Sign in
Sign in
Recover your password.
A password will be e-mailed to you.
ଧୂମଧାମରେ ପାଳିତ ହେଲା ଉତ୍କଳ କରାଟେ ସ୍କୁଲ୍ର ବାର୍ଷିକ ଉତ୍ସବ
କ୍ରୀଡ଼ା ସାମ୍ବାଦିକତା ପ୍ରଫୁଲ୍ଲ, ତୁଷାର ଓ ଚକ୍ରଧର ସମ୍ମାନିତ
ଭୁବନେଶ୍ବର : ଉତ୍କଳ କରାଟେ ସ୍କୁଲ୍ର ପ୍ରତିଷ୍ଠା ଦିବସ ଶନିବାର ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାକ୍ଷେତ୍ର!-->!-->!-->!-->!-->!-->!-->!-->!-->…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆତ୍ମରକ୍ଷା ପ୍ରଶିକ୍ଷଣର ସମାପନୀ ସମାରୋହ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନାରୀ ସଶକ୍ତିକରଣ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଶକ୍ତିଶ୍ରୀ ସେଲ ଦ୍ୱାରା ୯ଦିନ ଧରି ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି।ଉଦଯାପନୀ ଉତ୍ସବ ଆନନ୍ଦ!-->!-->!-->…
ଓଡ଼ିଶାରେ ଜିଓର ଦମଦାର ପ୍ରଦର୍ଶନ ଜାରି, ଜୁଲାଇ ମାସରେ ଯୋଡ଼ିଛି ସର୍ବାଧିକ ୩.୨୭ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ: ଟ୍ରାଇ…
ଏକ କୋଟି ୮୫ ଲକ୍ଷରୁ ଅଧିକ ମୋବାଇଲ୍ ଗ୍ରାହକ ଏବଂ ୮ ଲକ୍ଷରୁ ଅଧିକ ହୋମ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସହିତ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ପ୍ରାଧାନ୍ୟ ବିସ୍ତାର କରିଛି
ଜୁଲାଇ ମାସରେ ଜିଓ ନିକଟତମ ପ୍ରତିଦ୍ବନ୍ଦୀ ଏୟାରଟେଲ୍ ତୁଳନାରେ ଓଡ଼ିଶାରେ ଚାରି!-->!-->!-->!-->!-->!-->…
“ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ ଅନ୍ତର୍ଗତ ଘନାନ୍ତ୍ରୀ ଠାରେ ମୋହନ ଚରଣ ମାଝୀ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ!-->!-->!-->…
ରାଜ୍ୟ ସରକାରଙ୍କ ଭୁଲ ନୀତି ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି ଚାଷୀ: ବିଜେଡି
ରାଜ୍ୟରେ ଧାନ ପଞ୍ଜୀକରଣ ପ୍ରସଙ୍ଗ
ଧାନ ପଞ୍ଜୀକରଣ ଅବଧି ୨୦ ଦିନ ବୃଦ୍ଧି କରାଯାଉ
ଭାଗ ଚାଷୀ ଓ କଲମ-୨ ସଂଶୋଧନକୁ ନେଇ ଅସନ୍ତୋଷ ପ୍ରକାଶ କଲା ବିଜେଡି
ଭୁବନେଶ୍ୱର, ୩୦/୦୮/୨୦୨୬: ରାଜ୍ୟରେ ଖରିଫ ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ବିଳମ୍ୱକୁ ନେଇ ସରକାରଙ୍କୁ!-->!-->!-->!-->!-->!-->!-->!-->!-->…
ରାଗିଲେ ବିଧାୟକ ଲକ୍ଷ୍ମଣ ବାଗ
ରାଜ୍ୟ ସରକାରକୁ ବଦନାମ କରିବାକୁ ସରକାରୀ ଅଧିକାରୀ ମାନଙ୍କ ଷଡ଼ଯନ୍ତ୍ର ବୋଲି କହିଲେ କାହିଁକି?
ବଲାଙ୍ଗିର: ବଲାଙ୍ଗିର ରେ ଚାଲିଥିଲା ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଅଂଶୀଦାର ପରାମର୍ଶ କର୍ମଶାଳା। ମଞ୍ଚରେ ଉପସ୍ଥିତ ଥିଲେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିସନର!-->!-->!-->…
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦଯାପିତ, ନିୟତି ପଦ୍ମିନୀ ଙ୍କୁ ଦ୍ବିମୁକୁଟ
17 ବର୍ଷ ରୁ କମ ବାଳକ ରେ ମାନସ ବେହେରା ଓ 15 ବର୍ଷ ରୁ କମ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ
ବଲାଙ୍ଗିର,29/8 - ଆଜି ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡମିଣ୍ଟନ ଚମ୍ପିୟାନସିପ୍ ଉଦଯାପନ ହୋଇଯାଇଅଛି!-->!-->!-->…
ଓଡ଼ଗାଁ ଯୁବକଙ୍କ ଖୋର୍ଦ୍ଧାରେ ମୃତ୍ୟୁ
ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରୁମବାଙ୍କତରା ଗ୍ରାମର ଜଣେ ଯୁବକଙ୍କର ଖୋର୍ଦ୍ଧାରେ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ବିଜୟ ମହାପାତ୍ରଙ୍କ ପୁଅ ବିଭୁତି ଭୂଷଣ ମହାପାତ୍ର (୨୮)। ସେ ଖୋର୍ଦ୍ଧାରେ ରହି ଗାଡ଼ି ଚାଳକ ଭାବେ କାମ!-->!-->!-->…
ନେରେଡି ପ୍ରକଳ୍ପକୁ ନେଇ ଚାଷୀଙ୍କ ମନରେ ଆଶଙ୍କା , ଗାଁରେ ଗୁଞ୍ଜିଲା ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଜ ଜମି , ଜୀବିକା ଓ ଭବିଷ୍ୟତକୁ ନେଇ ଚିନ୍ତିତ ପ୍ରତ୍ୟେକ ଗ୍ରାମର ଚାଷୀମାନେ ଆଜି ନିଜର ଦୁଃଖ ଓ ଆଶଙ୍କା ବିଧାୟକଙ୍କ ସମ୍ମୁଖରେ ରଖିଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡା ଗ୍ରାମକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ!-->…
ଶ୍ରୀ ରଘୁନାଥ ଜିଉ ଓ ଦୂତୀକେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ମନ୍ତ୍ରୀ ଗୋକୁଳାନନ୍ଦ, ଉନ୍ନୟନ ପାଇଁ ଦେଲେ ପ୍ରତିଶ୍ରୁତି
ଓଡ଼ଗାଁ, ୨୯ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ୱର୍ଣ୍ଣକଳସ କ୍ଷେତ୍ରାଧିପତି ଶ୍ରୀ ରଘୁନାଥ ଜିଉ ଏବଂ ଜାମୁ ପାଟଣା ଶୁଳିଆ ପାହାଡ଼ ପାଦଦେଶରେ ବିରାଜିତ ବାବା ଦୂତୀକେଶ୍ୱର ମହାଦେବଙ୍କୁ ଶନିବାର ଓଡ଼ିଶା ସରକାରଙ୍କ ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଅଣୁ, କ୍ଷୁଦ୍ର!-->…