Sign in
Sign in
Recover your password.
A password will be e-mailed to you.
କାଦୁଅ ପଚପଚ ରାସ୍ତାରେ ଘରଘର ବୁଲି ଭତା ବଣ୍ଟନ କଲେ ଉପଜିଲ୍ଲାପାଳ।
ବଣାଇ/ ସୁଶାନ୍ତ ବେହେରା : ଲୋକଙ୍କ ପାଖକୁ ଯାଇ ଭତା ନିଜେ ଉପଜିଲ୍ଲାପାଳ ବାଣ୍ଟିଲେ | ଘର ପାଖରେ ଅଫିସରଙ୍କୁ ପାଇଁ ହିତାଧିକାରୀ ବି ଖୁସି | ଯଦିଓ ସେମାନେ ବିଶ୍ୱାସ କରି ପାରୁ ନଥିଲେ, ହେଲେ ତାହା ସତ ଥିଲା, ନିଜେ ଉପଜିଲ୍ଲାପାଳ ଆସି ସେମାନଙ୍କୁ ନିଜ ହାତରେ ଭତ୍ତା ଦେଉଛନ୍ତି |
ବଣାଇ…
ପୁଣି ଏକ ଡକାୟତ ଗ୍ୟାଙ୍ଗ ଧାରା ପଡିଲେ
ରାଉରକେଲାରୁ ସୁଶାନ୍ତ ବେହେରା : ରାଉରକେଲାରେ ପୁଣି ଆଉ ଏକ ବଡ ଧରଣର ଡକାୟତି ଯୋଜନା କଲା ବେଳେ ୪ ଜଣ କୁଖ୍ଯାତ ଡକାୟତଙ୍କୁ ଗିରଫ କରିଛି ବିଶ୍ରା ଥାନା ପୁଲିସ। ସେମାନଙ୍କ ମଧ୍ଯରେ ରହିଛି ପଡଶୀ ରାଜ୍ଯ ଝାଡଖଣ୍ଡ ବାନୋ ଥାନା ଅନ୍ତର୍ଗତ ଗିରିଡାର ଦୁର୍ଦ୍ଦାନ୍ତ ଅପରାଧୀ ମଦନ ମାଂଝୀ ଓରଫ…
ଅଙ୍ଗନବାଡି କେନ୍ଦ୍ରରୁ ତାଲା ଭାଙ୍ଗି ଚୋରି
ପଦ୍ମପୁର(ନୀଳ ଦୀପ ) - ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନଂ -୪ର ଅଙ୍ଗନବାଡି କେନ୍ଦ୍ରରୁ ଗତ ରବିବାର ରାତ୍ରି ସମୟରେ ଦୃବୁର୍ତମାନେ ତାଲା ଭାଙ୍ଗି ଭିତରେ ଥିବା ଜିନିଷପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଏ ନେଇ ଆଙ୍ଗନବାଡି କର୍ମୀ ଗୀତା ବହିଦାର ସୋମବାର ଦିନ…
ଉପଖଣ୍ଡସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ପଦ୍ମପୁର( ନୀଳ ଦୀପ ) - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ସ୍ୱାଧିନତା ଦିବସ-୨୦୧୮ ପାଳନ ଉପଲକ୍ଷେ ସୋମବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡସ୍ତରୀୟ ଏହି ଉସôବକୁ ସରସ, ସୁନ୍ଦର ତଥା ଶୃଙ୍ଖଳିତ…
ଆରଏସପିରେ ଠିକା ଶ୍ରମିକଙ୍କ ନିମନ୍ତେ ‘ପ୍ରୟାସ’ର ଅନ୍ୟ ଏକ ଅଧିବେଶନ
ରାଉରକେଲା/ସୁଶାନ୍ତ ବେହେରା : ‘ପ୍ରୟାସ’ର ୨୪ତମ ଅଧିବେଶନ ଜୁଲାଇ ୧୯ତାରିଖରେ ରାଉରକେଲା ଇସ୍ପାତ କାରଖାନାର ନୂତନ ହଟ ଷ୍ଟ୍ରିପ ମିଲ ପ୍ରକଳ୍ପ ଅଞ୍ଚଳରେ ଏଲ ଆଣ୍ଡ ଟି ସମ୍ମେଳନ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୪୩ ଜଣ ଠିକା ଶ୍ରମିକ ଭାଗ ନେଇଥିଲେ ।
ମତବିନିମୟ…
FC Pune City sign forward Robin Singh
Pune, 23rd July 2018: - The Rajesh Wadhawan Group and Bollywood star Arjun Kapoor co-owned Indian Super League (ISL) club FC Pune City today signed experienced forward Robin Singh to strengthen their front line for the 2018-19 season.…
ଏମ୍ସରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ
ଭୁବନେଶ୍ୱର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପରିଦର୍ଶନ କରିଥିଲେ । ବିଭିନ୍ନ ୱାଡର଼୍ ବୁଲିବା ସହ ଚିକିତ୍ସାଧୀନ ରୋଗୀମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଏମ୍ସରେ ଉପଲବ୍ଧ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ସଂପର୍କରେ…
ଅଭିନନ୍ଦନ : ସାରାଦେଶରୁ ୭୩୪ ପାଇବେ ଖେଲୋ ଇଣ୍ଡିଆ ବୃତ୍ତି , ଓଡିଶାରୁ ୧୮ ଖେଳାଳି, କେବଳ ହକି ୧୪
ରାଉରକେଲା/ସୁଶାନ୍ତ ବେହେରା : ଖେଲୋ ଇଣ୍ଡିଆ ପ୍ରତିଭା ଚିହ୍ନଟ ଯୋଜନା ଅନୁଯାୟୀ ଭାରତୀୟ କ୍ରୀଡ଼ା ପ୍ରାଧିକରଣ(ସାଇ)ପକ୍ଷରୁ ଖେଲୋ ଇଣ୍ଡିଆ ବୃତ୍ତି ପାଇବାରେ ସକ୍ଷମ ହୋଇଥିବା ୭୩୪ ଜଣ ଯୁବ ଖେଳାଳି ତାଲିକା ଘୋଷଣା କରାଯାଇଛି। ଏମାନଙ୍କ ମଧ୍ୟରେ ୩୮୫ ବାଳକ ଓ ୩୪୯ ଜଣ ବାଳିକା ସ୍ଥାନ…
ସ୍ଵଜଳ ଧାରା ପାଣି ବି ସଂକ୍ରମିତ, ଲୋକେ ପିଇବେ କଣ ?
ଢାମୁଣୀ ଗାଁ ଗ୍ରାମରେ ସଂକ୍ରମିତ ହୋଇ ଟାଇଫଏଡ ଜ୍ୱର ବ୍ୟାପିଲା, ୧୭ଜଣ ଆକ୍ରାନ୍ତ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ଢାମୁଣୀ ଗାଁ ଗ୍ରାମରେ ପାନୀୟଜଳ ଓ ଅନ୍ୟଜଳ ଉତ୍ସ ସଂକ୍ରମିତ ହୋଇ ଟାଇଫଏଡ ଜ୍ୱର ବ୍ୟାପିବା ସହ…
ପୂର୍ତ୍ତ ବିଭାଗରେ ଧୂର୍ତ୍ତଙ୍କ ରାଜୁତି : ଅସାଧୁ ଠିକାଦାର ଓ ଦୁର୍ନୀତି ଗ୍ରସ୍ତ ଯନ୍ତ୍ରୀଙ୍କ ସହଯୋଗରେ ନିମ୍ନ ମାନର…
ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲ ଛାତରୁ ପାଣି ଗଳୁଛି
ବଲାଙ୍ଗୀର(ନିରୋଜ ମିଶ୍ର) - କାମ ଏମିତି ମଜଭୁତିରେ ହୋଇଛି ଯେ, ବର୍ଷାପାଣି ଛାତରୁ ଆରାମରେ ପାଣି ଗଳୁଛି | ଠିକାଦାର ପୂର୍ତ୍ତ ବିଭାଗ ଯନ୍ତ୍ରୀ ମିଶି ବଲାଙ୍ଗିରରେ ନୂଆକରି ଜନ୍ମ ନେଇଥିବା ମେଡିକାଲ କଲେଜକୁ ଏମିତି କାମ…