ଆଇଏସ ସ୍ତରରେ ଛୋଟ ଅଦଳବଦଳ

0 1

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ କରିଛନ୍ତି । ସିଏମ୍ଜିଆଇର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଜୟ କୁମାରଙ୍କୁ ଜଳସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ! ସେହିପରି ଟିଡିସିସି ର  ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ଭଲ ଙ୍କୁ   ରାଜ୍ୟ ଉଠା ଜଳସେଚନନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ପୂର୍ବରୁ ଉଠା ଜଳସେଚନ ନିଗମ ଏମଡି ଭାବେ ସ୍ବାଧ୍ଵ ଦେବଙ୍କ ନିଯୁକ୍ତି ସମ୍ପର୍କୀତ ପୂର୍ବ ବିଜ୍ଞପ୍ତି ରଦ୍ଦ ହୋଇଛି  ସେହିପରି ସ୍ୱାଧା ଦେବଙ୍କୁ ଜଳ ସମ୍ପଦ ବିଭାଗର ଉପ ସଚିବ ପଦରୁ ବିଡିଏର ଅତିରିକ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.