ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ସିପାହୀ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗତ ୭ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ ଆଶୁତୋଷ ମୃଦୁଙ୍ଗିଆ। ମୃତ ଆଶୁତୋଷ ଗତ ଦୁଇ ବର୍ଷ ତଳେ ମହିଳା ସିପାହୀ ସନ୍ଧ୍ୟା ନାୟକ ଙ୍କୁ ବାହା ହୋଇଥିଲେ। ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପାଣ୍ଡବ ନଗର ଓ ସେ ମୋଟର ଯାନ…

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

‘ଭାରତ ଇନୋଭେଟ୍ସ’ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ ଭାରତର ଇନୋଭେସନ ଶକ୍ତି -ଧର୍ମେନ୍ଦ୍ର ପ୍ରଧାନ • ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବ ‘ଭାରତ ଇନୋଭେଟ୍ସ’ର ଆନ୍ତର୍ଜାତୀୟ ପ୍ରଦର୍ଶନୀ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି…

ଓଡ଼ଗାଁରେ ବିଜୁଳି ବିଭ୍ରାଟ ଏବେ ନିତିଦିନିଆ; ଅଞ୍ଚଳବାସୀଙ୍କ ପାଇଁ କିଏ ହେବ ସାହା-ଭରସା, ନେତା ଓ ପ୍ରଶାସନ…

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରାଜ୍ୟର ଏକ ପ୍ରମୁଖ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳର ଚତୁଃପାର୍ଶ୍ୱରେ ଅନେକ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ, ସଂରକ୍ଷିତ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ ଅବସ୍ଥିତ ରହିଛି। ବିକାଶଶୀଳ ଓଡ଼ଗାଁକୁ…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଗ୍ରାମୀଣ ସମ୍ପ୍ରଦାୟରେ ପୋଷଣକୁ ତ୍ୱରାନ୍ନିତ କରିଛି

ଝାରସୁଗୁଡା, ଓଡିଶା, ଜୁନ୍ ୧୨, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଏହାର କୃଷି-କେନ୍ଦ୍ରିକ ବିକାଶ ପଦକ୍ଷେପ ପ୍ରୋଜେକ୍ଟ ଭେଦଗ୍ରାମ ମାଧ୍ୟମରେ ଏହାର ମୂଳ କାର୍ଯ୍ୟଠାରୁ ଅଧିକ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ଆଗେଇ ନେଉଛି। ଆଧୁନିକ କୃଷି ଇନପୁଟ୍,…

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

ବାଲୁଗାଁ:(ସେକ୍ କୌସର):ଆଜି ଅପରାହ୍ନରେ ଆଇଏନଏସ ଚିଲିକା ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଆନୁଷ୍ଠାନିକ ଭାବେ ୨୦୨୬ ସଂସ୍କରଣ ପ୍ରଥମ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଚରେ ସମୁଦାୟ ୩୦୧୨ ଜଣ ଅଗ୍ନିବୀରଙ୍କ ମଧ୍ୟରେ ୧୧୬ ଜଣ ମହିଳା ଅଗ୍ନିବୀର (୨୧୯୨ ଜଣ…

ବେଆଇନ ବିକ୍ରି ପାଇଁ ଚାଲାଣ ହେଉଥିବା ୧୩ ବୋତଲ ବିୟର ଜବତ, ଜଣେ ଗିରଫ

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପୋଲିସ ଗୁରୁବାର ପାଟ୍ରୋଲିଂ ସମୟରେ ବେଆଇନ ଭାବେ ବିକ୍ରି ଉଦ୍ଦେଶ୍ୟରେ ଚାଲାଣ ହେଉଥିବା ୧୩ ବୋତଲ ବିୟର ଜବତ କରିଛି। ଏହି ଘଟଣାରେ ପୋଲିସ ଦିଲ୍ଲୀପ କୁମାର ପୃଷ୍ଟିଙ୍କୁ ଗିରଫ କରିଥିଲା।ପୋଲିସ ସୂଚନା ଅନୁଯାୟୀ, ନିୟମିତ…

ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳରୁ ୧୫ ବର୍ଷୀୟା ନାବାଳିକା ନିଖୋଜ

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ବାହାଡ଼ାଝୋଲା ଫାଣ୍ଡି ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକା ଗତ ୧୦ ତାରିଖ ବିଳମ୍ବିତ ରାତିରୁ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଓଡ଼ଗାଁ ଥାନାରେ ଅଭିଯୋଗ ଦାଖଲ ହୋଇଛି। ନାବାଳିକାଙ୍କ ବାପା ଦେଇଥିବା…

୭୦ ବର୍ଷୀୟା ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ : ଯୁବକ ଗିରଫ, କୋର୍ଟ ଚାଲାଣ

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଗିରିଡିପଲ୍ଲୀ ପଞ୍ଚାୟତର ଧଝୋଲା ଗ୍ରାମରେ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ…

ସମବାୟରେ ଆର୍ଥିକ ଅନିୟମିତତା ଅଭିଯୋଗ:ତଦନ୍ତ ଦାବିରେ ଜମାଖାତାଧାରୀଙ୍କ ଧାରଣା

ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୋଲପଟା ସମବାୟ ସମିତିରେ ଜମାଖାତାଧାରୀଙ୍କ ଖାତାରୁ ଅନିୟମିତ ଭାବେ ଋଣ ଉଠାଣ ହୋଇଥିବା ଅଭିଯୋଗର ନିରପେକ୍ଷ ତଦନ୍ତ ଦାବିରେ ଶୁକ୍ରବାର ଜମାଖାତାଧାରୀମାନେ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…

ଷଷ୍ଠ ଦିନରେ ବିଷ୍ଟ ଇଲେଭେନ୍ ଓ ଆଇକନ ଷ୍ଟାର୍ ବିଜୟୀ; ବର୍ଷା ଯୋଗୁଁ ତୃତୀୟ ମ୍ୟାଚ୍ ବାତିଲ,

ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ମିନି ଷ୍ଟାଡିୟମରେ ସ୍ଥାନୀୟ ରଘୁନାଥ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୧୭ତମ ଓଡ଼ଗାଁ କ୍ରିକେଟ ଲିଗ୍ (ଓସିଏଲ୍)-୨୦୨୬ର ଷଷ୍ଠ ଦିନରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ସଫଳତାର ସହ…