Sign in
Sign in
Recover your password.
A password will be e-mailed to you.
ବିସିଇଟିରେ ବାହୁଡ଼ାଯାତ୍ରା ସମ୍ପନ୍ନ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ଶେରଗଡ଼ସ୍ଥିତ ବାଲେଶ୍ୱର କଲେଜ ଅଫ୍ ଇଞ୍ଜିନିୟରିଂ ଏଣ୍ଡ ଟେକ୍ନୋଲୋଜି (ବିସିଇଟି) ପରିସରରେ ମହାପ୍ରଭୁଙ୍କ ପବିତ୍ର ବାହୁଡ଼ାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନରେ ଶଙ୍ଖ, ଘଣ୍ଟା, ମାଦଳ, କିର୍ତ୍ତନ ଓ ହରିବୋଲ ଧ୍ୱନିରେ ମହାପ୍ରଭୁ ଶ୍ରୀ…
ଇମାମି ନଗର ଶ୍ରୀଜୀଉଙ୍କ ସୁନାବେଶ
ବାଲେଶ୍ୱର,(ଉଜ୍ଜ୍ୱଳ କର ): ରେମୁଣା ବାଲଗୋପାଳପୁର ଶିଳ୍ପାଞ୍ଚଳସ୍ଥିତ ଇମାମି ନଗର ଶ୍ରୀଜଗନ୍ନାଥ ମନ୍ଦିର ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କର ଭିଡ଼ ପରିଲକ୍ଷିତ ହୋଇଛି । ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ଘ.୮.୩୦ମି. ସମୟରେ ଶ୍ରୀଜୀଉମାନେ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଫସଲବୀମା ଯୋଜନା କେବଳ କମ୍ପାନୀ ପ୍ରିତିରେ ଚାଲିଛି
ବୀମା ସମୟ ସୀମା ଜୁଲାଇ ୩୧ ତାରିଖ ପରିବର୍ତ୍ତେ ଆସନ୍ତା ଅଗଷ୍ଟ ୧୫ ତାରିଖକୁ ବୃଦ୍ଧି କରାଯାଉ : କଂଗ୍ରେସ କୃଷକ ସେଲ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚରମ ଅବହେଳା ଯୋଗୁ ରାଜ୍ୟର ୧୫ଲକ୍ଷରୁ ଉର୍ଦ୍ଧ ଚାଷୀ ଗତବର୍ଷର ୧୧ଶହ କୋଟି ଟଙ୍କା ବୀମା କ୍ଷତିପୂରଣ ପାଇବାରୁ ବଂଚିତ | ଚଳିତ ଖରିଫରେ…
ମହାପ୍ରଭୂ ଶ୍ରୀଜଗନ୍ନାଥ ସିଂହଦ୍ୱାର ସମ୍ମୁଖରେ, ଦେବୀ ସୁଭଦ୍ରା ମଝି ରାସ୍ତାରେ ଓ ଭ୍ରାତା ବଳଭଦ୍ର ଅପେକ୍ଷାରେ
ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂଙ୍କ ବାହୁଡ଼ାଯାତ୍ରା
ବାରିପଦା(Dillip Mohanty )- ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ବିଜେ ଆରମ୍ଭ ହୋଇଛି । ଶ୍ରୀକ୍ଷେତ୍ରଧାମ ପୁରୀରେ ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହେବାର…
ଯେ କୌଣସି ଆପାତକାଳୀନ ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ପ୍ରଶାସନର ସାମ୍ଭାବ୍ୟ ବନ୍ୟା ମୁକାବିଲା ସମୀକ୍ଷା ବୈଠକ ।
ଯାଜପୁର(ଜୟଶଙ୍କର ଦାଶ) : ସମ୍ପ୍ରତ୍ତି ଲଗାଣ ବର୍ଷା ପଂଳରେ ଯାଜପୁର ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଚ୍ଥି । ତେଣୁ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଚ୍ଥି । ଏ ସଂପର୍କରେ ଏକ…
ଶ୍ରୀଶ୍ରୀସାନ ଜଗନ୍ନାଥମହାପ୍ରଭୂଙ୍କର ରଥ ଯାତ୍ରା ଶେଷ
ବାରିପଦା(ଦିଲ୍ଲୀପ ମହାନ୍ତି )- ସହରର ଲାଲବଜାରରେ ରହିଥିବା ସାନ ଜଗନ୍ନାଥ ମହାପ୍ରଭୂଙ୍କର ରଥକୁ ଆଜି ପୂର୍ବାହ୍ନ ୧୦ଟା ସମୟରେ ୧୪ ବର୍ଷରୁ କମ୍ ବାଳକ ବାଳିକାମାନେ ଟାଣିଟାଣି ସାନଜଗନ୍ନାଥ ମନ୍ଦିର ନିକଟରେ ପହଁଚାଇଛନ୍ତି । ମହାପ୍ରଭୂଙ୍କର ଏହି ଘୋଷ ଯାତ୍ରାରେ ବିଧାନସଭାର ଉପବାଚସ୍ପତି ତଥା…
ଅ ଉପରେ ଖଡ଼ି ବୁଲେଇ ଗଢିଥିଲି ମୁଁ ତତେ, ଏବେ ଆ ଗଢ଼ିବୁ ମତେ
ବିଲେଇସର୍ଡା ହାଇସ୍କୁଲରେ ମୋ ସ୍କୁଲ ଅଭିଯାନ : ବିଦ୍ୟାଳୟକୁ ଗଢି ତୋଳିବା ପାଇଁ ନିଷ୍ଠାପର-ନିରବଚ୍ଛିନ୍ନ ଉଦ୍ୟମ ଆବଶ୍ୟକ
ବଲାଙ୍ଗିର/ପୁଇଁତଳା(ନିରୋଜ ମିଶ୍ର) - ପୁଇଁତଳା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ସ୍ଥିତ ଜବାହାରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ…
ଲାଞ୍ଚ ଖାଉଥିଲେ ବଡ ବାବୁ, ଭିଜିଲାନ୍ସ ଯାଇ କଲା କାବୁ
୫ ହଜାର ଟଙ୍କା ଲାଞ୍ଚ : ଭିଜିଲାନ୍ସ ଟ୍ରାପରେ ଲାଞ୍ଚଖୋର ପରିସଂସ୍ଥାନ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା । ଏଠାରେ ରହିଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକ ରେ କେତେକ ଅସାଧୁ ସରକାରୀ କର୍ମଚାରୀ ବିଭିନ୍ନ…
ସ୍ୱାଧୀନତା ଦିବସ ପାଳନ ନିମିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।
ଯାଜପୁର/ Jayashankar Dash : ସ୍ୱାଧୀନତା ଦିବସ ପାଳନ ଆମ ଦେଶର ଗର୍ବ, ଗୈାରବ ଓ ଜାତୀୟ ଭାବନାର ପ୍ରତୀକ । ଏହାକୁ ଶୃଙ୍ଖଳା ଓ ସଦ୍ଭାବନାର ସହ ପାଳନ କରି ଜାତୀୟ ଚେତନାକୁ ଉଦ୍ବୁଦ୍ଧ କରିବାକୁ ଭାରପ୍ରାପ୍ତ ଜିଲ୍ଲାପାଳ ବ୍ରଜଗୋପାଳ ଆଚାର୍ଯ୍ୟ ଆହ୍ୱାନ ଦେଇଛନ୍ତି । ଯାଜପୁରରେ ୭୨ ତମ…
ପ୍ରିନ୍ସିପାଲ ହୋଇ ଆପଣ ଏମିତି କରିବେ, ଇଏ କଣ ମୁରବିପଣିଆ ?
କିରାଣୀଙ୍କ ଦୌରାତ୍ମ୍ୟରୁ ନ୍ୟାୟ ଦେବେ ନା ଧମକାଇବେ ପ୍ରିନ୍ସିପାଲ ମହୋଦୟ ????
ଆଡମିଶନ ହୋଇ ନ ପାରି ଛାତ୍ର ବସିଲେ ଧାରଣାରେ
ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଚଳିତ ବର୍ଷ ଆଡମିଶନକୁ ନେଇ ମହା ବିଶୃଙ୍ଖଳା ଦେଖା ଦେଇଛି । ବିଶେଷ କରି କଲେଜର…