Sign in
Sign in
Recover your password.
A password will be e-mailed to you.
କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ: ତଦନ୍ତ ଦାବି କଲେ ସାମ୍ବାଦିକ ଭବନ ସଦସ୍ୟ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ଦିଆଯାଉଥିବା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି । ଯାହାକୁ…
ବୈଦ୍ୟୁତିକ ସୁରକ୍ଷା ସଚେତନତାକୁ ବ୍ୟାପକ କରିବ ଟିପିଏନଓଡ଼ିଏଲ
କ୍ଷୁଦ୍ର ଓ ପଥପ୍ରାନ୍ତ ନାଟକରେ ବାଣ୍ଟିବ ସଚେତନତା ବାର୍ତ୍ତା
ବାଲେଶ୍ଵର,୨୭/୫: ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର। କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି। ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା…
ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଜାବ ର ଦାବୀପତ୍ର ପ୍ରଦାନ
ବିଜେପୁର :ଅସୁରକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ lସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥିବାର ନଜରକୁ ଆସୁଛି lବର୍ତମାନ ସାମ୍ବାଦିକ ମାନେ ନିଜର ସ୍ବତନ୍ତ୍ରତା ଅନୁଯାୟୀ ସାମ୍ବାଦିକତା…
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା ବୋଟିଂକ୍ରୀଡା ବୁକିଂ କାଉଣ୍ଟର
ପୁରୀ,୨୭/୫- ଗତ ୨୪ ତାରିଖ ସଂଧ୍ଯା ୬ଟା ସମୟରେ ବଳିଆପଣ୍ଡା ଲାଇଟହାଉସ ସମ୍ମୁଖ ସମୁଦ୍ରକୂଳରେ ୱାଟର ସ୍ପୋର୍ଟ୍ସ ବୋଟ ଦୁର୍ଘଟଣା ଘଟିଥିଲା । ଏଥିରେ ୪ ଜଣ ପର୍ଯ୍ଯଟକ ଆହତ ହୋଇଥିଲେ । ଲାଇଫଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମରଣ ମୁହଁରୁ ପର୍ଯ୍ଯଟକ ବଞ୍ଚି ଯାଇଥିଲେ । ଆହତ ହୋଇଥିବା ପର୍ଯ୍ୟଟକ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ମହାରାଷ୍ଟ୍ର ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଗଜପତି ଜିଲ୍ଲାରୁ ୭୦ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ମୁମ୍ବାଇ , ମହାରାଷ୍ଟ୍ରର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପ୍ରାୟ ତିନିମାସ ତଳେ ପାରଳାଖେମୁଣ୍ଡି ରେଳ…
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୨ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ
ଭୁବନେଶ୍ୱର, ୨୭/୦୫: ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ-୨ରେ ମଙ୍ଗଳବାର ହସ୍ପିଟାଲ୍ର ଏମର୍ଜେନ୍ସି ମେଡିସିନ୍ ବିଭାଗ ପକ୍ଷରୁ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି । ସମ ହସ୍ପିଟାଲ-୨, ରାପିଡୋ…
ପ୍ରକାଶ ପାଇଲା ବରଗଡ଼ ଜିଲ୍ଲାର ୬ ଟି ବିଦ୍ୟାଳୟର ସିବିଏସଇ ପରୀକ୍ଷାଫଳ
ପରୀକ୍ଷା ପରିଚାଳନାରେ ଅସାଧୁ ନୀତି ଅବଲମ୍ବନ କରିଥିବା ଶିକ୍ଷକ ଓ କର୍ମଚାରୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ବର, ୨୭ ମଇ ୨୦୨୫: ନିକଟରେ କେନ୍ଦ୍ରୀୟ ଶିକ୍ଷା ବୋର୍ଡ଼ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଥିଲା । ବରଗଡ଼ ଜିଲ୍ଲାର ବାନ୍ଦୁପାଲିସ୍ଥିତ ଓଡ଼ିଶା…
ଏଡିବି ମୁଖ୍ୟାଳୟ, ମାନିଲାରେ ଏଡବ୍ଲୁୟୁଏଫ୍ ୨୦୨୫ ରେ ଗୃହ ଓ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ…
ଭୁବନେଶ୍ୱର, ୨୭ ମଇ ୨୦୨୫:ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗର ଦୁଇଜଣ ବରିଷ୍ଠ ଅଧିକାରୀ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଫିଲିପାଇନ୍ସର ମାନିଲାରେ ଏଡ଼ିବି ମୁଖ୍ୟାଳୟରେ ଅନୁଷ୍ଠିତ ହେଉଥିବା ଥିବା ଏସୀୟ ବିକାଶ ବ୍ୟାଙ୍କର ଜଳ ଏବଂ ନଗର ଉନ୍ନୟନ ଫୋରମ୍ (AWUF) ୨୦୨୫ ରେ ଅଂଶଗ୍ରହଣ…
ଭାରତୀୟ ଲୋକତନ୍ତ୍ରରେ ସମାନତାର ଭାବନାକୁ ପଣ୍ଡିତ ନେହେରୁ ହିଁ ଯୋଡ଼ିଥିଲେ : ପିୟୁସ ବୋବେଲେ
ଭଏସ ଏଗେନଷ୍ଟ ହେଟ ଏବଂ ଅକ୍ଷର ପକ୍ଷରୁ ପଣ୍ଡିତ ଜବହରଲାଲ ନେହେରୁଙ୍କ ଶ୍ରାଦ୍ଧ ବାର୍ଷିକ ପାଳିତ
ଭୁବନେଶ୍ବର ତା. ୨୭.୫- ଆଜି ସାମାଜିକ ଅନୁଷ୍ଠାନ "ଉଏସ ଏଗେନଷ୍ଟ ହେଟ" ଏବଂ ସାହିତ୍ୟ ପତ୍ରିକା ଅକ୍ଷର ପକ୍ଷରୁ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକ ପାଳନ…
ଭବାନୀପାଟଣା ଟାଉନ ହଲ ଠାରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ): କଳାହାଣ୍ଡି ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷରେ ଜିଲ୍ଲା ଶିକ୍ଷା ବିଭାଗ କଳାହାଣ୍ଡି ଦ୍ଵାରା ତଥା ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ, ମୁଣ୍ଡୁରାଗୁଡ଼ା ଓ ରୋଟାରୀ କ୍ଳବ୍ ଭବାନୀପାଟଣା ଙ୍କ ମିଳିତ ସହଯୋଗ ରେ ସିବିଏସଇ, ଆଇସିଏସଇ ଓ…