ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର ତା.15.08: ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଖଇରଙ୍ଗସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅଧ୍ୟକ୍ଷ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ସାରିବା ପରେ ଛାତ୍ର ଛାତ୍ରୀ

ବାସୁଦେବପୁର ରେ ଅଶି ତମ ସ୍ୱାଧୀନତା ଦିବସ ପାଳିତ।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଓ ପୌର ପରିଷଦ ରେ ବିଭିନ୍ନ ସ୍ଥାନ ରେ ଅଶି ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପତାକା ଉତ୍ତୋଳନ ହୋଇ ଯାଇଛି।ବାସୁଦେବପୁର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ରାଜନୈତିକ ଦଳ, ବ୍ୟବସାୟିକ ଅନୁଷ୍ଠାନ ପକ୍ଷ ରୁ ପତାକା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ରମ୍ଭା ଠାରେ ଦେଶର ୮୦ ତମ ସ୍ଵାଧୀନତା ଦିବସ ପାଳନ

ରମ୍ଭା-:15.08.2026-: -(ଶିବରାମ ଚୌଧୁରୀ )-ରିଖ ଶନିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ,ରମ୍ଭା ଠାରେ ଦେଶର ୮୦ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଛି। ଅନୁଷ୍ଠାନର ସମ୍ପାଦକ ମାନନୀୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମିଶ୍ର ଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା ।

ଓଡ଼ଗାଁରେ ବ୍ଲକ ଓ ଏନ୍‌ଏସି ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ,

ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ବିଧାୟକ ଅରୁଣ ଓଡ଼ଗାଁ, ୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଛାତ୍ରଛାତ୍ରୀମାନେ ଅଧ୍ୟୟନ ସହ ନିଜ ମନରେ ଦେଶପ୍ରେମ ଓ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରିବା ଆବଶ୍ୟକ। ନିଜ ଦେଶକୁ ଭଲ ପାଇବା, ଦେଶର ନିୟମ ମାନିବା ସହ ଭାରତକୁ ଏକ ଶକ୍ତିଶାଳୀ,

ଟିପିଏସ୍ଓଡିଏଲ୍ ତରଫରୁ ଉତ୍ସାହ ଏବଂ ଦେଶପ୍ରେମର ସହ ସ୍ୱାଧୀନତା ଦିବସ ପାଳିତ

• କମ୍ପାନୀର କର୍ପୋରେଟ କାର୍ଯ୍ୟାଳୟ ସମେତ ସର୍କଲ ଏବଂ ଡିଭିଜନରେ ପାଳନ ହୋଇଛି ସ୍ୱାଧୀନତା ଦିବସ • ଏହି ଅବସରରେ ସୋଲାର ଉପଭୋକ୍ତା, କର୍ମଚାରୀ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ

ବସନ୍ତପୁରରେ ୮୦ ତମ ସ୍ବାଧିନତା ଦିବସ ପାଳିତ

ଗରଦପୁର ତା୧୫/୦୮ - ଦେଶର ୮୦ ତମ ସ୍ବାଧିନତା ଦିବସ କୋଣ ଅନୁକୋଣରେ ପାଳିତ ହେଉଥିବା ସ୍ଥଳେ ପଲ୍ଲୀ ରୁ ଦିଲ୍ଲୀ ଉତ୍ସବମୁଖରିତ । ଗରଦପୁର ବ୍ଲକ୍ ଅଧିନ ତେଣ୍ଡାକୁଡା ପଞ୍ଚାୟତର ବସନ୍ତପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ମଧ୍ୟ ସ୍ଵାଧିନତା

ତ୍ରିରଙ୍ଗା ,ଏକତାର ପ୍ରତୀକ : ଅତିରିକ୍ତ ଜିଲ୍ଲାପାଳ

ନବରଙ୍ଗପୁର,15/08/2026 : ନବରଙ୍ଗପୁର ସହରରେ ଅବସ୍ତିତ ଆଶାକିରଣ ବିଦ୍ୟାଳୟରେ ଅଶିତମ ସ୍ୱାଧୀନତା ଦିବସ ହର୍ଷ ଉଲ୍ଲlସରେ ପାଳିତ ହୋଇଯାଇଛି ,ସହର ମଧ୍ୟ ଭାଗରେ ଅବସ୍ଥିତ ଦିବ୍ୟାଂଙ୍କ ନିମନ୍ତେ ଉଦ୍ଧିଷ୍ଟ ସ୍ଵତନ୍ତ୍ର ଶିକ୍ଷା ଏବଂ ତାଲିମ କେନ୍ଦ୍ର ଆଶା କିରଣରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ

ଗୁଣପୁର ଠାରେ ଉପଖଣ୍ଡ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଅନୁଷ୍ଠିତ ।

"ବଜ୍ରପାତ ଓଁ ପ୍ରବଳ ବର୍ଷାର ଆଗୁଆ ସୂଚନା ଯୋଗୁଁ ସ୍କୁଲ ଛାତ୍ର ଛାତ୍ରୀଙ୍କ ପ୍ୟାରେଡ ବାତିଲ""ଲଗାତାର ବର୍ଷା ଯୋଗୁଁ ପ୍ୟାରେଡ ପଡିଆ ପ୍ୟାରେଡ ଉପଯୋଗୀ ନଥିଲା""ବିଭିନ୍ନ ପ୍ରତିଯୋଗିତାର ପୁରସ୍କାର ଆସନ୍ତା ସପ୍ତାହରେ ପ୍ରଦାନ କରାଯିବ" ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:

ଗଜପତି ପୋଲିସ ପକ୍ଷରୁ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସର୍ବସାଧାରଣଙ୍କ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ପୋଲିସ ପକ୍ଷରୁ ଗତ ଦୁଇ ଦିନ ଧରି ପାରଳାଖେମୁଣ୍ଡି ସହର ଓ ଏହାର ଆଖପାଖ ଗ୍ରାମାଞ୍ଚଳର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରିବା ଓ ନିଶାସକ୍ତ ଅବସ୍ଥାରେ ଉପଦ୍ରବ ସୃଷ୍ଟି

ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ୨.୦

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗୁମ୍ମାବ୍ଲକ ସ୍ଥିତ ପଦ୍ମପୁର ଗ୍ରାମର ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଗତି ମହିଳା ସଂଗଠନ ଓ ସମ୍ବାଦ ସାହିତ୍ୟ ଘରର ମିଳିତ ଆନୁକୁଲ୍ୟରେ ବନମହୋତ୍ସବ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ