ମାଁ ସୁନାଦେଇ ଙ୍କ ବାର୍ଷିକ ଉତ୍ସବ ପାଳିତ ଓ ନୂତନ ଅର୍କେଷ୍ଟ୍ରା ଉଦଘାଟିତ

ନବରଙ୍ଗପୁର : 24/06/2026,ନବରଙ୍ଗପୁର ସଦରମହକୁମା ସ୍ଥିତ ମିରଗାନିଗୁଡା ରେ ସଂଗଠକ ତଥା ସମାଜସେବି, ଗାୟକ ବାବୁ ପାତ୍ର ଙ୍କ ପ୍ରତକ୍ଷ ତତ୍ୱାବଧାନରେ ମାଁ ସୁନାଦେଇ ଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ମିରଗାନିଗୁଡା ପୂଜା କମିଟି ପକ୍ଷରୁ ତିନି ଦିନ ଧରି ଆୟୋଜିତ ଏହି ଉତ୍ସବରେ ମଣ୍ଡେଇ…

ଗୋରଖପୁର ପଞ୍ଚାୟତରେ କଂଗ୍ରେସର ସଂଗଠନ ମଜବୁତ, ବିଜେଡିର ୬ କର୍ମୀ କଂଗ୍ରେସରେ ସାମିଲ

କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଗୋରଖପୁର ପଞ୍ଚାୟତର ମାରିଭଟା ଗ୍ରାମରେ କଂଗ୍ରେସ ଦଳ ପକ୍ଷରୁ ଏକ ସଂଗଠନମୂଳକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପଞ୍ଚାୟତ ସଭାପତି ଭାବେ ରାମେଶ୍ୱର ନାଏକଙ୍କୁ ଚୟନ କରାଯାଇଥିବା ବେଳେ, ବିଜୁ ଜନତା ଦଳର ଗ୍ରାମ…

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଭିନଵ ପ୍ରୟାସ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଆରମ୍ଭ ହୋଇଛି ମହାବିଦ୍ୟାଳୟ ଗୁଡ଼ିକ ରେ ନାମ ଲେଖା ପ୍ରକ୍ରିୟା ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମନରେ ଅନେକ ଉତ୍ସାହ ଉଦ୍ଧିପନା । ଏହାକୁ ଆଖି ଆଗରେ ରଖି ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ…

ଆର୍ନ୍ତଜାତିକ ଅଲିମ୍ପିକ୍ କମିଟିର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଭାବେ ସୋଆର ମାନସିକ ରୋଗ ବିଭାଗର ଡାକ୍ତର ମନୋନୀତ

ଭୁବନେଶ୍ୱର, ଜୁନ୍ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ମାନସିକ ରୋଗ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଲଗ୍ନଜିତ ଦାଶ ଲୁଜାନ ସ୍ଥିତ ଆର୍ନ୍ତଜାତିକ ଅଲିମ୍ପିକ୍ କମିଟି ଦ୍ୱାରା ମାନସିକ…

ଏସ୍‌ପି ଅଫିସ୍ ଆଗରେ ସରପଞ୍ଚ ଚାମେଲି ଓଝାଙ୍କ ଧାରଣା, ନ୍ୟାୟ ଦାବିରେ ବିକ୍ଷୋଭ ।

କେନ୍ଦ୍ରାପଡ଼ା:୨୪/୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଆଜି ନିଜ ସମର୍ଥକମାନଙ୍କ ସହ କେନ୍ଦ୍ରାପଡ଼ା ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି। ଏହା ପୂର୍ବରୁ ସେ ଏକ ରାଲିରେ ଆସି ନିଜ ସମର୍ଥକଙ୍କ ସହ ଏସ୍‌ପି…

“ଏନ୍‌ଆଇଟି ରାଉରକେଲାର ପୁନର୍ଜାଗରଣର ସ୍ଥପତି – ପ୍ରଫେସର କେ. ଉମାମହେଶ୍ୱର ରାଓ”।

ରାଉରକେଲା(ବସନ୍ତ କୁମାର ଜେନା): ବେଳେବେଳେ କୌଣସି ଶିକ୍ଷାୟତନର ଯାତ୍ରାପଥରେ ଏପରି ସମୟ ଆସେ - ଗତି କଚ୍ଛପତୁଲ୍ୟ ମନ୍ଦିର ହୋଇ - ଜାଣ ଅନୁଷ୍ଠାନ ଏକ ଅଚଳାୟତନ ପରି ପ୍ରତୀୟମାନ ହୁଏ । ଏହି ଉପୀଡ଼କ ସମୟରେ ବିଜୁ-ପ୍ରେରିତ ପରି ଆସନ୍ତି ଜଣେ ଧୀମାନ୍ ଧୃତାତ୍ମା, ଦୂରଦୃଷ୍ଟି ସମ୍ପନ୍ନ…

ଏଏମ୍‌/ଏନ୍‌ଏସ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ୨୩ଜୁନ୍ ୨୦୨୬ : ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁଚଳିତ ବର୍ଷର ବିଷୟବସ୍ତୁ— "ଯୋଗ ଫର୍ ହେଲ୍‌ଦି ଏଜିଙ୍ଗ୍" ସହ ସମନ୍ୱୟ ରକ୍ଷା କରି ଓଡ଼ିଶାରେ ଏହାର କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ଯୋଗ ଶିବିର ମାଧ୍ୟମରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ…

ଇମ୍ଫା ପକ୍ଷରୁ ଲୁକ୍କାୟିତ ପ୍ରତିଭାବାନ୍ ମହିଳା ଉଦ୍ୟୋଗୀମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସଖୀ ସିଡ୍’…

ଏକ ପ୍ରଥମ-ପ୍ରକାରର ଉତ୍ପ୍ରେରକ ଅନୁଦାନ ଏବଂ ପରାମର୍ଶ କାର୍ଯ୍ୟକ୍ରମ ପ୍ରମାଣ କରିବାକୁ ଚାହେଁ ଯେ ଔପଚାରିକ ଅର୍ଥବ୍ୟବସ୍ଥାରୁ ବାଦ ପଡ଼ିଥିବା ମହିଳାମାନେ ସଫଳ, ସ୍ଥାୟୀ ଉଦ୍ୟୋଗ ନିର୍ମାଣ କରିପାରିବେ ଭୁବନେଶ୍ୱର, ଓଡ଼ିଶା, ୨୩ ଜୁନ୍ ୨୦୨୬ : ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍…

ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ: ପିନ୍ କୋଡ୍ ମାଧ୍ୟମରେ ପୁରୀବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ଜୁଲାଇ ୫ ପରେ ରାସ୍ତା ଖୋଳା ଉପରେ ରୋକ ସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ୨୦୦ ବେଡ୍ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବ୍ୟବସ୍ଥା ପୁରୀ, ୨୩/୬: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ମଙ୍ଗଳବାର ପୁରୀ…

ନୂଆପଡ଼ା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ: ନବୀନ ଗଠନ କଲେ ଫାକ୍ଟ ଫାଇଣ୍ଡିଙ୍ଗ ଟିମ

୭ ଦିନ ଭିତରେ ଦାବି ପୂରଣ ନହେଲେ ଜିଲ୍ଲାପାଳ ଅଫିସ ଘେରାଉ  ଭୁବନେଶ୍ୱର :: ନୂଆପଡ଼ା ଜିଲ୍ଳାର କୋମନା ବ୍ଲକ ର ଜଡ଼ା ମୁଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି, ବାରମ୍ବାର ବିଜୁ ଜନତା ଦଳ ବିଭିନ୍ନ ଫୋରମରେ ଆମେ ଦାବି କରିଛୁ ପଞ୍ଜିକରଣଠୁ ଆରମ୍ଭ କରି ଟୋକନରେ ଅବ୍ୟବସ୍ଥା, ମଣ୍ଡିରେ ଧାନ…