ଷଷ୍ଠ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି-ଶିକ୍ଷା କ୍ଷେତ୍ରରେ ମୁଳିଆ ସ୍ମାରକ ଛାତ୍ର ବୃତ୍ତି ଏକ ମାଇଲଖୁଣ୍ଟ:ବିଧାୟକ

ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--ବିଦେଶରୁ ମାତୃଭୂମିର ଚିନ୍ତା ।ଏଥିପାଇଁ ଦରକାର ସାଧନା ଓ ଇଚ୍ଛା ଶକ୍ତି ।ଏପରି ଏକ ଉଦାହରଣ ହେଉଛି ମୁଳିଆ ସ୍ମାରକ ଛାତ୍ରବୃତ୍ତି ।ସୁଦୂର ୟୁ.ଏସ.ଏରେ ରହି ପ୍ରବାସୀ ଓଡ଼ିଆ ତଥା ବେଲଗୁଣ୍ଠା ଗୋପିନାଥ ସାହିର ମୁଳ ବାସିନ୍ଦା ଡଃ ଦାମୋଦର ସାହୁ ନିଜ ମାତୃଭୂମିର…

କଂଗ୍ରେସରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି କୃଷକ ମୋର୍ଚ୍ଚା ସଭାପତି ଦୀପକ ରାଜ।

 ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌରହରି ନାୟକଙ୍କ ସହ ୨ ପୂର୍ବତନ ଓ ଜଣେ ଏବର ସରପଞ୍ଚ ସାମିଲ।      କେନ୍ଦୁଝର,ତା୧୭/୮- କେନ୍ଦୁଝର ଜିଲ୍ଲାରେ ରାଜନୀତି ପାଣିପାଗ ବଦଳୁଛି ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଲୋକଙ୍କ ଆଶା ଆକାଂକ୍ଷା ପୂରଣ…

ସହରାଞ୍ଚଳରେ ନାଗରିକ ସେବାରେ ପରିବର୍ତ୍ତନ ପାଇଁ ଆର. ଟି. ପି. ଏସ୍. ଅଧିନିୟମ ସମ୍ପର୍କରେ ବୈଠକ

ଭୁବନେଶ୍ବର, ୧୭।୮ : “ନାଗରିକ-ପ୍ରଥମ” ଶାସନ ପ୍ରତି ପ୍ରତିବଦ୍ଧତାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଗୁରୁତ୍ଵ l ସହରାଞ୍ଚଳ ଶାସନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦେଇ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଜନସେବା ଅଧିକାର (ଆରଟିପିଏସ) ଆଇନ ଉପରେ…

ଗୁଣପୁର ମା ଦକ୍ଷୀଣ କାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ରାୟଗଡ଼ା ଜିଲ୍ଲା ଗୁଣପୁର କୋର୍ଟ ଛକରେ ମା ଦକ୍ଷୀଣ କାଳୀଙ୍କ ପୂଜା ପାଇଁ ଶୁକ୍ରବାର ସନ୍ଧ୍ୟାରେ ତ୍ରିନାଥ ମନ୍ଦିର ପ୍ରାଙ୍ଗଣ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ସଭାପତି ରାଧା କୃଷ୍ଣ ପଟ୍ଟନାୟକ ଙ୍କ…

ବେସରକାରୀ ଘରୋଇ କ୍ଲିନିକ୍ କୁ ସିଲ୍ କଲା ପ୍ରଶାସନ

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ରାୟଗଡ଼ା ଜିଲ୍ଲା ଗୁଣପୁର ସହର କପିଳପୁର ଅଞ୍ଚଳ ରେ ଚାଲିଥିବା ବେଆଇନ୍ କ୍ଲିନିକ୍ ଶନିବାର ଜିଲା ପ୍ରଶାସନ ସିଲ୍ କରିଛନ୍ତି l ଜିଲ୍ଲା ଚିକିତ୍ସା ଅଧିକାରୀ ବି. ସରୋଜିନୀ ଦେବୀ ,ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ, ଗୁଣପୁର ଏସ ଡି ପି ଓ…

“ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ଯୋଗୁ ବାପାଙ୍କ ଜୀବନ ରକ୍ଷା ହେଲା”

୪ ମାସରେ ୫.୬୩ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଯୋଜନାରେ ପଞ୍ଜୀକୃତ ଭୁବନେଶ୍ୱର, ୧୬/୦୮/୨୦୨୫: ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା କାର୍ଡ ଏକ ଦୃଢ ଆଶା ବାଡ଼ି ସାବ୍ୟସ୍ତ ହେଇଛି । ବୃଦ୍ଧ ବୟସରେ ଦେୟମୁକ୍ତ ଉଚ୍ଚମାନର ସୁପର…

ବିପୁଳ ପରିମାଣର ବିସ୍ଫୋରକ ଜବତ, ଜଣେ ଅଟକ।

( ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ଜଗନ୍ନାଥ ପୁର ଶିବ ମନ୍ଦିର ନିକଟସ୍ଥ ଏକ ଗୁହାଳ ଘରୁ ଚମାଖଣ୍ଡି ପୋଲିସ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ପୋଲିସ ମିଳିତ ଚଢଉ କରି ପ୍ରାୟ ୫ ଟନ୍ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସୁଚନା…

ଥାନା ଅଧିକାରୀ ନିଲମ୍ବିତ।

ଛତ୍ରପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଇନିଷ୍ପେକ୍ଟର ମହାନ୍ତି ଙ୍କୁ ଏହି ଭଳି ଆଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ। ଏହି ନିଲମ୍ବନ ଅବଧୀ ମଧ୍ୟରେ…

ବରିଷ୍ଠ ନାଗରିକ ସଂଘ ତରଫରୁ ସାଧିନତା ଦିବସ ପାଳିତ ।

ପଦ୍ମପୁର :-ପଦ୍ମପୁର ବରିଷ୍ଠ ନାଗରିକ ସଂଘ ତରଫରୁ ୭୯ ତମ ସାଧିନତା ଦିବସ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍ଥାନୀୟ ଶିଶୁଉଦୟାନ ପରିସର ମଧ୍ଯ ରେ ଥିବା ସଂଘ ର ଅସ୍ଥାୟୀ କାର୍ଯ୍ୟାଳୟ ପରିସର ମଧ୍ଯ ରେ ସଂଘ ର ସଭାପତି ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ…

ସୋଆରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଉତ୍ସାହର ସହ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଜାତୀୟ ପତାକା ଉତୋଳନ କରିଥିଲେ ।ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ…