Sign in
Sign in
Recover your password.
A password will be e-mailed to you.
ପୁରୁଣାକଟକ ; ଅଭିନବ ଉପାୟରେ ଚୋରା ବିଦେଶୀ ମଦ ବିକ୍ରି
ଢାବା ଆଗରେ ଥିବା ଚୋରା ମଦ ବୋଝେଇ କାର ଜବତ, ୨ ଫେରାର୍
ବୌଦ୍ଧ (ସିମୁନ୍ ନାଏକ)
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ଅଂଚଳରେ ଦିନକୁ ଦିନ ଚୋରା ମଦ ବିକ୍ରି ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ହେଲେ ପୋଲିସି ଡାଳେ ଡାଳେ ଗଲେ ଚୋରା ମଦ ବେପାରି ମାନେ ପତ୍ରେ ପତ୍ରେ ଗଲା…
ସୁକିନ୍ଦାରେ ଡି.ଏମ୍.ଏଫ୍ ପାଣ୍ଠିରେ ମେଡିକାଲ୍ କଲେଜ କରିବାକୁ ପ୍ରଫୁଲ୍ଲ ଘଡେଇଙ୍କ ସରକାରଙ୍କୁ ପତ୍ର
ପଦକ୍ଷେପ ପାଇ କୃତଜ୍ଞତା ଜଣାଇଲେ ସ୍ଥାନୀୟ ସଂଗଠନ ଓ ଅଧିବାସୀ
ଡୁବୁରୀ (ସନାତନ ମହାନ୍ତ) – ସୁକିନ୍ଦା କଳିଙ୍ଗନଗର ଖଣିଖାଦାନ ଶିଳ୍ପାଂଚଳରେ ବିସ୍ଥାପନର ଦ୍ୱାହିରେ ଲୋକେ ଭିଟାମାଟି ହରାଇଲେ । ଚାଷ ଜମି ଏବଂ ଭବିଷ୍ୟତର ଦାନାପାଣି ଉଜୁଡିଲା । ୧୩ଜଣ ଆଦିବାସୀ ଚାଷି ସହିଦ୍ ହେଲେ ।…
ନାରୀ ଗାଁ ଚନ୍ଦନ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ।
ଯାଜପୁର,(ଜୟଶଙ୍କର ଦାଶ) : ପାରମ୍ପରିକ ରୀତି ନିତି ଅନୁସାରେ ନାରୀ ଗାଁ ସ୍ଥିତ ଚନ୍ଦନ ଶ୍ରୀକ୍ଷେତ୍ରର ଜଗନ୍ନାଥ ମହାପ୍ରଭୁଙ୍କର ବାହୁଡା ଯାତ୍ର ରବିବାର ଆନନ୍ଦ ଊଲ୍ଲାସ ମଧ୍ୟରେ ସଂପନ୍ନ ହୋଇଚ୍ଥି । ଜନଗହଳି ମଧ୍ୟରେ ୭ ଦିନ ଧରି ଜନ୍ମ ବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ମାନେ ରହିବା ପରେ…
ଛିଃ ଛିଃ ଛିଃ ,,,,,,ଏଟାକୁ ମାଷ୍ଟ୍ର କିଏ କଲା ?
ଭିନ୍ନକ୍ଷମ ଯୁବତୀଙ୍କ ସହିତ ଅସଦାଚରଣ ; ଅଭିଯୁକ୍ତ ଶିକ୍ଷକ ଫେରାର
ବାରିପଦା(ଦିଲ୍ଲୀପ ମହାନ୍ତି)- ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର । ସମାଜରେ ଗୁରୁ ଦେବତା ଭାବେ ପୂଜା ପାଇ ଆସୁଥିବା ସମୟରେ କେତେକ ଗୁରୁଙ୍କ ଅପକର୍ମ ପାଇଁ ସମଗ୍ର ଗୁରୁଙ୍କ ମୁଣ୍ଡ ଆଜି ତଳକୁ…
ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ
ପାଇକମାଲ/Gourang Dash :- ପାଇକମାଲ ରୁ ମାତ୍ର 2 କିଲୋମିଟର ଦୂରରେ ଥିବା ବୈଦପାଲି ଗ୍ରାମର ମୁକୁନ୍ଦ ଦୁଡୁକା ଙ୍କର 18 ବର୍ଷ ବୟସ୍କା ଝିଅ ରୁପା ଦୁଡୁକା ଙ୍କର ଆଜି ଦୀପହର ପ୍ରାୟ 12 ଟା ରୁ 1 ମଧ୍ୟରେ ମୃତ୍ୟୁ ହେଇଯାଇଥିବା ଜଣା ପଡ଼ିଛି । ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ…
ରାଣୀତାଲ ଦୁର୍ଘଟଣା ମୃତକଙ୍କ ପରିବାରକୁ ସମବେଦନା ଜଣାଇଲା ଜିଲ୍ଲା କଂଗ୍ରେସ : ପ୍ରତି ମୃତକଙ୍କୁ ୧୦ଲକ୍ଷ ଟଙ୍କା କ୍ଷତି…
ଭଦ୍ରକ /ସତ୍ୟଭୂଷଣ ସ୍ୱାମୀ - ଗତ ୧୯ ତାରିଖ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ଜଣ ନୀରିହ ନିଷ୍ପାପ ପିଲାଙ୍କ ମୃତ୍ୟୁ ପରେ ଜିଲ୍ଲା କଂଗ୍ରେସ ମୃତକଙ୍କ ପରିବାକୁ ଭେଟି ସମବେଦନା ଜଣାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର…
Melbourne City FC to take on Kerala Blasters FC in the opening match of the Toyota Yaris LaLiga…
~ India's first international pre-season football tournament kicks off with A-League team taking on home side on Tuesday ~
Kochi, 23rd July 2018: The highly-anticipated Toyota Yaris LaLiga World kicks-off on Tuesday as A- League's …
ଗୋଳାବାରୁଦ କାରଖାନା ,ଅଫିସରଙ୍କ ଦୁର୍ନୀତି ଚରମ ସୀମାରେ !!!
ବଲାଙ୍ଗୀର /ନିରୋଜ ମିଶ୍ର :,ଭାରତ ସରକାର ଙ୍କ ପ୍ରତିରକ୍ଷା ବିଭାଗ ଅଧୀନ ରେ ଥିବା ଓଡିଶାର ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଜିଲ୍ଲା ବଡ଼ମାଳ ଗୋଳାବାରୁଦ କାରଖାନା ରେ ଦୁର୍ନୀତି ଚରମସୀମାରେ ପହଂଚିଥିବା ସତ୍ୱେ କେନ୍ଦ୍ରସରକାର କୌଣସି ପ୍ରକlର ପଦକ୍ଷେପ ନ ନେଉଥିବାରୁ ଏହି…
ଇଂ. ଈଶ୍ୱର ଚନ୍ଦ୍ର କୋରାପୁଟ ଜିଲ୍ଲା ବିଜେଡି ସଭାପତି
ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ କୋରାପୁଟ ଜିଲ୍ଲା ସଭାପତି ଭାବେ ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କୁ ଏବଂ କୋରାପୁଟ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୂପେ ଶ୍ରୀମତୀ ସୁକାନ୍ତି ବାଗଡୋରିଆଙ୍କୁ ନିଯୁକ୍ତ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ବିଜୟ…
କଳା ପତାକା ପ୍ରଦର୍ଶନ ୩୮୮ ଦିନରେ
ବ୍ୟାସନଗର.ବିଶ୍ୱଜିତ ମାଝୀ : ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ସହିଦ ଭଗତ ସିଂ ଯୁବକ ସଂଘ ଆନୁକୁକଲ୍ୟରେ ସରକାର ଓଡ଼ିଆ ଭାଷା ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ବିରୋଧରେ ଆଇନକୁ ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ କରିନଥିବାରୁ ତାର କାର୍ଯ୍ୟକାରିତା ପାଇଁ ଦାବି କରି କଳା …