ପଞ୍ଚମ ରେଳ ଲାଇନ ଏବଂ ନୂତନ ଓଭରବ୍ରିଜ ପାଇଁ ବନ୍ଧମୁଣ୍ଡା ଫଟାପାଇପ୍ ଗୁଆଲା ପଟ୍ଟିରେ ଚାଲିଲା ବୁଲଡୋଜର

ରେଳବାଇ, ଆରଏସପି ଓ ପ୍ରଶାସନ ପକ୍ଷରୁ ବସ୍ତି ଉଚ୍ଛେଦ ଅବ୍ଯାହତ ରାଉରକେଲା,(ବସନ୍ତ କୁମାର ଜେନା) :ରେଳବାଇର ପଞ୍ଚମ ଲାଇନ୍ ବିସ୍ତାରକରଣକୁ ନେଇ ପ୍ରାୟ ୬୦ ବର୍ଷ ତଳେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ରିଂରୋଡ ଉପରେ ଥିବା ପୁରୁଣା ଓଭରବ୍ରିଜ ପରିବର୍ତ୍ତେ ନୂତନ ଓଭରବ୍ରିଜ ନିର୍ମାଣ…

ସମାଜ ପ୍ରତି ଦାୟିତ୍ୱବୋଧର ଅନନ୍ୟ ଉଦାହରଣ: ଛୁଟିରେ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ଧୁଲୁଣ୍ଡାର ଯୁବଗୋଷ୍ଠୀ

ଝାରସୁଗୁଡ଼ା: ଆଜିର ସମୟରେ ଯେତେବେଳେ ବ୍ୟକ୍ତିଗତ ସଫଳତା ଓ ସହରମୁଖୀ ଜୀବନଶୈଳୀକୁ ଅଧିକ ଗୁରୁତ୍ୱ ଦିଆଯାଉଛି, ସେତେବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଚାରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧୁଲୁଣ୍ଡା ଗ୍ରାମ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି।…

ଗୁଣପୁର ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ୯/୬ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣୀଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଟିତ ଶିବିରରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ…

ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି

ଜୁନ୍‌ ୧୬ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ଜୁନ୍‌ ୨୨ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା ଭୁବନେଶ୍ୱର,୧୦ ଜୁନ୍‌, ୨୦୨୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ହୋଇଛି। ଛାତ୍ରଛାତ୍ରୀମାନେ ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ…

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଜନସମୁଦାୟ କିଭଳି ଭୂ-ରୂପ ପୁନରୁଦ୍ଧାରର ପଥ ପ୍ରଦର୍ଶନ କରୁଛନ୍ତି

ନୂଆଦିଲ୍ଲୀ: ଓପନ୍‌ ଆର୍କାଇଭ ଅଫ ସୋସିଆଲ ସାଇନ୍ସ (ଏସ୍‌ଓସିଏଆର୍‌ଏକ୍ସଆଇଭି)ରେ ପ୍ରକାଶ ପାଇଥିବା ଏକ ନୂତନ ନୀତିପତ୍ର ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଏକାଧିକ ଗୋଷ୍ଠୀ କିଭଳି ନୀରବରେ କିଛି ଉଲ୍ଲେଖନୀୟ କାର୍ଯ୍ୟକରି ଜମି, ଜଳ ଏବଂ ଜଙ୍ଗଲ ଆଦି ଏକକ, ଆନ୍ତଃସଂଯୁକ୍ତ ବ୍ୟବସ୍ଥାରେ ପରିଚାଳନା…

ଚଉଦ ନାହାକା ବୁଲିବା ସହ ପ୍ରଥମ ଭୂଇଁ ଛଅ କାଠିରେ ପାଖୁଡା ସଂଯୋଗ

ପୁରୀ,୯/୮- ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥଖଳାରେ ତିନିରଥ ର ନିର୍ମାଣ କାର୍ଯ୍ଯ ଯୋରସୋର ରେ ଆଗେଇ ଚାଲିଛି । ରଥ ନିର୍ମାଣର ୫୦ ତମ ଦିବସରେ ମଙ୍ଗଳବାର ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।…

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସଚେତନତା

ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସଚେତନତା ଜଗତସିଂହପୁର,ତା-୦୯.୦୬.୨୦୨୬/ସୁମନ୍ତକୁମାରଦାସ:ଜଗତସିଂହପୁର ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ ଆଇ ଆର ପ୍ରକ୍ରିୟା ଆରମ୍ଭ ହେବା ସହ ବୁଥ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି  ପରିଗଣନା ଫର୍ମ ବଣ୍ଟନ…

ଶହୀଦ ଦିବସରେ ବୀର ବିର୍ସାଙ୍କୁ ଶ୍ରଦ୍ଧାଞ୍ଜଳି

ବିସ୍ରା ଛକରେ ୧୨୬ତମ ଶହୀଦ ଦିବସ ପାଳିତ, ୧୦ ଏକର ଜମି ଆବଣ୍ଟନ କାର୍ଯ୍ୟକାରୀ କରିବାକୁ ଦାବି ବିର୍ସା ମୁଣ୍ଡା ଷ୍ଟାଚ୍ୟୁ କମିଟିର ରାଜ୍ୟ ସରକାରଙ୍କୁ ଅନୁରୋଧ ଲମ୍ବିତ ଜମି ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଦାବି ରାଉରକେଲା,(ବସନ୍ତ କୁମାର ଜେନା):…

ତୃତୀୟ ଦିନରେ ଓଡ଼ଗାଁ ଥଣ୍ଡର, ବ୍ଳାକ୍ ହଣ୍ଟର, ବିଷ୍ଟ ଇଲେଭେନ ଓ ଏସ୍‌ଆର୍‌ଏସ୍‌ସି ବିଜୟୀ,

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬; ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ତୃତୀୟ ଦିନରେ ଚାରିଟି ରୋମାଞ୍ଚକର ମ୍ୟାଚ ଅନୁଷ୍ଠିତ…

ଗ୍ୟାସଟାଙ୍କୀରେ ନିଆଁ ଲାଗି ଦାଦା ପୁତୁରା ଗୁରୁତର, ଓଡ଼ଗାଁରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର

ଓଡ଼ଗାଁ, ୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରାବରା ପଞ୍ଚାୟତ ଘଷାଦେଇପୁର ପ୍ରକାଶ ମହାରଣା ମଙ୍ଗଳବାର ସନ୍ଧ୍ୟା ୭.୩୦ ସମୟରେ ଷ୍ଟୋଭ ଲଗାଇବା ପାଇଁ ଗ୍ୟାସ ସିଲିଣ୍ଡରର ସେପ୍ଟିକ୍ୟାପ୍ ଖୋଲିବା ବେଳେ ହଠାତ୍ ଟାଙ୍କୀ ମଧ୍ୟରୁ ଭୁସ୍ ଭୁସ୍ ଗ୍ୟାସ୍ ବାହାରିବାରୁ ୧୦ ରୁ ୧୫…