ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ,…

ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

https://youtu.be/WK15F44Jn9w ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ-କୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ଭକ୍ତି ଓ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଯାଇଛି। ମଠ ଓ ମନ୍ଦିର ଗୁଡ଼ିକରେ ସଂକୀର୍ତ୍ତନ ସହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ…

ଜୟ ଓଡ଼ିଶାଙ୍କ ୧୫ତମ ରକ୍ତଦାନ ଶିବିର ସଫଳତାର ସହିତ ସମାପ୍ତ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସାମାଜିକ ସଂଗଠନ ଜୟ ଓଡ଼ିଶା ଦ୍ୱାରା ଏହାର "ରକ୍ତଦାନ" ଯୋଜନାର ୧୫ତମ ରକ୍ତଦାନ ଶିବିର ଅତ୍ୟନ୍ତ ଶୃଙ୍ଖଳିତ ଭାବେ ଆୟୋଜିତ ହୋଇଯାଇଛି । ଏହା କଳିଙ୍ଗ ଅଟୋମୋବାଇଲ୍ସ୍ ଗ୍ରୁପ୍ ର ସହଭାଗୀତାରେ, ଭୁବନେଶ୍ୱରର ୟୁନିଟ୍–୧ ସ୍ଥିତ ତାଙ୍କ କଳିଙ୍ଗ କମପ୍ଲେକ୍ସ ଆୟୋଜିତ…

ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୩୭ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲା ପଞ୍ଚାୟତ ସାହିରେ ଥିବା ପ୍ରଜାପିତା ଈଶ୍ୱରୀୟ ବିଦ୍ୟାଳୟ ଠାରେ ବ୍ରହ୍ମପୁର ଗାଦି ପ୍ରକାଶ ମଣୀଙ୍କ ୧୮ ତମ ସ୍ମୃତି ଦିବସ ଉପଲକ୍ଷେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୭…

କୀଟନାଶକ ଔଷଧର ସୁରକ୍ଷିତ ବ୍ୟବହାର କର୍ମଶାଳା

ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବରା ପଞ୍ଚାୟତ ରାବରା ଗ୍ରାମ ମଧୁକେଶ ମନ୍ଦିର ଠାରେ କିଟନାଶକ ଔଷଧର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସ୍ଥାନୀୟ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଅଂଶଗ୍ରହଣ…

ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଡିଜିଟାଲ ଦାନ ଗ୍ରହଣ

ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରକୁ ଦାନ ପାଇଁ ଡିଜିଟାଲ ଦାନ ଗ୍ରହଣ ବ୍ୟବସ୍ଥା ରବିବାର ଶୁଭାରମ୍ଭ ହୋଇଛି । ଏହାକୁ ବ୍ୟବହାର କରି ଶ୍ରଦ୍ଧାଳୁମାନେ ଯିଏ ଯେଉଁଠାରେ ରହି ଯେତେବେଳେ ଚାହିଁବେ ନିଜର ଇଚ୍ଛିତ ଦାନ ଅର୍ଥ…

୫ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଉଠାଣ

ଓଡ଼ଗାଁ,୧୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ବାହାଡାଝୋଲା ବ୍ୟାଙ୍କ ଅଫ ବରୋଦା ଶାଖା କାର୍ଯ୍ୟାଳୟ ସାମ୍ନାରେ ଥିବା ବରୋଦା ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରରୁ ଜଣେ ମହିଳା ୫ ହଜାର ସୁଭଦ୍ରା ଟଙ୍କା ଉଠାଣ ପାଇଁ ଗ୍ରାହକ କେନ୍ଦ୍ର ପରିଚାଳକଙ୍କୁ…

“ନ୍ୟାୟ ନପାଇ ଛାତ୍ରୀ ଜୁଇରେ, ଆୟୁଷ୍ମାନରେ ଚିକିତ୍ସା ନପାଇ ରୋଗୀ ଶ୍ମଶାନରେ”

ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ ଘଟଣା ଆସାମୀ ମାନଙ୍କୁ ଖସାଇ ଦେବା ପାଇଁ ପୂର୍ଣ୍ଣ ଚେଷ୍ଟାରେ
ଅଛନ୍ତି ସରକାର: ବିଜେଡି ପ୍ରଭାତୀ ପରିଡା ଇସ୍ତଫା ଦିଅନ୍ତୁ ଓ ଘଟଣାର ନ୍ୟାୟିକ ତଦନ୍ତ ହେଉ ସରକାରଙ୍କ ନୂତନ ପରିଚୟ: ମଣିଷମରା ସରକାର ଭୁବନେଶ୍ୱର,…

ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଗଲା

ପାଟଣାଗଡ/ ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ ରାମପୁର ଠାରେ ଥିବା ହରିଚନ୍ଦ ଅଗ୍ରୱାଲଙ୍କ ଶାଗୁଆନ ଗଛ ବଗିଚାରେ କାମ କରୁଥିବା ବେଳେ ଜଣେ 45 ବର୍ଷୀୟା ଜଣକ ମୃତ ହୋଇଥିବା ସୂଚନା ମିଳିଛି ! ମୃତକ ବ୍ୟକ୍ତି ଜଣକ ଯଦୁମଣି ପୁଟେଲ(45) ! କୁତମୁଣ୍ଡା ଗ୍ରାମର…

ଧରଣୀଧର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଦକ୍ଷତା ବିକାଶ ପାଠ୍ୟକ୍ରମ ଏଯାଏ ଆରମ୍ଭ ହୋଇନି, ଜେରକ୍ସ ନୋଟ ବାଣ୍ଟି କାମ ଚଳେଇ…

କେନ୍ଦୁଝର,ତା୧୭/୮- ଧରଣୀଧର ବିଶ୍ଵବିଦ୍ୟାଳୟରେ କିପରି ଛାତ୍ରଛାତ୍ରୀଙ୍କୁ କାମଚଳା ପାଠ ପଢାଯାଉଛି ତାହାର ଅନେକ ଉଦାହରଣ ବାରମ୍ବାର ମିଳୁଥିବା ବେଳେ ଏବେ ଏକ ସାଂଘାତିକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ବ୍ୟବସ୍ଥାକୁ ଏବେ ଓଡ଼ିଶାରେ ଲାଗୁ କରା ହେଇଛି। ନୂତନ…