ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ସଫଳତା

ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସୁଶ୍ରୀ କିର୍ତ୍ତିଅର୍ଜିତାଙ୍କ ଧାରାବାହିକ ଭାବେ ଜିଲ୍ଲା ସ୍ତରୀୟ ସଫଳତା ପାଇ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି । ସେ ଚଳିତବର୍ଷ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ…

ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ, ଜାତୀୟ ପତାକାକୁ ଅସମ୍ମାନ

ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ଏକ ସ୍ବାଧିନ ରାଷ୍ଟ୍ରୀର ସଙ୍କେତ ସ୍ଵରୁପ ଜାତୀୟ ପତାକାକୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅବସରରେ ଅନେକ ସ୍ଥାନରେ ଆମ ଭାରତୀୟ ଜାତୀୟ ପତାକା ତ୍ରୀରଙ୍ଗାର ଅସମ୍ମାନ ହୋଇଥିବା ପରିଲକ୍ଷିତ ହୋଇଛି।…

ଦୂତୀକେଶ୍ବର ପୀଠରେ ଚାରା ରୋପଣ

ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁପାଟଣା ଠାରେ ବିରାଜିତ ଓଡ଼ିଶାର ଅନନ୍ୟ ଶୈବପୀଠ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠ ରାସ୍ତା ପାର୍ଶ୍ବ ଯାତ୍ରା ପଡ଼ିଆରେ ସ୍ବାଧିନତା ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼…

ଓଡ଼ଗାଁ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ, ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ବିଧାୟକ

ଓଡ଼ଗାଁ,୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଆମ ଦେଶର ଭବିଷ୍ୟତକୁ ମଜଭୁତ ରଖିବା ପାଇଁ ଆଗମୀ ଦିନର ନାଗରିକ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧ୍ୟୟନ ସହିତ ଦେଶ ପ୍ରେମର ଭାବ ଜାଗ୍ରତ କରିବାର ଆବଶ୍ୟକତା ରହିଛି । ପରାଧୀନ ଓ ସ୍ବାଧୀନ ଭାରତର ସ୍ଥିତିକୁ ଅନୁଶୀଳନ କରି ଆଗାମୀ ପିଢ଼ି ଦେଶର…

ରାଷ୍ଟ୍ରପତି ଙ୍କ ପକ୍ଷରୁ ପୁରସ୍କୃତ ଜୟନ୍ତୀ ସୁନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପାଟଣାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ସ୍ୱାଧୀନତା ଦିବସରେ ନିର୍ଭିକ, ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇଥିବା ଦକ୍ଷ ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ରାଷ୍ଟ୍ରପତି ଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି!ସେଥି ମଧ୍ୟରେ ଜୟନ୍ତୀ ସୁନା…

ମିଶନ୍‌ ଆକାଂକ୍ଷା କଳାହାଣ୍ଡିରେ ଆରମ୍ଭ – ସ୍ଥାନୀୟ ଯୁବକମାନଙ୍କୁ ନିଶୁଳ୍କ UPSC ପ୍ରଶିକ୍ଷଣ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି, ଓଡିଶା – 15/08/25 – କଳାହାଣ୍ଡି ଜିଲ୍ଲାପାଳଙ୍କ ନେତୃତ୍ୱରେ ମିଶନ୍‌ ଆକାଂକ୍ଷାର ସରକାରୀ ଉଦ୍‌ଘାଟନ ହେଲା । ଏହି ପ୍ରୟାସ ଭିଜନ୍‌ IASଙ୍କ ପ୍ରୟାସ (CSR କାର୍ଯ୍ୟକ୍ରମ) ସହିତ ସହଯୋଗରେ କଳାହାଣ୍ଡିର ପ୍ରତିଭାଶାଳୀ…

ଜିଲ୍ଲା ରାଜସ୍ବ ବୈଠକ ଅନୁଷ୍ଠିତ: ୧୦୮ ଜଣ ରାଜସ୍ବ ନିରୀକ୍ଷକଙ୍କୁ ଲାପଟପ ପ୍ରଦାନକଲେ ଜିଲ୍ଲାପାଳ

ପୁରୀ ୧୬/୮: ପୁରୀ ଜିଲ୍ଲା ରାଜସ୍ବ ବୈଠକ ଶନିବାର ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ଏଥିରେ ଅଧ୍ୟକ୍ଷତା କରିବା ସହ ରାଜସ୍ବ ଆଇନ ମୁତାବକ ବିଭିନ୍ନ ବିଭାଗର ରାଜସ୍ବ ସଂଗ୍ରହ କୁ ତ୍ବରାନ୍ବିତ କରିବା, ସରକାରୀ ସମ୍ପତ୍ତିର ସୁରକ୍ଷା…

ଏକଲବ୍ଯ ପାଠଶାଳା ପରିସରରେ ସ୍ଵାଧୀନତା ଦିବସ ପାଳିତ

ପୁରୀ, ୧୬/୮-ପୁରୀଜିଲ୍ଲା ସ୍ୱେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଯୁବ ଶାଖା , ଇନର ହୁଇଲ୍ କ୍ଲବ୍ ଶ୍ରୀକ୍ଷେତ୍ର,ସମର୍ପଣ, ଦ ମିରର ,ଶିଶୁ ସମାଚାର ,ସାଇ ଉଦୟ ଲକ୍ଷ୍ମୀ ନାରାୟଣ ଟ୍ରଷ୍ଟ, ସାରା ଆକାଶ ମିଳିତ, ଆନୁକୁଲ୍ୟରେ ସ୍ଵାଧୀନତା ଦିବସ ଅବସରରେ ବନ୍ଦେ ମାତରଂ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳିତ

ପୁରୀ,୧୬/୮: ଶ୍ରୀମନ୍ଦିରରେ ଶନିବାର ନନ୍ଦୋତ୍ସବ ପାଳିତ ସୋଇଯାଇଛି । ମଙ୍ଗଳ ଆଳତି ପରେ ରାମକୃଷ୍ଣ ଓ ମଦନମୋହନ ଜଗମୋହନରେ ଦୋଳାରେ ବସିଥିଲେ । ସକାଳ ଧୂପ ସମାପ୍ତ ହେବା ପରେ ପାଣିପକା ଭୋଗ ହୋଇଥିଲା । ଏହି ଦିନ ଭୋଗମଣ୍ଡପ ଘର ଓ ଶ୍ରୀଜୀଉଙ୍କ ମଧ୍ୟରେ ଦୋଳା ଥିବାରୁ ଭୋଗମଣ୍ଡପ ଭୋଗକୁ ପାଣିପକା…

ଉତ୍କଳ ଆଲୁମିନା ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟେରନ୍ୟାସନାଲ ଲିମିଟେଡ଼, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପ୍ ର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡ଼ମ୍ବରରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ…