ବାତ୍ୟା ସମୟରେ ପାରଳା ସହରର ତଳି ଅଞ୍ଚଳରେ ଏସଡବ୍ଲୁଡବ୍ଲୁଏସ ଦ୍ୱାରା ପାନୀୟ ଜଳ ବଣ୍ଟନ

15

– ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବାତ୍ୟା ପ୍ରକୋପ ମଧ୍ୟରେ ପାରଳାଖେମୁଣ୍ଡି ସହରର ତଳି ଅଞ୍ଚଳରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଏସଡବ୍ଲୁଡବ୍ଲୁଏସ ଦ୍ୱାରା ପାନୀୟ ଜଳ ବଣ୍ଟନ କରାଯାଇଥିଲା। ଏସଡବ୍ଲୁଡବ୍ଲୁଏସର ଟି.ଆଇ. ପ୍ରକଳ୍ପର ପରିଚାଳିକା ପି. ସୁନୀତା ନିଜ କର୍ମୀ ମାନଙ୍କ ସହ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହିଭଳି ସାଧୁ ଉଦ୍ୟମକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।ଉଲ୍ଲେଖଯୋଗ୍ୟ ଏହିକି ଯେ ତିତଲି ବାତ୍ୟା ସମୟରେ ମଧ୍ଯ ଏହିଭଳି ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ କରି ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ।ଏହାର ନିର୍ଦ୍ଦେଶକ ଡ.ଡି.ଜଗନ୍ନାଥ ରାଜୁଙ୍କ ଉଦ୍ୟମ ପ୍ରଶଂସନୀୟ।

Leave A Reply

Your email address will not be published.