ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବଲାଙ୍ଗିର: ରୁଗୁଡିପଡା ଦୁର୍ଗା ପୂଜା ଟ୍ରଷ୍ଟର ୪୯ତମ ବାର୍ଷିକ ସାଧାରଣ ପରିଷଦ କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଟ୍ରଷ୍ଟର ନୂତନ କର୍ମକର୍ତ୍ତା ଚୟନ, ଆୟ-ବ୍ୟୟର ହିସାବ ଉପସ୍ଥାପନ ସହ ଚଳିତ ବର୍ଷର ଦୁର୍ଗା ପୂଜା ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଜି.ଉଦୟଗିରି ରେ ପାଳିତ ହେଲା ୮୦ ତମ ସ୍ବାଧିନତା ଦିବସ

- ଜି.ଉଦୟଗିରି,୧୫/୦୮(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ପ୍ରଶାସନ ତରଫରୁ ହବାକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଏନଏସି ଏବଂ ପଞ୍ଚାୟତ ସ୍ତରୀୟ ୮୦ତମ ସ୍ୱାଧିନତା ଦିବସ ପାଳିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସ୍ଥାନିୟ ତହସିଲଦାର ସମୁଦ୍ର ମିଶ୍ର ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ବେବେ ଗ୍ରାମରେ ବିଧାୟକଙ୍କ ଜନ ଅଭିଯୋଗ ଶୁଣାଣୀ

ରାସ୍ତା ନିର୍ମାଣ , କୋଠଘର ଓ ଅସୁସ୍ଥ ୩ ବର୍ଷର ଶିଶୁର ଚିକିତ୍ସା ପାଇଁ ବିଧାୟକଙ୍କ ତତ୍ପରତା ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଦୁର୍ଗମ ପାହାଡ଼ ଶିଖରରେ ଅବସ୍ଥିତ ବେବେ ଗ୍ରାମରେ ସ୍ୱାଧୀନତା ଦିବସ ଅବସରରେ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ପ୍ରେସ କ୍ଲବ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଖୋର୍ଦ୍ଧାରୁ (ସେକ ଜାଫର ): ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ସ୍ମୃତିଚାରଣ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ଓ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲ୍ୟୁ.ଜେ.) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ

ସିଗମା ପବ୍ଲିକ ସ୍କୁଲ ରେ ୮୦ ତମ ସ୍ବାଧିନତା ଦିବସ ପାଳିତ।

ଖୋର୍ଦ୍ଧାରୁ (ସେକ ଜାଫର): ଖୋର୍ଦ୍ଧା: ଅଗ୍ରଣୀ ଶିକ୍ଷାନୁଷ୍ଠାନ ସିଗମା ପବ୍ଲିକ ସ୍କୁଲ ରେ ୮୦ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ସ୍କୁଲ ପରିସର ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଚେୟାରମେନ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତଳୋନ କରିବା ସହ ଅଭିବାଦନ

ସ୍ୱାଧୀନତା ଦିବସରେ ମାଉଣ୍ଟ ୟୁନମରେ ଉଡ଼ିଲା ତ୍ରିରଙ୍ଗା

୨୦୧୦୦ ଫୁଟ ଶିଖର ଆରୋହଣ କଲେ ଦେଶର ପ୍ରଥମ ମହିଳା ପର୍ବତାରୋହୀ ଦଳ ଭୁବନେଶ୍ୱର, ୧୬ ଅଗଷ୍ଟ ୨୦୨୬:ଓଡ଼ିଶାର ପର୍ବତାରୋହଣ ଓ ଦୁଃସାହସିକ କ୍ରୀଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଓଡ଼ିଶାର ୧୧ ଜଣିଆ ମହିଳାଙ୍କୁ ନେଇ ଗଠିତ ଦେଶର ପ୍ରଥମ ମହିଳା ପର୍ବତାରୋହୀ ଦଳ ହିମାଚଳ

ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗୀର : ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବାବୁପାଲି ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ମହତ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ପରିବେଶ ସୁରକ୍ଷା ପାଇଁ

ଉତ୍କୃଷ୍ଟ ସେବା ପାଇଁ ପାରଳା ଆଦର୍ଶ ଥାନାର ଆଇ:ଆଇ:ସି ପ୍ରଶାନ୍ତ ଭୂପତି ଓ ଆର୍.ଉଦୟଗିରି ଏସଡିପିଓ ରାକେଶ ସାହୁଙ୍କୁ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇ:ଆଇ:ସି ତଥା ଥାନାଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତିଙ୍କୁ ପୋଲିସ ଡିଜି ତଥା ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଠାରୁ ତାଙ୍କର କର୍ମମୟ ସମୟରେ ନିଜର ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପୋଲିସ

ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ସଂଗଠନ ର ପ୍ରଥମ ପୂଜନ ଉତ୍ସବ ପାଳନ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ସହର ଉପକଣ୍ଠ ଚକରା ବିଷୋୟୀ ବାଇପାସ୍ ଛକ ଠାରେ ପଞ୍ଜିକୃତ ତ୍ରିରଙ୍ଗା ମିଡ଼ିଆ ଓ ସାମାଜିକ ଅନୁଷ୍ଠାନ ର ନୂତନ କାର୍ଯ୍ୟାଳୟ ର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।। ଏଥିରେ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକାରୀ ସଦସ୍ୟଙ୍କ

ଭଞ୍ଜନଗର ପୁରୁଣା ଜେଲ୍ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ପୁରୁଣା ଜେଲ ପଡ଼ିଆ ଠାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଆଜି ଦେଶପ୍ରେମ ଓ ଉତ୍ସାହର ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ପ୍ରତିବର୍ଷ ପରି ଚଳିତ ୨୦୨୬ ବର୍ଷ ମଧ୍ୟ,ଭଞ୍ଜନଗର ଉପଜିଲ୍ଲାପାଳ ମୁଖ୍ୟ