ପୋକ୍ସୋ ଆଇନ, ପୀଡ଼ିତ କ୍ଷତିପୂରଣ ଯୋଜନା ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ.)ର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ ଆଜି ଗୁରାଣ୍ଡିସ୍ଥିତ ଏସ୍.କେ.ସି.ଜି.…

ସୋରଡ଼ାରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି : ୧୩୭ଟି ଅଭିଯୋଗର ବିଚାର, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

​ଲୋକଙ୍କ ପାଖରେ ପ୍ରଶାସନ: ସୋରଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର, ବଣ୍ଟାଗଲା ସହାୟତା ​ସୋରଡ଼ା ପଞ୍ଚାୟତ ସମିତିରେ ଜିଲ୍ଲା ସ୍ତରୀୟ ଜନଶୁଣାଣୀ; ସହାୟତା ପାଇଲେ ଦିବ୍ୟାଙ୍ଗ ଓ ହିତାଧିକାରୀ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ; ​ ସୋରଡ଼ାରେ ଜିଲ୍ଲା ସ୍ତରୀୟ…

ପ୍ରାକୃତିକ ଓ ଜୈବିକ ଚାଷ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର, ୨୧.୦୬.୨୦୨୬: କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ନବରଙ୍ଗପୁର ଠାରେ ଆଜି ପ୍ରାକୃତିକ ଓ ଜୈବିକ ଚାଷ ସମ୍ବନ୍ଧୀୟ ଏକ ଦିନିଆ କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁର ସୁଧିର ରଂଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷକମାନଙ୍କ ମଧ୍ୟରେ ପ୍ରାକୃତିକ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ରମ୍ଭା ଠାରେ ବିଶ୍ଵ ଯୋଗ ଦିବସ ପାଳିତ

ରମ୍ଭା -୨୨/୦୬- ଆମର ଅମୁଲ୍ୟ ଶରୀର ପାଇଁ ଯୋଗ ର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ ଅଟେ। ଏଣୁ ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ,ରମ୍ଭା ପରିସରରେ ସେବାବ୍ରତୀ , ପରିଚାଳନା ସମିତିର ସଦସ୍ୟ ବନ୍ଧୁ ,ଅଭିଭାବକ ଓ ଶୁଭେଚ୍ଛୁ ମାନଙ୍କ ଉପସ୍ଥିତିରେ ବିଶ୍ଵ ଯୋଗ ଦିବସ ପାଳନ ହୋଇଯାଇଛି ।…

ଛାତ୍ରୀ ଆତ୍ମହତ୍ୟା ମାମଲା, ପୁରୁଷ ବନ୍ଧୁ କୋର୍ଟ ଚାଲାଣ।

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ କରି ପୋଲିସ ତା ପୁରୁଷ ବନ୍ଧୁ ତଥା ମନ୍ତ୍ରୀ ବିଭୁତି ଜେନାଙ୍କ ପୁତୁରା ବିଶ୍ଵଜିତ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମୃତ ଛାତ୍ରୀଙ୍କ ମାମୁଁଙ୍କ ଅଭିଯୋଗ…

ବର୍ଷା ଦିନିଆ ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷାରେ ଭିଜିଲେ ଅଶୁଦ୍ଧ ଜଳ ପାନ କଲେ ଥଣ୍ଡା, ସର୍ଦ୍ଦି, ଆକ୍ଷି…

ପ୍ରଗତି ମହିଳା ସଂଗଠନ ତରଫରୁ “ପିତୃ ଦିବସ” ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ-ଟେକ୍ କମ୍ପ୍ୟୁଟର ଅନୁଷ୍ଠାନରେ ଅଗ୍ରଣୀ ପ୍ରଗତି ମହିଳା ଅନୁଷ୍ଠାନ ତରଫରୁ "ପିତୃ ଦିବସ" ପାଳନ କରାଯାଇଛି। ଉକ୍ତ ଅନୁଷ୍ଠାନର ସମ୍ପାଦିକା ତନୁଜା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ଗଜପତି ଜିଲ୍ଲା ପରିଷଦର ମୁଖ୍ଯ…

ବ୍ରହ୍ମପୁରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ବ୍ରହ୍ମପୁରରେ ମହାସମାରୋହରେ ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬*ପାଳିତ ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମ (BeMC) ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖାର ମିଳିତ ଆନୁକୂଳ୍ୟରେ ରବିବାର ପ୍ରାତଃ ୬ଟାରେ ମହାତ୍ମା ଗାନ୍ଧୀ କ୍ରୀଡାଙ୍ଗନଠାରେ ଭବ୍ୟ ଭାବରେ "ଆନ୍ତର୍ଜାତୀୟ…

ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୨୬ ୟୁନିଟ୍ ରକ୍ତ ସଂଗ୍ରହ

ଓଡ଼ଗାଁ ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଜୀବନଧାରା ସେବା ଟ୍ରଷ୍ଟ ଓଡ଼ଗାଁ ଆନୁକୁଲ୍ୟରେ ରବିବାର ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୨୬ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଜିଲ୍ଲା…

ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬;

ଓଡ଼ଗାଁ ତହସିଲ ପ୍ରଥମ ଏବଂ ଏସ୍‌ଆର୍‌ ଇଲେଭେନ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ ଓଡ଼ଗାଁ, ୨୧।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପାଠାଗାର ପଡ଼ିଆରେ ଶନିବାର ସନ୍ଧ୍ୟାରେ ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ…