ଆଇସିଏମ୍ଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ମଇ ୨୮ : ଦେଶରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଂଜନ ନାୟକଙ୍କୁ ଇନଷ୍ଟିଚୁ୍ୟଟ୍ ଅଫ୍ କଷ୍ଟ୍ ଆଣ୍ଡ ମ୍ୟାନେଜେମେଂଟ ଆକାଉଂଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏମ୍ଏଆଇ) ପକ୍ଷରୁ ମଙ୍ଗଳବାର…

ବଜ୍ରପାତ ବେଳେ ସୁରକ୍ଷା ଓ ସତର୍କତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ 

ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପିଏମଶ୍ରୀ ସରକାରୀ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟରେ ବଜ୍ରପାତ ବେଳେ ସୁରକ୍ଷା ଓ ସତର୍କତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରୀ, ଶିକ୍ଷକ,…

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ,

ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତ ପାଇକ ପନ୍ତିଖାରୀ ଗ୍ରାମରେ ବୁଧବାର ଅପରାହ୍ନରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁବରଣ କରିଥିବା ନେଇ ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ମେଘନାଦ ଦାସ(୬୫)।…

ହାତୀପଲ୍ଲ ସହ ମୁହାଁମୁହିଁ ହୋଇ ପ୍ରାଣ ହରାଇଲେ ବ୍ରଜବନ୍ଧୁ

ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ତଥା ନୂଆଗାଁ ବ୍ଳକ ମହିପୁର ବନାଞ୍ଚଳ ପାରାଢିପୀ ପଞ୍ଚାୟତ ପୋକସୁଗାଁ ଗାଁର ବ୍ୟକ୍ତି ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ସୁରୁକାବାରୀ ଉପର ତଇଲା ଅଞ୍ଚଳରେ ୧୪ ଟିକିଆ ହାତୀ ପଲ ସହ…

ମହିପୁରୁ – ବାହାଡ଼ାଝୋଲା ପୂର୍ତ୍ତ ରାସ୍ତା ନିର୍ମାଣରେ ବିଳମ୍ବ ପାଇଁ ରାସ୍ତା ରୋକ

ରାସ୍ତାରେ ଶଗଡ଼ ରଖି ପ୍ରତିବାଦ କଲେ ଡାକଡୁଲୁ ଗ୍ରାମବାସୀ, ରାସ୍ତା ଅବରୋଧ ଯୋଗୁଁ ୧୦ ଘଣ୍ଟା ଧରି ଗମନାଗମନ ଠପ୍ ଓଡ଼ଗାଁ,୨୮।୫(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ମହିପୁରୁ ଠାରୁ ବାହାଡ଼ାଝୋଲା ପୂର୍ତ୍ତ ବିଭାଗ…

ବଜ୍ରା ଘାତରେ ଯୁବକ ମୃତ୍ୟୁ

ସୁବର୍ଣ୍ଣପୁର, ଶାସକପ୍ରସାଶକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅଧୀନସ୍ତ ପଧାନ ପାଲି ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛ ଛନ୍ତି ରାଜୀବ ପଧାନ। ସୂଚନା ଅନୁଶାରେ ନିଜର ବିଲକୁ ଧାନ ଢାଙ୍କିବା ପାଇଁ ବିଲକୁ…

ଗୋମାତା ସେବାରେ ଏକ ନୂଆ ପଦକ୍ଷେପ:-ସୁବର୍ଣ୍ଣପୁରରେ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ

ସୁବର୍ଣ୍ଣପୁର:ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ): ଆଜି ସୋନପୁର କୋଲପଡା ଠାରେ ‘ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଗଠିତ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ ବୈଭବର ସହିତ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ,ଏହି କେନ୍ଦ୍ରର ଉଦଘାଟନ କରି ଟ୍ରଷ୍ଟର…

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଦଣ୍ଡ

ପାଟଣାଗଡ଼, ୨୮ା୫ ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଗୁଜରାଟ ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ଆଜି ( ବୁଧବାର) ଗଜପତି ଜିଲ୍ଲାରୁ ୭୧ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଗୁଜରାଟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପିତୃମାତୃହୀନ ଏହି ଶିଶୁଙ୍କୁ , ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ…

ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ରୁଖା ଚକ୍ର,ଠାକେରା ବାଣ ଦେଖିବା ପାଇଁ ବଡଦାଣ୍ଡ ଲୋକାରଣ୍ୟ…

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅନ୍ୟତମ ପରମ୍ପରା ସମ୍ପୁର୍ଣ୍ଣ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଚାଲିଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ମଙ୍ଗଳବାର ଦିନ ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆଡ଼ମ୍ବର ସହକାରେ…