Sign in
Sign in
Recover your password.
A password will be e-mailed to you.
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା
ଏସ୍ଆଇଆର୍ ବାହାନା କଲା ପ୍ରଶାସନ
୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ
ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ…
ମୃତ୍ୟୁର ୩ ମାସ ଉର୍ଦ୍ଧ ବିତିଯାଇଥିଲେ ହେଁ ଆସାମୀକୁ ପୋଲିସ ଗିରଫ କରୁ ନଥିବାରୁ ପରିବାରଙ୍କ ପକ୍ଷରୁ ସାମ୍ବାଦିକ…
ବସ୍ତା ୧୦/୬ :ମୃତ୍ୟୁର ତିନି ମାସ ପରେ ବି ମୃତଙ୍କ ପରିବାରଙ୍କୁ ନ୍ୟାୟ ନ ମିଳିବାରୁ ନ୍ୟାୟ ପାଇଁ ପରିବାର ଲୋକେ ସାମ୍ବାଦିକ ସମ୍ମିଳନୀରେ ଖୋଭ ପ୍ରକାଶ କରିଛନ୍ତି।ଘଟଣାରୁ ପ୍ରକାଶ ଏହି କି ଯେ,ବସ୍ତା ଥାନା ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତ ରେ ଗତ ଫେବୃଆରୀ ୨ ତାରିଖରେ କୁଳିଦା ପଞ୍ଚାୟତର…
ଖଇର କାଠ ସହ ପିକଅପ୍ ଭ୍ୟାନ୍ ଜବତ।
ପଦ୍ମପୁର:- ଖଇର କାଠ ଚୋରାଚାଲାଣ ଅଭିଯୋଗ ରେ ପିକଅପ୍ ଭ୍ୟାନ ଜବତ କରିଛି ପଦ୍ମପୁର ବନ ବିଭାଗ। ଗାଇସିଲାଟ ଅନ୍ତର୍ଗତ କଣ୍ଟାବାହାଲ ଠାରେ କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ନିଜ ଟିମ ସହ ଚଢ଼ାଉ କରି ୧୪.୬୫ କ୍ଵିଣ୍ଟାଲ କାଠ ସହ ଭ୍ୟାନ…
ଶିମୁଳି କାଠ ସହ ପିକଅପ୍ ଭ୍ୟାନ୍ ଜବତ।
ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ଶିମୁଳି କାଠ ଚୋରାଚାଲାଣ ଅଭିଯୋଗ ରେ ପିକଅପ୍ ଭ୍ୟାନ ଜବତ କରିଛି ପଦ୍ମପୁର ବନ ବିଭାଗ। ପଦ୍ମପୁର ରେଞ୍ଜ ଅନ୍ତର୍ଗତ ପୁଟକା ଠାରେ କାଠ ଚୋରାଚାଲାଣ ହେଉଥିବା ସୂଚନା ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ପ୍ରଧାନ ନିଜ ଟିମ ସହ ଚଢ଼ାଉ କରି କାଠ ସହ…
ନୀଳଗିରୀ ପଞ୍ଚାୟତ ସମିତି ଉନୟନ ମୂଳକ କାର୍ଯ୍ୟର ୬ଷ୍ଠ ତମ ସାଧାରଣ ସମୀକ୍ଷା ଓ ଆଲୋଚନା ବୈଠକ ଅନୁଷ୍ଠିତ
ନୀଳଗିରୀ ତା ୧୦/୦୬: ଆଜି ପୂର୍ବାହ୍ନ ଘ ୧୦.୩୦ମିଁ.ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନୀଳଗିରି ପଞ୍ଚାୟତ ସମିତି ର ଉନ୍ନୟନ ମୂଲକ କାର୍ଯ୍ୟର ୬ ତମ ସାଧାରଣ ସମୀକ୍ଷା ଓ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ସମୀକ୍ଷା ଓ ଆଲୋଚନା ବୈଠକରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ…
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କହେଁୟା କୁମାରଙ୍କୁ ଭବ୍ୟ ସ୍ୱାଗତ
ଝାରସୁଗୁଡା:ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ବୁଧବାର ଅପରାହ୍ନରେ ଏଆଇସିସିର ସ୍ଥାୟୀ ସଦସ୍ୟ ତଥା ବିଶିଷ୍ଟ ଛାତ୍ରନେତା କହେଁୟା କୁମାରଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସଙ୍କ…
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ନବଦିନ ବ୍ୟାପୀ ଅନୁଷ୍ଠିତ ମହେନ୍ଦ୍ର ମେଳା ଉଦଯାପିତ
https://youtu.be/borPQrq_NXw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଶିଖରରେ ଚାଲିଥିବା ନବଦିନ ବ୍ୟାପୀ ମହେନ୍ଦ୍ର ମେଳା ଏବଂ ବିଶ୍ୱଶାନ୍ତି ନବକୁଣ୍ଡିୟ ହରି ହରାତ୍ମକ ମହାଯଜ୍ଞ ମହା ସମାରୋହରେ ଶାନ୍ତି…
ସମ୍ବଲପୁରରେ ଅନୁଷ୍ଠିତ ପ୍ରାନ୍ତ ଅଭ୍ୟାସ ବର୍ଗରେ ୧୪ ସାଂଗଠନିକ ଜିଲ୍ଲାରୁ ୩୦୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଅଂଶଗ୍ରହଣ
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓଡ଼ିଶା ପଶ୍ଚିମ ପ୍ରାନ୍ତର ପ୍ରାନ୍ତ ଅଭ୍ୟାସ ବର୍ଗ ଜୁନ ୫ରୁ ୮ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସାସନସ୍ଥିତ ବିର୍ଲା ଓପନ୍ ମାଇଣ୍ଡ ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଚାରିଦିନିଆ ଅଭ୍ୟାସ ବର୍ଗରେ ପଶ୍ଚିମ…
ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ବିୟୋଗରେ ପରିବାରବର୍ଗ କୁ ସମବେଦନା ଜଣାଇଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଷ୍ଟିଫେନ ରଇତ ଙ୍କ ବିୟୋଗରେ ଆଜି ବିଧାୟକ ରୁପେଶ ପାଣିଗ୍ରାହୀ ତାଙ୍କ ବାସଭବନ ଯାଇ ସପରିବାର ଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମା ର ସଦଗତି ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ପାଖରେ ପ୍ରାର୍ଥନା…
ସ୍ନେହ ସେତୁ’ ମାଧ୍ୟମରେ ଦେଢ଼ ବର୍ଷ ପରେ ପରିବାର ସହ ମିଳିତ ହେଲେ ଝାରସୁଗୁଡ଼ାର ନରେନ୍ଦ୍ର
ଝାରସୁଗୁଡ଼ା: ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଏକ ଅଭିନବ ପଦକ୍ଷେପ ଆଜି ଏକ ବିଚ୍ଛିନ୍ନ ହୋଇଯାଇଥିବା ପରିବାରକୁ ପୁନଃ ଏକତ୍ରିତ କରିଛି। ଜିଲ୍ଲାପାଳଙ୍କ ପରିକଳ୍ପିତ ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ବିହାରରୁ ଉଦ୍ଧାର ହୋଇଥିବା ନରେନ୍ଦ୍ର ପୋଢ଼ ଆଜି ଉପଯୁକ୍ତ କାଉନସେଲିଂ ପରେ…