Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକଙ୍କ ମାତୃ ବିୟୋଗ
ବେଲଗୁଣ୍ଠା,୨୬/୦୮, -(ଶିବରାମ ଚୌଧୁରୀ )-ଦୈନିକ ଖବର କାଗଜ ଧରିତ୍ରୀର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ତଥା ବେଳଗୁଣ୍ଠା ପ୍ରେସକ୍ଲବ୍ ସଦସ୍ୟ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ମାଆ ସୁଦେଷ୍ଣା ପଟ୍ଟନାୟକ ୬୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି। ସେ କିଛି ଦିନ ହେବ ମସ୍ତିଷ୍କ ଜନିତ!-->!-->!-->…
ନେଟଙ୍ଗା ସବୁଜ ବାହିନୀ ପକ୍ଷରୁ “ପୁନଶ୍ଚ ପୃଥିବୀ -୨୦୨୬” ଆୟୋଜିତ
ବେଲଗୁଣ୍ଠା, ୨୬/୦୮,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନେଟଙ୍ଗା ଗ୍ରାମରେ ଗଢ଼ି ଉଠିଥିବା ସବୁଜ ବାହିନୀ ପକ୍ଷରୁ ଆଜି ନେଟଙ୍ଗା ବଡ଼ଦାଣ୍ଡ ଠାରେ ପୁନଶ୍ଚ ପୃଥିବୀ -୨୦୨୬ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ୍ ର ତୃତୀୟ ସଂସ୍କରଣ ଆଧାରରେ ଏକ ସ୍ଵଛ!-->!-->!-->…
ଦନ୍ତାହାତୀ ହାବୁଡରେ ପଡି ଯୁବକର ଜୀବନ ଗଲା।
କେନ୍ଦୁଝର,ତା୨୬/୮- ଘଟଗାଁ ବ୍ଲକ ସ୍ଵାମପାଟଣା ରେଞ୍ଜ ତୋରାଣିପୋଖରୀ ପଞ୍ଚାୟତ ଅନ୍ତର୍ଗତ ଧୋବାପିଟଣା ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଆଜି ଦିବା ୨ ଘଟିକା ସମୟରେ ମାଧବ ଗାଗରାଇ(୩୦) ନାମକ ଜଣେ ଯୁବକ ନିକଟବର୍ତ୍ତୀ ଜଙ୍ଗଲ ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ ହଠାତ୍ ଏକ!-->!-->!-->…
ଗଜପତି ପୋଲିସ ଦ୍ୱାରା ମୋବାଇଲ ଫେରସ୍ତ ମେଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ହଜିଯାଇଥିବା ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି।ଯେଉଁମାନଙ୍କର ମୋବାଇଲ ଚୋରିଯାଇଥିଲା କିମ୍ବା ହଜିଯାଇଥିଲା ସେମାନେ ଥାନାରେ ଅଭିଯୋଗ କରିଥିଲେ। ଗଜପତି ପୋଲିସ ପକ୍ଷରୁ ଏଦିଗରେ!-->…
ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ।
ଆସନ୍ତା କାଲି ମଣ୍ଡୋସିଲ ରେ ହେବ ଅନ୍ତେଷ୍ଟିକ୍ରିୟା
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା!-->!-->!-->…
ଶିଶୁ ସୁରକ୍ଷା କର୍ମଚାରୀଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ପ୍ରଶିକ୍ଷଣ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଦିବ୍ୟାଙ୍ଗତା ସମାବେଶୀକରଣ ଉପରେ ଏକଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମେଳନ କକ୍ଷ-୨ ଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି।!-->!-->!-->…
ସାମ୍ୱାଦିକଙ୍କ ମାତୃ ବିୟୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲା ପ୍ରତିନିଧି ସାମ୍ୱାଦିକ ଅମିତ୍ ପଟ୍ଟନାୟକଙ୍କ ମାତା ଜୟଲକ୍ଷ୍ମୀ ପଟ୍ଟନାୟକ ଗତକାଲି ରାତ୍ରୀରେ ପରଲୋକ ଗମନ କରିଛନ୍ତି।ମୃତ୍ୟୁ ସମୟରେ ତାଙ୍କ ନିକଟରେ ବିରହୀ ସ୍ୱାମୀ କାର୍ତ୍ତିକ ପଟ୍ଟନାୟକ , ପୁତ୍ର ଦ୍ଵୟ ଅମିତ ଓ ମନୋଜ!-->…
ଅଜୟଗଡ ସାପ୍ତାହିକ ହାଟର ଶୁଭ ଉଦଘାଟନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ ଗ୍ରାମରେ ବହୁ ପ୍ରତୀକ୍ଷିତ ସାପ୍ତାହିକ ହାଟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଟର ଶୁଭ ଉଦଘାଟନ କରିଥିଲେ।ଅଜୟଗଡ!-->…
ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚରେ ସାମ୍ୱାଦିକ ଏକାଦଶ ବିଜୟୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୌର ପରିଷଦ ତରଫରୁ ଆଗାମୀ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ସ୍ଥାନୀୟ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି(ସ୍ୱୟଂଶାସିତ)ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପୌର!-->!-->!-->!-->!-->…
ଶିକ୍ଷା କ୍ଷେତ୍ରରେ ଗଜପତିର ଗୌରବ ବଢ଼ାଇଲେ ଡ଼. ମାୟାଧର ସାହୁ
ପ୍ରୟାସ କାର୍ଯ୍ୟକ୍ରମ ଓ ଦଶମ ବୋର୍ଡ ଫଳାଫଳରେ ଉଲ୍ଲେଖନୀୟ ସଫଳତା ପାଇଁ ଜାତୀୟସ୍ତରରେ ସ୍ୱୀକୃତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିକ୍ଷା ପ୍ରଶାସନ କ୍ଷେତ୍ରରେ ନବସୃଜନ , ଉତ୍ତମ ପ୍ରଚଳନ ଓ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା!-->!-->!-->!-->!-->!-->!-->…