Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ ରେ _ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାପାଳ ଙ୍କୁ…
ଜଗତସିଂହପୁର,ତା-୨୭.୦୫. ୨୦୨୫/ସୁମନ୍ତ କୁମାର ଦାସ: ବଲାଙ୍ଗୀରି ରେ ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦ ରେଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ। ଜଗତସିଂହପୁର ୨୭/୫ ବଲାଙ୍ଗୀରି ଜିଲ୍ଲାରେ ଜନୈକ ଠିକାଦାର କର୍ଭବ୍ୟ ରତ ସାମ୍ବାଦିକ ଙ୍କ…
ଅନେକ ପିସ୍ତଲ୍ , ଅଫୁଟା ଗୁଳି ସହିତ ଭଞ୍ଜନଗର ପୁଲିସ ଦ୍ଵାରା ଅଭିଯୁକ୍ତ ଗିରଫ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବେଆଇନ ବନ୍ଧୁକ ରଖିଥିବା ଅପରାଧୀଙ୍କୁ ଦମନ କରିବା ପାଇଁ ଗଂଜାମ ଜିଲ୍ଲା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅପରେସନରେ ଆଉ ଏକ ସଫଳତା ମିଳିଛି। ଭଞ୍ଜନଗର ପୁଲିସ ଆଜି ୨୭ ତାରିଖ ମଂଗଳ ବାର ୨୦୨୫ ଦିନ ୯ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ…
ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ଅବପାତରେ ପରିଣତ ହୋଇପାରେ: ସିଇସି
ଭୁବନେଶ୍ୱର, ୨୭/୦୫: ଓଡ଼ିଶା ଉପକୂଳରେ ଉତର-ପଶ୍ଚିମ ବଙ୍ଗୋପସାଗର ଉପରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଯାହାକି ପରବର୍ତୀ ସମୟରେ ଅବପାତରେ ପରିଣତ ହୋଇ ଉତର-ପୂର୍ବ ଦିଗରେ ଗତି କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ଏନ୍ଭାଇରନ୍ମେଂଟ ଆଣ୍ଡ…
ଦିବାକର ଛାଟୋଇ ଅସ୍ତରଙ୍ଗ ବ୍ଲକ ସାଂସଦ ପ୍ରତିନିଧି l
ଅସ୍ତରଙ୍ଗ: ଲୋକ ସଭା ନିର୍ବାଚନ ର ବର୍ଷକ ପରେ ଜଗତସିଂହପୁର ସାଂସଦ ଶ୍ରୀ ବିଭୁ ପ୍ରସାଦ ତାରାଇ ଅସ୍ତରଙ୍ଗ ବ୍ଲକ ର ଲୋକସଭା ପ୍ରତିନିଧି ମନୋନୀତ କରିଛନ୍ତି l ସେ ହେଉଛନ୍ତି ଅସ୍ତରଙ୍ଗ ଗ୍ରାମର ଶ୍ରୀ ଦିବାକର ଛାଟୋଇ l ଶ୍ରୀ ଛାଟୋଇ ପ୍ରଥମରେ କଂଗ୍ରେସ ଦଳରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ…
ସିନାପାଲି ବ୍ଲକ୍ ରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଭାଗୃହ ଠାରେ ନୂଆପଡା ଜିଲ୍ଲାପାଳ ଦାୟିତ୍ଵ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ମୁଖ୍ଯ ଉନ୍ନୟନ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କଇଁପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…
ରାଜ୍ୟରେ ନକଲି ମଦ କାରବାର ବନ୍ଦ କରିବାକୁ ନେଇ ବରଗଡ ସାଂସଦଙ୍କ ପ୍ରଶ୍ନ: କେନ୍ଦ୍ରମନ୍ତ୍ରୀଙ୍କ ଲିଖିତ ଉତ୍ତର ।।
ବରଗଡ,୨୭ ୵ ୫: ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପ୍ରଶ୍ନର ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର କୁମାର । ଲୋକସଭାରେ ଗତ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ ପ୍ରଦୀପ ପୁରୋହିତ । ଯାହାର ଲିଖିତ ଉତ୍ତର ରଖିଛନ୍ତି ଡଃ ବୀରେନ୍ଦ୍ର କୁମାର । ରାଜ୍ୟରେ ନକଲି…
ମାଓବାଦୀଙ୍କ ଆତ୍ମସମର୍ପଣ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ହାଡକୋର ମାଓବାଦୀ ଵିଜୟ ପୁନେମ ଏଲିଆସ୍ ଅଜୟ ଆଜି ରାୟଗଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।ବିଜୟର ଘର ଛତିଶଗଡ଼ ରାଜ୍ୟ ବାଟିଗୁଡା ଗ୍ରାମର ବୋଲି ଜଣାପଡିଥିବା ବେଳେ ସେ ଦୀର୍ଘ ବର୍ଷ ହେବ ବାସଧରା-ଘୁମୂସର-ନାଗାବଳୀ ଡିଭିଜନର କେଡର ମାଓବାଦୀ ଭାବେ…
କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ
ନବରଙ୍ଗପୁର,୨୭/୫/୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭାରମ୍ଭ ହୋଇଛି । ଦ୍ୱିତୀୟ କମାଣ୍ଡ ଅଧିକାରୀ (କାର୍ଯ୍ୟକାରୀ କମାଣ୍ଡାଣ୍ଟ) କୃଷ୍ଣ କୁମାର ସିଂହଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସମ୍ପନ୍ନ…
ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀ କୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I
▪️ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିରୀକ୍ଷକଙ୍କ ଜରିଆରେ ୧୧ ଦଫା ଦାବି ପତ୍ର ପ୍ରଦାନ I
▪️ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟ ହେଉ I
▪️ସାମ୍ବାଦିକଙ୍କ ସୁରକ୍ଷା ସୂନିଶ୍ଚିତ କରନ୍ତୁ ସରକାର I
▪️ବଲାଙ୍ଗୀର ଘଟଣା ସାମ୍ବାଦିକତା କୁ…