ଦାବିରେ ନିର୍ଯ୍ୟାତନା, ସ୍ୱାମୀ, ଶାଶୁ ଓ ଶ୍ୱଶୁର ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅଧିକ ଯୌତୁକ ଦାବିରେ ଶାରୀରିକ ଓ ମାନସିକ ନିର୍ଯାତନା ସହ ଜୀବନରୁ ମାରିଦେବା ନିମନ୍ତେ ଉଦ୍ୟମ ଅଭିଯୋଗରେ ବାରିପଦା ଟାଉନ ଥାନାରେ ସ୍ୱାମୀ , ଶ୍ୱଶୁର ଓ ଶାଶୁଙ୍କ ନାମରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୯୮(ଏ), ୩୨୩, ୩୪୨, ୨୯୪, ୫୦୬, ୩୫୪, ୩୦୭, ୩୧୩, ୩୪ ଓ …
ନିଜ ଘରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର
ବରଗଡ :- ପାଇକମାଲ ଥାନା ଅନ୍ତର୍ଗତ କୋକନରା ଗ୍ରାମର ଶୁଭେନ୍ଦୁ ସିନ୍ଧୁର (25) ନାମକ ଜଣେ ଯୁବକକୁ ଆଜି ସକାଳୁ ନିଜ ଘରେ ବେକରେ ଦଉଡି ଦେଇ ଝୁଲୁଥିବା ଅବସ୍ଥାରେ ତାଙ୍କର ଘର ଲୋକେ ଦେଖିଥିଲେ । ଏହାପରେ ଘରଲୋକେ ପାଇକମାଲ ଥାନାକୁ ଯାଇ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କୁ ଘଟଣା…
ଚେତନା ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷଙ୍କ ଅକାଳ ବିୟୋଗ
ଭୁବନେଶ୍ୱର: ସ୍ଥାନୀୟ ଜୟଦେବବିହାରସ୍ଥିତ ଜୁଏଲ ଇଣ୍ଟରନ୍ୟାସନାଲ ‘ଚେତନା’ ବୌଦ୍ଧିକ ଭିନ୍ନକ୍ଷମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ବେହେରାଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ହୃତ୍ଘାତ ଯୋଗୁ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ବୟସ ହୋଇଥିଲା । …
3 ଜୁଆଡି ଗିରଫ
ଝାରବନ୍ଧ/ମନୋହର ଦାସ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ବାଦିକଟା ଗ୍ରାମ ଠାରେ ଚାଲିଥିବା ଜୁଆଆଡ୍ଡା ଉପରେ ଜଗଦଲପୁର ପୋଲିସ ଅତର୍କିତ ଭାବେ ଚଢ଼ାଉ କରି 3ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ତାସ,2ଟି ମୋବାଇଲ ନଗଦ ୩୪୩୦ଟଙ୍କା ଜବତ କରିଛନ୍ତି।ଆଗକୁ ଦଶହରା…
ବହୁ ଚର୍ଚ୍ଚିତ ନିର୍ବାହୀ ଯନ୍ତ୍ରୀ ଅପହରଣ ମାମଲା : ଗିରଫ ହେଲେ ୮ ଅଭିଯୁକ୍ତ
ଝାରସୁଗୁଡ଼ା :(ସୁଭାଷ ସହାରେ)- ଗତ ୬ /୭ ତାରିଖ ମଧ୍ୟ ରାତ୍ରରେ ଅପହୃତ ହୋଇଥିବା ଝାରସୁଗୁଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ଅପହରଣରେ ସାମିଲ ଥିବା ସମସ୍ତ ୭ ଜଣ ଅଭିଯୁକ୍ତଙ୍କ ସହ ସେମାନଙ୍କଠାରୁ ସୁନା ଚେନ କିଣିଥିବା ବ୍ୟକ୍ତିଙ୍କୁ ଝାରସୁଗୁଡ଼ା ପୋଲିସ ଗିରଫ…
ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା
ବାରିପଦା:(ଦିଲ୍ଲୀପ ମହାନ୍ତି )- ଡାକ୍ତର କୁନାଲ ପାତ୍ର । ଘର ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଅନ୍ତର୍ଗତ ବୁଢ଼ାମରା ଅଞ୍ଚଳରେ । କରୋନା ଯୁଦ୍ଧା ଭାବେ ସଂଗ୍ରାମ ଚଳାଇଥିବା ବେଳେ ଶେଷରେ ନିଜେ କୋଭିଡ଼-୧୯ ସଂକ୍ରମଣର ଶିକାର ପାଲଟି ଗଲେ ଡାକ୍ତର କୁନାଲ ପାତ୍ର । ତାଙ୍କ ମୃତ୍ୟୁ ଖବର ସ୍ଥାନୀୟ…
କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନଙ୍କ ଦେହାନ୍ତ
ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାସୱାନ ଆଉ ନାହାନ୍ତି | କିଛି ସମୟ ଅସୁସ୍ଥ ଥିବା ଶ୍ରୀ ପାଶ୍ବାନଙ୍କ ଆଜି 74 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ଗୁରୁବାର ସନ୍ଧ୍ୟାରେ ତାଙ୍କର ଦେହାନ୍ତ ହୋଇଥିବା ତାଙ୍କ ପୁଅ ଚିରାଗ ପାସୱାନ ଟ୍ୱିଟ କରିଛନ୍ତି।