ମହିଳା ଜନ ସଂଘର୍ଷ ସମିତି ପକ୍ଷରୁ ଭୋଜପୁର ରେ ଗ୍ରୀଷ୍ମକାଳୀନ ତାଲିମ ଶିବିର

 ଜମନକିରା,(ଲିପନ ନାଏକ): ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ଓ଼ ଆତ୍ମଶକ୍ତି ଟ୍ରଷ୍ଟ ଓ଼ ଏହାର ୧୭ ଗୋଟି ଜିଲ୍ଲାର ସଦସ୍ୟ ସଂଗଠନ ମିଶି ପ୍ରାଥମିକ ସ୍ତରର ଚତୁର୍ଥ, ପଞ୍ଚମ ଓ଼ ଷଷ୍ଠ ଶ୍ରେଣୀର ପିଲାମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଶିବିର ବା କମାଲ ର କ୍ୟାମ୍ପ ଆରମ୍ଭ କରିଛି ।…

ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ

ଜଗତସିଂହପୁର, ତା-୨୮.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ବାଲିକୁଦା -ଏରସମା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ବିଧାୟକ ବାଲିକୁଦା -ଏରସମା ଶ୍ରୀ…

ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଜଗତସିଂହପୁର,ତା-୨୮.୦୫.୨୦୨୫/ସୁମନ୍ତ କୁମାର ଦାସ; ଆଜି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକୂଲ୍ୟ ରେ ଜିଲ୍ଲା ସଡକ ସୁରକ୍ଷା କମିଟି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଅତିରିକ୍ତ…

୨୦୧୩ ଦଶମ ଶ୍ରେଣୀ ବ୍ୟାଚ୍ ପକ୍ଷରୁ ମାଆ ବ୍ରାହ୍ମଣୀ ଦେବୀଙ୍କ ଯାତ୍ରାରେ ପ୍ରସାଦ ବଣ୍ଟନ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ପିତଳ ମାଛର ସହର ବେଲଗୁଣ୍ଠାରେ ମହା ଆଡମ୍ବରରେ ଚାଲିଛି ସହରର ଅଧିଷ୍ଠାତ୍ରୀ ଦେବୀ ମାଆ ବ୍ରାହ୍ମଣୀ ଦେବୀଙ୍କ ଐତିହାସିକ ଦ୍ୱିବାର୍ଷିକ ଯାତ୍ରା I ଏହି ଯାତ୍ରାରେ ସନ୍ଧ୍ୟାରେ ମାଆଙ୍କ ବିଭିନ୍ନ ପଟୁଆରରେ ନଗର ପରିକ୍ରମା ଏବଂ ବିରାଟ ବାଣ ପଟୁଆର ଦେଖିବା ପାଇଁ…

କୋମଣ୍ଡ ମାଙ୍କଡ଼ା ଖଣି ଅଡିଓ ଭାଇରାଲ ପ୍ରସଙ୍ଗ: ତଦନ୍ତ ଦାବି କଲେ ସାମ୍ବାଦିକ ଭବନ ସଦସ୍ୟ

ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ବେଆଇନ ମାଙ୍କଡ଼ା ଖଣି କାରବାରକୁ ନେଇ ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସାମ୍ବାଦିକଙ୍କୁ ଦିଆଯାଉଥିବା କୁହାଯାଇଥିଲା । ଏହା ସହିତ ସାମ୍ବାଦିକଙ୍କ ନାଁରେ ଅଶ୍ଳିଳ ଭାଷା ବ୍ୟବହାର କରାଯାଇଛି । ଯାହାକୁ…

ବୈଦ୍ୟୁତିକ ସୁରକ୍ଷା ସଚେତନତାକୁ ବ୍ୟାପକ କରିବ ଟିପିଏନଓଡ଼ିଏଲ

କ୍ଷୁଦ୍ର ଓ ପଥପ୍ରାନ୍ତ ନାଟକରେ ବାଣ୍ଟିବ ସଚେତନତା ବାର୍ତ୍ତା ବାଲେଶ୍ଵର,୨୭/୫: ସୁରକ୍ଷା ହେଉଛି ଟିପିଏନଓଡ଼ିଏଲର ମୂଳମନ୍ତ୍ର। କର୍ମଚାରୀଙ୍କ ସହ ଜନସାଧାରଣଙ୍କ ସୁରକ୍ଷାକୁ ଟିପିଏନଓଡ଼ିଏଲ ବିଶେଷ ଗୁରୁତ୍ଵ ଦେଉଛି। ତେବେ ଜନସାଧାରଣଙ୍କ ସଚେତନତା ଅଭାବରୁ ଅଧିକାଂଶ ବୈଦ୍ୟୁତିକ ଦୁର୍ଘଟଣା…

ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଜାବ ର ଦାବୀପତ୍ର ପ୍ରଦାନ

ବିଜେପୁର :ଅସୁରକ୍ଷିତ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ lସାମ୍ବାଦିକ ମାନଙ୍କୁ ଦେଶରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଆଖ୍ୟା ମିଳିଥିବା ବେଳେ ବିଭିନ୍ନ ସମୟରେ ଅସୁରକ୍ଷିତ ତଥା ଅବହେଳିତ ହେଉଥ‌ିବାର ନଜରକୁ ଆସୁଛି lବର୍ତମାନ ସାମ୍ବାଦିକ ମାନେ ନିଜର ସ୍ବତନ୍ତ୍ରତା ଅନୁଯାୟୀ ସାମ୍ବାଦିକତା…

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଭଙ୍ଗାଗଲା ବୋଟିଂକ୍ରୀଡା ବୁକିଂ କାଉଣ୍ଟର

ପୁରୀ,୨୭/୫- ଗତ ୨୪ ତାରିଖ ସଂଧ୍ଯା ୬ଟା ସମୟରେ ବଳିଆପଣ୍ଡା ଲାଇଟହାଉସ ସମ୍ମୁଖ ସମୁଦ୍ରକୂଳରେ ୱାଟର ସ୍ପୋର୍ଟ୍ସ ବୋଟ ଦୁର୍ଘଟଣା ଘଟିଥିଲା । ଏଥିରେ ୪ ଜଣ ପର୍ଯ୍ଯଟକ ଆହତ ହୋଇଥିଲେ । ଲାଇଫଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ମରଣ ମୁହଁରୁ ପର୍ଯ୍ଯଟକ ବଞ୍ଚି ଯାଇଥିଲେ । ଆହତ ହୋଇଥିବା ପର୍ଯ୍ୟଟକ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ ମହାରାଷ୍ଟ୍ର ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଗଜପତି ଜିଲ୍ଲାରୁ ୭୦ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ପୋଷ୍ୟ ସନ୍ତାନ ଭାବେ ମୁମ୍ବାଇ , ମହାରାଷ୍ଟ୍ରର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପ୍ରାୟ ତିନିମାସ ତଳେ ପାରଳାଖେମୁଣ୍ଡି ରେଳ…

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୨ରେ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ

ଭୁବନେଶ୍ୱର, ୨୭/୦୫: ଫୁଲନଖରା ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ-୨ରେ ମଙ୍ଗଳବାର ହସ୍ପିଟାଲ୍ର ଏମର୍ଜେନ୍ସି ମେଡିସିନ୍ ବିଭାଗ ପକ୍ଷରୁ ବିଶ୍ୱ ଜରୁରୀକାଳୀନ ଔଷଧ ଦିବସ ପାଳିତ ହୋଇଯାଇଛି । ସମ ହସ୍ପିଟାଲ-୨, ରାପିଡୋ…