Sign in
Sign in
Recover your password.
A password will be e-mailed to you.
ସାକେରୀ ଓ ଗୋଡ଼ିପାଟଣାରେ ପାରମ୍ପରିକ କାଠିଯାତ୍ରା,
ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପାଟଣା ଓ ସାକେରୀ ଗାଁର ଅଧିଷ୍ଠାତ୍ରୀ ଦେବୀ କାଳିଆ ଷଣ୍ଢଙ୍କ ଶକ୍ତିପୀଠରେ ପାରମ୍ପରିକ କାଠିଯାତ୍ରା ଧୁମ୍ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରାବଣ ଗହ୍ମା!-->…
୭ ଦିନରେ ଅଭିଯୋଗ ସମାଧାନ ନହେଲେ ଜରିମାନା
ଓଡ଼ଗାଁ ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ ମନରେଗା ଓ ସମଗ୍ର ଶିକ୍ଷାର ସାମାଜିକ ସମୀକ୍ଷା,
୩୦ରୁ କାର୍ଯ୍ୟକ୍ଷମ ହେବ ଭିବି-ଜି ରାମ ଜି ଯୋଜନା,
ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ!-->!-->!-->!-->!-->!-->!-->!-->!-->…
ଦେଶୀ ମଦ ସହିତ ବିଅର ଜବତ, ୦୩ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଷ୍ଟେସନ ବଜାର ଓ ମାର୍କୋଣା ରେଲୱେ କଲୋନୀ ରେ!-->!-->!-->…
ଜାତୀୟ କ୍ରୀଡ଼ା ଦିବସ ପାଳିତ
ଜଗତସିଂହପୁର, ତା ୨୯/୦୮/୨୬: ଆଜି ପୂର୍ବାହ୍ନ ରେ ନବ କୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ରେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ସହ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ!-->…
ଝାରସୁଗୁଡ଼ା ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ
ଝାରସୁଗୁଡ଼ା,୨୯/୦୮/୨୦୨୬: ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ହକିର କିମ୍ବଦନ୍ତୀ ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଅସାଧାରଣ ଅବଦାନକୁ ସ୍ମରଣ କରି ତାଙ୍କ ଜୟନ୍ତୀ ପାଳନ ସହ ଝାରସୁଗୁଡ଼ା ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି ।
ବିଦ୍ୟାଳୟ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ!-->!-->!-->!-->!-->!-->!-->…
ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ ।
“ଦାଦନ ଦୁଃଖରେ କନ୍ଧମାଳ: ଏକ ମାସରେ ୧୧ ଶ୍ରମିକଙ୍କ ମୃତ୍ୟୁ”
ଘୁ.ଉଦୟଗିରି,ତା୨୯/୮(ଅବନୀ କୁମାର ପ୍ରଧାନ) ଦାଦନ ଖଟିବାକୁ ଯାଇ ପୁଣି ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ ଦୀପ ଲିଭିଯାଇଛି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲ୍ଲା ଅନ୍ତର୍ଗତ ମେଜରମେଣ୍ଟା ଠାରେ ଅଗଷ୍ଟ ୨୩ ତାରିଖରେ ଅଟୋ!-->!-->!-->!-->!-->!-->!-->…
ବଲାଙ୍ଗୀର କୁଶଙ୍ଗ କଲେଜ ରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ
ବଲାଙ୍ଗୀର: ଜାତୀୟ କ୍ରୀଡ଼ା ଦିବସ ଅବସରରେ କେନ୍ଦ୍ର ଯୁବ ବ୍ୟାପର ଓ କ୍ରୀଡ଼ା ବିଭାଗ ଏବଂ ସ୍ସୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଆୟୋଜିତ ଖେଲୋ ଇଣ୍ଡିଆ ସମ୍ବାଦ ଅନ୍ତର୍ଗତ "ଖେଲ୍ କି ବାତ୍ ମୋଦି କେ ସାଥ୍" ବଲାଙ୍ଗୀର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ,!-->!-->!-->!-->!-->…
ସ୍ୱାୟତ୍ତ ଶାସନ ଦିବସ ବନ୍ଧୁତା ପୁର୍ଣ୍ଣ କ୍ରିକେଟ ଫାଇନାଲରେ ବ୍ଲକ ଏକାଦଶ ବିଜୟୀ
ଜି.ଉଦୟଗିରି,୨୯/୮(ଅବନୀ କୁମାର ପ୍ରଧାନ) ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆୟୋଜିତ ବନ୍ଧୁତା ପୁର୍ଣ୍ଣ କ୍ରିକେଟ ଟୋର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନଷ୍ଠିତ ହୋଇଯାଇଛି। ଏହି ଫାଇନାଲ ମ୍ୟାଚ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର,!-->!-->!-->…
ବଧିର-ମୂକ ବିଦ୍ୟାଳୟର ୮୭ ଛାତ୍ରଛାତ୍ରୀଙ୍କୁ ନବ ଦାସ ଫାଉଣ୍ଡେସନ୍ର ପୋଷାକ ବଣ୍ଟନ
ଝାରସୁଗୁଡ଼ା, ୨୯/୮: ନବ ଦାସ ଫାଉଣ୍ଡେସନ୍ ପକ୍ଷରୁ ଶନିବାର ବୃନ୍ଦାମାଳସ୍ଥିତ ସ୍ୱତନ୍ତ୍ର ବଧିର ଓ ମୂକ ବିଦ୍ୟାଳୟର ୮୭ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପୋଷାକ ବଣ୍ଟନ କରାଯାଇଛି। ସ୍ୱର୍ଗତ ନବ ଦାସଙ୍କ ଧର୍ମପତ୍ନୀ ମିନତୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପୋଷାକ ପ୍ରଦାନ!-->…
ସ୍ୱାୟତ୍ତ ଶାସନ ଦିବସ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ
ସାଂସଦ ଓ ବିଧାୟକଙ୍କ ନାମ ବାଦ ନେଇ ପୌରପରିଷଦକୁ ସ୍ପଷ୍ଟୀକରଣ ଦାବି
ଝାରସୁଗୁଡ଼ା, ୨୯/୮: ଆସନ୍ତା ୩୧ ତାରିଖରେ ପାଳିତ ହେବ ସ୍ୱାୟତ୍ତ ଶାସନ ଦିବସ। ଏହି ଅବସରରେ ଝାରସୁଗୁଡ଼ା ପୌରପରିଷଦ ପକ୍ଷରୁ ପ୍ରକାଶିତ ନିମନ୍ତ୍ରଣ ପତ୍ରକୁ ନେଇ ବିବାଦ ଦେଖାଦେଇଛି। ନିମନ୍ତ୍ରଣ ପତ୍ରରେ ନିର୍ବାଚିତ!-->!-->!-->…