ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

ପୁରୀ ରଥ ଯାତ୍ରାରେ ଏହାର ‘ଆୟୋଡିନ କା ତିଲକ୍‌’ ପ୍ରୟାସ ପରେ ଏହି ବ୍ରାଣ୍ଡ୍‌ ପିଲାମାନଙ୍କ ନିମନ୍ତେ ଆୟୋଡିନ ପୋଷଣ ଯୋଗାଇବାକୁ ଚିଲ୍‌ଡ୍ରେନ୍ସ ଫାଉଣ୍ଡେସନଗୁଡିକ ସହିତ ସହଭାଗୀତା କରି ରଥ ଯାତ୍ରା ସେବାକୁ ସମ୍ପ୍ରସାରିତ କଲା ପୁରୀ : ଚଳିତ ବର୍ଷ ରଥ ଯାତ୍ରାରେ ଯାହା ଏକ

ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ ରେ ଚିକିତ୍ସା, ଆୟୁଷ୍ମାନ ଡିଜିଟାଲ…

ଭୁବନେଶ୍ୱର, ୧୩.୮: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା - ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ତାଲିକାଭୁକ୍ତ ହସ୍ପିଟାଲମାନଙ୍କୁ କାର୍ଡଧାରୀମାନଙ୍କ ସହାୟତା ନିମନ୍ତେ ୨୪ ଘଣ୍ଟିଆ ହେଲ୍ପ ଡେସ୍କ ସ୍ଥାପନ, ପି. ଏମ୍ – ରାହତ(PM-RAHAT) ରେ ମାଗଣା ଜରୁରୀକାଳୀନ

ହିଣ୍ଡାଲକୋର ବାଫ୍‍ଲିମାଳି ଦୀର୍ଘସ୍ଥାୟୀ ଖଣି କାର୍ଯ୍ୟପଦ୍ଧତି ନିମନ୍ତେ ଏଏସ୍‍ଆଇ ମାନ୍ୟତା ହାସଲ କରିବାରେ ଭାରତର…

-ସମୁଦାୟ ଖଣି ଖନନ, ସ୍ମେଲଟିଂ ଓ ଡାଉନ୍‍ଷ୍ଟ୍ରିମ ଉତ୍ପାଦନରେ ୧୧ଟି ଏଏସ୍‍ଆଇ- ପ୍ରମାଣିକୃତ କାର୍ଯ୍ୟପରିଚାଳନା ସହିତ ଦାୟିତ୍ୱସମ୍ପନ୍ନ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ହିଣ୍ଡାଲକୋର ନେତୃତ୍ୱକୁ ପୁନଃସୁଦୃଢୀକରଣ କରୁଛି ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଗ୍ରଣୀ ଧାତବ

ବରପାଲିରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ବିଜେପୁର : ହାତରେ ଜାତୀୟ ପତାକା, ମୁହଁରେ ଦେଶପ୍ରେମର ନାରା ଏବଂ ମନରେ ମାତୃଭୂମି ପ୍ରତି ସମ୍ମାନ। ଏଭଳି ଦେଶପ୍ରେମର ଭାବନାରେ ଗୁଞ୍ଜରିତ ହୋଇଥିଲା ବରପାଲି ସହର।ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ବରପାଲିରେ ଅନୁଷ୍ଠିତ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର

୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମେଗା ରକ୍ତଦାନ ଶିବିର

ନବରଙ୍ଗପୁର, ତା. ୧୩.୦୮.୨୦୨୬: ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଆଜି ନବରଙ୍ଗପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UPHC) ପରିସରରେ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ବଜାଜ ଫାଇନାନ୍ସ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି

ବଜାଜ ଫାଇନାନ୍ସ ଲିମିଟେଡର ଆର୍ଥିକ ସାକ୍ଷରତା ଅଭିଯାନ 'ଅର୍ଥସୂତ୍ର ସମ୍ବାଦ', ଭାରତର ଗ୍ରାମାଞ୍ଚଳ ଏବଂ ବ୍ୟାଙ୍କ ସେବା ପହଞ୍ଚି ନଥିବା ଅଞ୍ଚଳରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହାର ପ୍ୟାନ-ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଓଡ଼ିଶାର

ନାରୀ ନିର୍ଯାତନା ବଢ଼ି ଚାଲିଛି, ମୌନ ବ୍ରତରେ ମୋହନ – କଂଗ୍ରେସ

"ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ନିର୍ଯ୍ୟାତନା ଆଜି ଜାତୀୟ ସ୍ତରରେ ରାଜ୍ଯର ଛବିକୁ ମଳିନ କରିଛି" ଭୁବନେଶ୍ୱର ; ରାଜ୍ଯରେ ବାରମ୍ବାର ଦୁଷ୍କର୍ମ, ଗଣ ଦୁଷ୍କର୍ମ, ନାରୀ ନିର୍ଯ୍ୟାତନା ,ଅସଦାଚରଣ ବଢି ବଢି ଚାଲିଥିଲା ପରେ ମଧ୍ୟ ନିରବଦ୍ରଷ୍ଟା ବିଭାଗ, ରାଜ୍ୟର ଗୃହ ବିଭାଗ

ନିଜ କିମ୍ବା ଦଳର ବଚସ୍କର ଖୋଜିବାକୁ ଯାଇ ଯୋଗ୍ୟତମ ବ୍ୟକ୍ତିଙ୍କୁ ଉପେକ୍ଷା କରନାହିଁ, ରାଜ୍ୟବାସୀଙ୍କ ସ୍ବାର୍ଥ ଆଗ’’

ଆଇନ୍‌ଶୃଙ୍ଖଳା ପରିସ୍ଥିତି ଯାହା, ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ସରକାରଙ୍କ ଆାଚରଣ ଅକ୍ଷମଣୀୟ: ଭକ୍ତ‘‘ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଯିବା ପରେ ବି ଓଡ଼ିଶାର ବିଜେପି ସରକାରଙ୍କ ଚେତା ପଶୁନାହିଁ। ରାଜ୍ୟର ସ୍ବାର୍ଥ ନୁହେଁ, ସଂପ୍ରତି ଓଡ଼ିଶା ପୁଲିସ ଡିଜି

ନାବାଳିକାଙ୍କ ଘର ଆଗରେ ହାଇଡ୍ରାମା, ବିଷପାନ ଅଭିନୟ କରି ବ୍ଲାକମେଲ୍‌ ଅଭିଯୋଗ : ଯୁବକ ଗିରଫ,

ଓଡ଼ଗାଁ,୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନାବାଳିକାଙ୍କୁ ପୁନର୍ବାର ନେଇଯିବାକୁ ଉଦ୍ୟମ କରି ବିଫଳ ହେବା ପରେ ତାଙ୍କ ଘର ଆଗରେ ଜଣେ ଯୁବକ ବିଷପାନ କରିବାର ଅଭିନୟ କରି ହାଇଡ୍ରାମା କରିଥିବା ଘଟଣା ମଙ୍ଗଳବାର ଚର୍ଚ୍ଚାର ବିଷୟ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କୁ କାବୁ କରିବା

ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ

ଓଡ଼ଗାଁ, ୧୨।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ଆଞ୍ଚଳିକ ବିକାଶ ପରିଷଦ ଆନୁକୂଲ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ‘ଭାରତ ମାତା କି ଜୟ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ