Sign in
Sign in
Recover your password.
A password will be e-mailed to you.
ଗୋମାତା ସେବାରେ ଏକ ନୂଆ ପଦକ୍ଷେପ:-ସୁବର୍ଣ୍ଣପୁରରେ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ
ସୁବର୍ଣ୍ଣପୁର:ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ): ଆଜି ସୋନପୁର କୋଲପଡା ଠାରେ ‘ଗୋପାଳଜୀ ଗୋ ସେବା ଚାରିଟେବୁଲ ଟ୍ରଷ୍ଟ’ ପକ୍ଷରୁ ଗଠିତ ଗୋ ସେବା ପାଳନ କେନ୍ଦ୍ରର ଉଦଘାଟନ ବୈଭବର ସହିତ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ,ଏହି କେନ୍ଦ୍ରର ଉଦଘାଟନ କରି ଟ୍ରଷ୍ଟର…
ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ଘଟଣାରେ ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଦଣ୍ଡ
ପାଟଣାଗଡ଼, ୨୮ା୫ ଶାସକ ପ୍ରଶାସକ (ଘନଶ୍ୟାମ ନାଗ): ସାରା ଦେଶରେ ହଇଚଇ ସୃଷ୍ଟି କରିଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ ବୋମା’ ରାୟ ଆସିଛି। ପାଟଣାଗଡ଼ ଏଡିଜେ କୋର୍ଟରେ ପୁଞ୍ଜିଲାଲ ଦୋଷୀ ସାବ୍ୟସ୍ତ…
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଗୁଜରାଟ ଦମ୍ପତି
ପାରଳାଖେମୁଣ୍ଡି / ବାଳକୃଷ୍ଣପାଣିଗ୍ରାହୀ : ଆଜି ( ବୁଧବାର) ଗଜପତି ଜିଲ୍ଲାରୁ ୭୧ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ଗୁଜରାଟର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପିତୃମାତୃହୀନ ଏହି ଶିଶୁଙ୍କୁ , ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ…
ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା:ରୁଖା ଚକ୍ର,ଠାକେରା ବାଣ ଦେଖିବା ପାଇଁ ବଡଦାଣ୍ଡ ଲୋକାରଣ୍ୟ…
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅନ୍ୟତମ ପରମ୍ପରା ସମ୍ପୁର୍ଣ୍ଣ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାରେ ଚାଲିଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ମଙ୍ଗଳବାର ଦିନ ପଣ୍ଡା ସାହି ତରଫରୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ଆଡ଼ମ୍ବର ସହକାରେ…
ବଡବନ୍ଧ ରାମେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ : ମୀନା ବଜାର ର ଉଦ୍ଘାଟନ କଲେ ବିଧାୟିକା।
ପଦ୍ମପୁର :- ରାମେଶ୍ଵର ବାବାଙ୍କ ଶୀତଳ ଷଷ୍ଠୀ ଉପଲକ୍ଷେ ସ୍ଥାନୀୟ ବରଗଡ଼ ରୋଡ ଠାରେ ମୀନାବଜାର ର ଆୟୋଜନ କରାଯାଇଛି। ପୂଜକ ସୁବ୍ରତ ମିଶ୍ର ପୂଜାର୍ଚ୍ଚନା କରିବା ପରେ ମୁଖ୍ୟ ଅତିଥି ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ପଦ୍ମପୁର ଥାନା ଅଧିକାରୀ ମମତା ନାୟକ ଉଦ୍ଘାଟନ କରିଥିଲେ। ଏହି…
ନବ ନିର୍ମିତ ଶ୍ମଶାନ ଘାଟ ର ଉଦ୍ଘାଟନ କଲେ ବିଧାୟିକା ।
ପଦ୍ମପୁର :- ସ୍ଥାନୀୟ ପାଟଣାଗଡ଼ ରୋଡ଼ ଠାରେ ଏକ ନବ ନିର୍ମିତ ଶ୍ମଶାନ ଘାଟ ଓ ଆମ୍ବେଦକର ଛକଠାରେ ବୋଡାସମ୍ବର ମୂର୍ତ୍ତି ର ଚତୁଃପାର୍ଶ୍ଵରେ ହୋଇଥିବା ସୌନ୍ଦର୍ଯ୍ୟିକରଣ କାର୍ଯ୍ୟ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା , ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ…
ବିଜୁଳି, ଘଡଘଡି ପୂର୍ବାନୁମାନ ସଚେତନତା ରଥ ଶୁଭାରମ୍ଭ ।
ରାୟଗଡ ତା:୨୮-୦୫-୨୦୨୫ରିଖ- ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ବିଜୁଳି, ଘଡଘଡି ପ୍ରତି ସଚେତନ ହେବା ନିମନ୍ତେ ଏକ ପ୍ରଚାର ରଥକୁ ରାୟଗଡ ଜିଲ୍ଲାପାଳ ପାରୁଲ ପଟାୱରୀ ପତାକା ଦେଖାଇ ଶୁଭାରମ୍ଭ…
ସୌରଶକ୍ତି ସାଥେ ଆଗକୁ ବଢ଼ୁଛି ଟିପିଏସ୍ଓଡିଏଲ୍
ସମଗ୍ର ଦକ୍ଷିଣ ଓଡ଼ିଶାରେ ୧୬ଟି ସ୍ଥାନରେ ୩୯୬.୪ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ସ୍ଥାପିତ
ପ୍ରତିବର୍ଷ ୩୮୮.୫ ଟନ୍ କାର୍ବନ ଡାଇଅକ୍ସାଇଡ୍ (CO₂) ହ୍ରାସର ଲକ୍ଷ୍ୟ
ଖୁବ୍ ଶୀଘ୍ର ଆଉ ଦଶଟି ଅଫିସ ସୌରଶକ୍ତିରେ ଚାଲିବ
ବ୍ରହ୍ମପୁର, ମଇ: ପରିବେଶ ଓ ପର୍ଯ୍ୟାବରଣର ସ୍ଥିରତା ଓ…
ବାଲ୍ୟ ବିବାହ ନିରାକରଣ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ରାୟଗଡା/ଗୁଡ଼ାରୀ -ଆଦ୍ୟ ୨୮/୦୫/୨୫ ତାରିଖରେ ଗୁଡ଼ାରୀ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ନେଇ ଗୁଡ଼ାରୀ ICDS ତରଫରୁ ବ୍ଲକ ସଦଭାବନା ଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଚିସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ବାଲ୍ୟ ବିବାହ ନିଷେଧ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ…
ବିଭିନ୍ନ ଗ୍ରାମକୁ ନେଇ ନୂତନ ପଞ୍ଚାୟତ ଗଠନ ପାଇଁ ବୈଠକ
ତୁଲୁବକୁ ପଂଚାୟତ ନ କରିବା ପର୍ଯ୍ୟନ୍ତ ସଂଘର୍ଷ ଜାରୀ ରହିବ
ଜମନକିରା ୨୮। ୫(ଲିପନ ନାଏକ): ତୁଲୁବ ଗ୍ରାମକୁ ନୂତନ ପଂଚାୟତ ଗଠନ ପାଇଁ ପଂଚାୟତ ଗଠନ କମିଟି ସଭାପତି ପଞ୍ଚାନନ ପଧାନ ଙ୍କ ସଭାପତିତ୍ୱ ରେ ଜମନକିରା ବ୍ଲକ ଜମନକିରା ଗ୍ରାମ ପଞ୍ଚାୟତ ତୁଲୁବ ଗ୍ରାମ ରେ ନୂତନ ପଞ୍ଚାୟତ ଗଠନ ପାଇଁ…