ଖଇରା ପୋଲିସର ଅଚାନକ ଚଢ଼ାଉ

13

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାଆଜି ଖଇରା ବ୍ଲକ ହରିପୁର ପଂଚାୟତ ଡୁମୁହାଣୀ ଠାରୁ ପୋଲିସକୁ ଚାଲେଞ୍ଜ କରି ଏକ ଜେସିବି ଗାଡି ଦୁଇଟି ଟ୍ରାକ୍ଟରମଧ୍ୟରେ ଖଣି ଅଂଚଳରୁ ମାଟି ବୋଝେଇ କରୁ ଥିବାର ଖବର ପାଇ ଖଇରା ଥାନା ଅଧିକାରୀ ପ୍ରଶାନ୍ତ ଜେନାଙ୍କ ନିର୍ଦେଶରେ ପୋଲିସ ଅଚାନକ ଚଢ଼ାଉ କରି ବେଆଇନ ଚୋରା ଚାଲାଣ ଗୋଟିଏ ମୋରମ ଟ୍ରାକ୍ଟର ଗାଡି 1ଟି ଖାଲି ଟ୍ରାକ୍ଟର ଓ ଗୋଟିଏ ଜେସିଭ ଗାଡି ଜବତ କରି ସିଜ କରିବା ସହିତ ଡ୍ରାଇଭର ଙ୍କୁ ଆରେଷ୍ଟ କରି ତଦନ୍ତ ଜାରିରହିଛ .!

Leave A Reply

Your email address will not be published.