ନୂତନ ମ୍ୟାନ୍-ଲିଫ୍ଟର ଏବଂ ଭର୍ଟିଗୋ ହାଇଟ୍ ଟେଷ୍ଟ ଷ୍ଟ୍ରକଚର୍ ସହିତ କ୍ଷେତ୍ର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ଦକ୍ଷତାକୁ…

 ସୁରକ୍ଷା ଓ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ବୃଦ୍ଧି କରିବା ପାଇଁ ୪ଟି ନୂତନ ମ୍ୟାନ୍-ଲିଫ୍ଟର ସହ ସହ ମୋଟ୍ ସଂଖ୍ୟା ୧୭କୁ ବୃଦ୍ଧି ।  ଭର୍ଟିଗୋ ହାଇଟ୍ ଟେଷ୍ଟ ଷ୍ଟ୍ରକଚର୍ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ଏବଂ ଦକ୍ଷତାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।…

ରାସ୍ତା ଦୁର୍ଘଟଣାର ଶିକାର ହୋଇ ଗୁରୁତର ବାଛୁରୀର ଜୀବନ ରକ୍ଷା କଲା ସୋଆ ପଶୁ ଚିକିତ୍ସାଳୟ

ଭୁବନେଶ୍ୱର, ଜୁନ୍ ୨୩: ଗତ ଜୁନ୍ ୧୫ ତାରିଖ ରଜ ସଂକ୍ରାନ୍ତି ସନ୍ଧ୍ୟା ସମୟରେ ରାସ୍ତାରେ ଶୋଇ ରହିଥିବା ଏକ ବାଛୁରୀ ଉପରେ ହଠାତ୍ ମାଡିଯାଇଥିଲା ଏକ ଚାରିଚକିଆ ଯାନ । ଦୁର୍ଘଟଣା ଘଟାଇବା ପରେ ବାଛୁରୀଟିର ଅବସ୍ଥା ବୁଝିବା ବଦଳରେ ସେଠାରୁ ଉଭାନ ହୋଇଯାଇଥିଲା ଗାଡି ଚାଳକ । କଥା କହି ପାରୁନଥିବା…

ଆଦିତ୍ୟ ବିର୍ଲା ଗ୍ରୁପ୍‌ ଆଇଏନ୍‌ଟି ଆଦିତ୍ୟ ବିର୍ଲା ପରଫର୍‌ମିଂ ଆର୍ଟସ୍‌ ଏକାଡେମୀ ଶୁଭାରମ୍ଭ କଲା

    ଭାରତର ପ୍ରଦର୍ଶନ କଳା (ପରଫର୍‌ମିଂ ଆର୍ଟସ୍‌) ନିମନ୍ତେ ଏକ ଯୁଗାନ୍ତକାରୀ ସଂସ୍ଥାନ ଏକ ନୂଆ ଯୁଗରେ ପ୍ରବେଶ କଲା, ପ୍ରଦର୍ଶନ କଳାକୁ ପ୍ରୋତ୍ସାହିତ କରିବାକୁ ଗ୍ରୁପ୍‌ର ସ୍ଥାୟୀ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍‌ ଭାରତର ଅନ୍ୟତମ…

ଟ୍ରିବୁନାଲଙ୍କ ଗସ୍ତ ପାଇଁ ଅଢେଇ କୋଟି ସ୍ୱାହା, ଜବାବ ରଖନ୍ତୁ ମୁଖ୍ୟମନ୍ତ୍ରୀ : ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର ତା ୨୨ରିଖ l ଗତ ଫେବୃଆରୀ - ମାର୍ଚ୍ଚ ମାସରେ ମହାନଦୀ ଟ୍ରିବୁନାଲଙ୍କ ପାରିବାରିକ ବିଳାସମୟ ଗସ୍ତରେ ଓଡିଶା ସରକାରଙ୍କ ତହବିଲରୁ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ l ଆର ଟି ଆଇ ରୁ ହସ୍ତଗତ…

ସୋଆରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ଜୁନ ୨୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କଳିଙ୍ଗ ନଗର କ୍ୟାମ୍ପସ୍‌ରେ ନୂତନ ଷ୍ଟାଡିୟମରେ ରବିବାର ସକାଳ ୬ଟାରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ।ଏହି ଅବସରରେ ବିଶିଷ୍ଟ ନ୍ୟୁରୋସର୍ଜନ ତଥା ସୋଆର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ…

ବାଲିକୁଦା ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ବାଲିକୁଦା, ୨୨/୦୬ (ବିଚିତ୍ର ରଞ୍ଜନ ସାହୁ) : ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପରିସ୍ଥ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ…

ବେଦାନ୍ତ ଆଲୁମିନିୟମ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଏବଂ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ)ରେ ତାଲିକାଭୁକ୍ତ…

• ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ କ୍ଷମତାକୁ ୬୦ଏଲଟିପିଏ କୁ ବୃଦ୍ଧି କରିଛି । • ମୂଲ୍ୟଯୁକ୍ତ ଏବଂ କମ-କାର୍ବନ ଆଲୁମିନିୟମ ଉତ୍ପାଦର ବର୍ଦ୍ଧିତ ପୋର୍ଟଫୋଲିଓ । • ଭାରତର ଆଲୁମିନିୟମ ଉତ୍ପାଦନର ୫୦% ଯୋଗଦାନ ସହିତ ୬୦ରୁ ଅଧିକ ଦେଶର ଗ୍ରାହକଙ୍କ ପାଖରେ ପଂହଚିଛି ।…

ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି: ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ଦଳୀୟ ମନୋଭାବ ରଖି ବାଚସ୍ପତି ଏପରି ନିଷ୍ପତ୍ତି ନେଇ ନିଜ ପଦମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ ହୋଇଛି ବାଚସ୍ପତିଙ୍କ ନିଷ୍ପତ୍ତି ସମ୍ବିଧାନର…

ନେତାଜୀଙ୍କ ସ୍ୱପ୍ନର ଭାରତ ବର୍ଷ ଗଠନ ପାଇଁ ଫରୱାର୍ଡ଼ ବ୍ଲକର ପ୍ରତିଷ୍ଠା ଦିବସରେ ସଂକଳ୍ପ।

ଭୁବନେଶ୍ୱର (ତା ୨୨. ୦୫. ୨୦୨୬ ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ୮୭ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ ପରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ,…