Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ୍)-୨୦୨୬ : ତହସିଲ ଓଡ଼ଗାଁ ଦଳ ଚମ୍ପିୟାନ,
ଓଡ଼ଗାଁ, ୨୩।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ବୈଦେହୀଶ ପାଠାଗାର ପଡ଼ିଆରେ ଆୟୋଜିତ ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ୍)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ତହସିଲ ଓଡ଼ଗାଁ ଦଳ ଚମ୍ପିୟାନ ହୋଇଥିବା ବେଳେ…
ସରସତିଆ ରାଧାମାଧବ ଜୀଉ ମନ୍ଦିରରେ ବଡ଼ ଧରଣର ଚୋରି, ଠାକୁରଙ୍କ ସୁନା-ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟ
ବାଲେଶ୍ବର ( ): ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ପଣପଣା ପଞ୍ଚାୟତର ସରସତିଆ ପଟଣା ସାହି ସ୍ଥିତ ପ୍ରସିଦ୍ଧ ରାଧାମାଧବ ଜୀଉ ମନ୍ଦିରରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ଜଣାପଡ଼ିଛି। ରାତିର ଅନ୍ଧକାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ମନ୍ଦିର ଭିତରକୁ ପଶି…
“ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ “ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା ସମାବେଶ”…
ନବରଙ୍ଗପୁର ତା ୨୩.୬.୨୦୨୬:“ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ଚତୁର୍ଥ ଦିବସ ଅବସରରେ ନବରଙ୍ଗପୁର ପୋଲିସ୍ ପଡ଼ିଆଠାରେ ବ୍ଲକ୍ ସ୍ତରୀୟ “ସ୍ୱାବଲମ୍ବୀ ଯୁବା, ସମୃଦ୍ଧ ଓଡ଼ିଶା ସମାବେଶ” ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ…
ବିରଞ୍ଚି ମେହେର ଆକ୍ରମଣ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲେ ଦୀପାଳୀ ଦାସ
ଝାରସୁଗୁଡା: ଝାରସୁଗୁଡା ସଦର ବ୍ଲକର ମରାକୁଟା ଗ୍ରାମର ବିଜେଡି କର୍ମୀ ଓ ସମାଜସେବୀ ବିରଞ୍ଚି ମେହେରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…
ବିରଞ୍ଚି ମେହେର ଆକ୍ରମଣ ଘଟଣା: ବିଜେଡିର ଅଭିଯୋଗକୁ ଖଣ୍ଡନ କଲା ବିଜେପି
ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ମରାକୁଟା ଗ୍ରାମର ବିଜେଡି କର୍ମୀ ତଥା ସମାଜସେବୀ ବିରଞ୍ଚି ମେହେରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଜିଲ୍ଲାର ରାଜନୈତିକ ପରିବେଶ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସ ଶାସକ ଦଳ ବିରୋଧରେ ଆଣିଥିବା ଅଭିଯୋଗକୁ…
କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ବୁଥସ୍ତରୀୟ ଏଜେଣ୍ଟ ମାନଙ୍କ ବୈଠକ ଅନୁଷ୍ଠିତ
କଟକ, ତା୨୩-୩-୨୦୨୬ରିଖ: କଟକ ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ.ଆଇ.ଆର.) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆସନ୍ତା ୨୮ ତାରିଖରେ ଶେଷ ହେବାକୁ ଯାଉଛି । ଗତ ମେ ୩୦ ତାରିଖରୁ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବା ସହ…
ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗ୍ରାମପଞ୍ଚାୟତ ର ବାରହଳ ଗ୍ରାମରେ ଆୟୋଜିତ ବାରହଳ ଭଲିବଲ୍ ପ୍ରିମିୟର ଲିଗ୍ ୨୦୨୬ ର…
ବାଲିପାଟଣା:(ସେକ୍ କୌସର ):- ବାଲିପାଟଣା ବ୍ଲକ ଅନ୍ତର୍ଗତ ରାଜସ ଗ୍ରାମପଞ୍ଚାୟତ ର ବାରହଳ ଗ୍ରାମରେ ଆୟୋଜିତ ବାରହଳ ଭଲିବଲ୍ ପ୍ରିମିୟର ଲିଗ୍ ୨୦୨୬ ର ଚତୁର୍ଥ ସଂସ୍କରଣ ରେ ମୁଖ୍ୟ ଅତିଥି ଭାବେ ସେକ୍ କୌଶର (ଜନତାଦରବାର ପାଟି ଚିଲିକା ସଭାପତି )ଶୈଳେନ୍ଦୁ ଦାସ୍ (ବାଲିପାଟଣା ବ୍ଲକ କଂଗ୍ରେସସ…
ଚାମେଲିଙ୍କ ସମର୍ଥନରେ ନୟାଗଡ଼ ସରପଞ୍ଚ ସଂଘ: ବିକ୍ଷୋଭ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ନୟାଗଡ଼(ବିଶ୍ୱଜିତ ନାୟକ) :- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ବିଡିଓଙ୍କ ଚ୍ୟାମ୍ବରରେ ର୍ଦୁବ୍ୟବହାର, ପୁଲିସ ଲଗାଇ ମିଥ୍ୟା ମାମଲା ରୁଜୁ, ଗିରଫ କରାଯିବାକୁ ବିରୋଧ କରି ଆଜି ନୟାଗଡ଼ ସରପଞ୍ଚ ସଂଘ ବିକ୍ଷୋଭ ପଦର୍ଶନ କରିବା ସହ ନୟାଗଡ଼ ଅତିରିକ୍ତ…
ସମାସିଂହାରେ ବିକାଶ ଯୋଜନାର ସଫଳତା ପ୍ରଦର୍ଶନ, ବଣ୍ଟନ ହେଲା ବିଭିନ୍ନ ସରକାରୀ ସୁବିଧା
ଝାରସୁଗୁଡ଼ା :କୋଲାବିରା ବ୍ଲକ ଅନ୍ତର୍ଗତ ସମାସିଂହା ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ମଙ୍ଗଳବାର ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାସିଂହା ପଞ୍ଚାୟତରେ…
ବେଲଗୁଣ୍ଠାରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ
ବେଲଗୁଣ୍ଠା,୨୩/୦୬-(ଶିବରାମ ଚୌଧୁରୀ )-,ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ପଡ଼ିଆରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦ୍ଵାରା…