Sign in
Sign in
Recover your password.
A password will be e-mailed to you.
ତ୍ରିନାଥ ଗୁଆଲ ଙ୍କ ପରଲୋକ ରେ ଗଭୀର ଶୋକ ପ୍ରକାଶ କଲେ ଝାରସୁଗୁଡା ବିଧାୟକ,
ଝାରସୁଗୁଡା,୨୩/୬, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ଜିଲ୍ଲା ଓକିଲ ସଂଘ ସଭାପତି,ବରିଷ୍ଠ ଓକିଲ, ସମାଜସେବୀ ତ୍ରିନାଥ ଗୁଆଲ ଙ୍କ ପରଲୋକ ରେ ଗଭୀର ଦୁଃଖ ଓ ଶୋକ ପ୍ରକାଶ କରିଛନ୍ତି | ଗୁଆଲ ଙ୍କ ବିୟୋଗ ଝାରସୁଗୁଡ଼ାର ଆଇନଜୀବୀ ମହଳ ସହ ସମଗ୍ର ଜିଲ୍ଲା ପାଇଁ ଏକ ଅପୂରଣୀୟ…
ରିଲାଏନ୍ସ ଫାଉଣ୍ଡେସନ ଆଥଲେଟମାନେ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପରେ ଏସୀୟ କ୍ରୀଡା ସ୍ଥାନ ହାସଲ ପାଇଁ ଲକ୍ଷ୍ୟ…
ଭୁବନେଶ୍ୱର: ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ମୋଟ ୫୦ ରୁ ଅଧିକ ଆଥଲେଟ ଚଳିତ ବର୍ଷ ଶେଷ ଭାଗରେ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡାରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ ଯେତେବେଳେ ସେମାନେ ୨୪ ରୁ ୨୮ ଜୁନ୍ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଅତ୍ୟାଧୁନିକ କଳିଙ୍ଗ…
ପଦ୍ମ ଧରିଲେ ବିଜେଡି କର୍ମୀ, ସାହସପୁରରେ ଆୟୋଜିତ ମିଶ୍ରଣ ପର୍ବ
ଝାରସୁଗୁଡା: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହସପୁରସ୍ଥିତ ବିଜେପି କାର୍ଯ୍ୟାଳୟରେ ସୋମବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲଇକେରା ବ୍ଲକର ତିଳେଇମାଲ ଓ ଜାମମାଲ ପଞ୍ଚାୟତର ବହୁ ବିଜେଡି କର୍ମୀ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ…
ଦୁର୍ଘଟଣାରେ ଯୁବ ଆଇନଜୀବୀ ଓମ୍ ବଳିୟାରସିଂଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା
ଓଡ଼ଗାଁ, ୨୩.୬ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ମଦନପୁର ଗ୍ରାମର ବିପ୍ର ବଳିଆରସିଂଙ୍କ ପୁଅ ଯୁବ ଆଇନଜୀବୀ ଓମ୍ ବଳିୟାରସିଂ(୩୪)ଙ୍କ ଭୁବନେଶ୍ୱରରେ ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବାରୁ ପରିବାର, ବନ୍ଧୁବର୍ଗ ଓ ସମଗ୍ର ଅଞ୍ଚଳରେ ଶୋକର ଛାୟା…
ଓଡ଼ଗାଁ ଏନ୍ଏସିରେ ଲୋକ କଲ୍ୟାଣ ମେଳା: ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ଋଣ ପାଇଁ ପ୍ରୋତ୍ସାହନ, ଆମ…
ଓଡ଼ଗାଁ, ୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ସଭାଗୃହରେ ମଙ୍ଗଳବାର ପୂର୍ବାହ୍ନରେ ଏକ ଲୋକ କଲ୍ୟାଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମେଳାରେ ଓଡ଼ଗାଁ ଏନ୍ଏସି…
ବ୍ଲକ ସ୍ତରୀୟ ‘ବିକାଶଧାରା ଓଡ଼ିଶା ସାରା’ ଜନସମ୍ବାଦ କାର୍ଯ୍ୟକ୍ରମ ଉଦଯାପିତ
ଓଡ଼ଗାଁ, ୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବ୍ଲକ ସ୍ତରୀୟ ‘ବିକାଶଧାରା ଓଡ଼ିଶା ସାରା’ ଜନସମ୍ବାଦ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବ ମଙ୍ଗଳବାର ପୂର୍ବାହ୍ନରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରୋଡସ୍ଥିତ ମିନି ଷ୍ଟାଡିୟମ ପରିସରରେ…
ରାଜସ୍ୱ କର୍ମଚାରୀଙ୍କ ‘ମିଶନ ସ୍ଵାଭିମାନ’ :୨୫ରୁ ଅନଲାଇନ କାର୍ଯ୍ୟ ବନ୍ଦ
ଜୁଲାଇ ୧ ରୁ ଗଣଛୁଟିର ଚେତାବନୀ ,୨୨ ତାରିଖ ରୁ ପିନ୍ଧିଲେ କଳା ବ୍ୟାଚ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଜ୍ୟରେ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ ସାଜିଥିବା କ୍ଷେତ୍ର କର୍ମଚାରୀମାନେ ଏବେ ତୀବ୍ର ଅସନ୍ତୋଷ ମଧ୍ୟ ଦେଇ ଗତି କରୁଛନ୍ତି। ଅମାନୁଷିକ କାର୍ଯ୍ୟଭାର, ଭିତ୍ତିଭୂମିର ଅଭାବ…
ନବରଙ୍ଗପୁର -ଜୟପୁର ରେଳପଥ ପ୍ରକଳ୍ପର ଭୂମି ଅଧିଗ୍ରହଣ ବାବଦ ତୃତୀୟ ପର୍ଯ୍ୟାୟ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ
ନବରଙ୍ଗପୁର ତା ୨୩.୬.୨୦୨୬: ଆଜି ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ନବରଙ୍ଗପୁର ଜୟପୁର ରେଳପଥ ପ୍ରକଳ୍ପ ସକାଶେ ଭୂମି ଅଧିଗ୍ରହଣ ବାବଦ ତୃତୀୟ ପର୍ଯ୍ୟାୟ କ୍ଷତି ପୂରଣ ରାଶି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ…
କେନାଲ ସେତୁ ତଳେ ମୃତଦେହ ମିଳିବା ଘଟଣା: ବରଗଡ଼ ପୋଲିସକୁ ସଫଳତା
ବିଜେପୁର/-ସୁଶାନ୍ତ ସାହୁ : ବରଗଡ଼ ଜିଲ୍ଲା ବରପାଲି ବ୍ଲକର ରେଶମ ପ୍ରଶାଖା ର ଅପର ପାର୍ଶ୍ୱ ମୁଖ୍ୟ କେନାଲ ସେତୁ ତଳେ ମିଳିଥିବା ଏକ ମୃତଦେହର ଘଟଣାରେ ବରଗଡ଼ ପୋଲିସକୁ ମିଳିଛି ସଫଳତା | ବରଗଡ଼ ପୋଲିସ ଏସପି ରବିନ୍ଦ୍ର ଶତପଥୀ ନିର୍ଦ୍ଦେଶରେ ଗଠିତ ପୋଲିସ ତିନୋଟି ପୋଲିସ ଦଳ ତନାଘନା କରିବା…
ଅଂଶୁଘାତରେ ୩୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ, ପରିବାର ପାଇଁ ସରକାରୀ ସହାୟତା ଦାବି।
କାଶୀପୁର, ୨୩/୦୬: ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡ଼ପାରି ପଞ୍ଚାୟତ ଅନ୍ତର୍ଗତ ଆଡଜାଲ ଗ୍ରାମର ଡମେନ ମାଝୀ (୩୮)ଙ୍କ ଅଂଶୁଘାତ ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଗତ ୧୭ ଜୁନ ବୁଧବାର ଦିନ ପ୍ରାୟ ୧୨.୩୦ ମିନିଟ୍ ସମୟରେ ସେ ଘର ଦାଣ୍ଡରେ ଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ।…