ବାରିପଦା ସହରରେ ପ୍ରଥମ ଘଟଣା : ପୁଲିସର ଅପାରଗତା ପାଇଁ ଗୋଟାଏ ରାତିରେ ଦୁର୍ବୁତ ୪ ଏଟିଏମରୁ ଲୁଟିଲେ ୧୫ ଲକ୍ଷରୁ ଅଧିକ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ଅତୀତର ବାରିପଦାରେ ଗାନ୍ଧିଜୀଙ୍କର ରାମ ରାଜ୍ୟର ପରିକଳ୍ପନାର ବାସ୍ତବ ଚିତ୍ର ଦେଖିବାକୁ ମିଳୁଥିଲା । ଆସ୍ତେ ଆସ୍ତେ ବାରିପଦା ସହର ବାହାର ଜିଲ୍ଲା ଓ ରାଜ୍ୟରୁ ଜନସାଧାରଣଙ୍କ ପ୍ରବେଶ ଓ ଅନୁପ୍ରବେଶ ଆଦି ବିଭିନ୍ନ କାରଣରୁ ସହର ଦିନକୁ ଦିନ ଅଶାନ୍ତ ହୋଇଯାଇଛି…

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ବିଜେଙ୍କ ବାହୁଡ଼ା ପହଣ୍ଡି

  ବାରିପଦା(ଦିଲ୍ଲୀପ ମହାନ୍ତି ) ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀହରିବଳଦେବ ଜୀଉ ମହାପ୍ରଭୂ ମାଉସୀ ମାଙ୍କ ଘରେ(ଜନ୍ମବେଦୀରେ) ନବ ଦିବସ ଲୀଳାଖେଳା ଶେଷ କରି ବଡ଼ଜଗନ୍ନାଥ ମନ୍ଦିରକୁ(ରତ୍ନସିଂହାସନକୁ)  ବାହୁଡ଼ିବା  ନିମନ୍ତେ ଗୋଟି ପହଣ୍ଡି ବିଜେରେ ଆସି ରଥାରୂଢ଼ ହୋଇଛନ୍ତି । ଏଥି…

ଉପାନ୍ତ କ୍ଷେତ୍ର ପାରଳାଖେମୁଣ୍ଡି ଠାରେ ପବିତ୍ର ବାହୁଡାଯାତ୍ରା ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଉପାନ୍ତ କ୍ଷେତ୍ର ପାରଳାଖେମୁଣ୍ଡି ଠାରେ ତିନି ଜିଉ ପ୍ରଭୂ ଜଗନ୍ନାଥ, ବଳଭଦ୍ର ଏବଂ ଶୁଭଦ୍ରାଙ୍କ ପବିତ୍ର ବାହୁଡା ରଥଯାତ୍ରା ଶ୍ରୀମନ୍ଦିର ଅଭିମୁଖେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ୨ଦିନ ଧରି…

ମହାବାତ୍ୟା ଓ ଫାଇଲିନ୍‍କୁ ଟପିଲା ଚଳିତ ବର୍ଷର ବଡ଼ ବର୍ଷା

୨୪ ଘଣ୍ଟା ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଅବସ୍ଥା ନିୟନ୍ତ୍ରଣାଧୀନ: ବିଜୟ ଭୁବନେଶ୍ୱର: ଗତ ଦୁଇଦିନ ହେଲା ରାଜ୍ୟ ବ୍ୟାପୀ ଲଗାଣ ବର୍ଷା ଲାଗି ରହିଥିଲେ ହେଁ ରାଜ୍ୟ ସରକାରଙ୍କ ସକ୍ରିୟ ଓ ବଡ଼ଧରଣର ପଦକ୍ଷେପ ଯୋଗୁ ପରିସ୍ଥିତି ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରଖାଯାଇପାରିଛି । ଏଥିଯୋଗୁ…

 ରାଉରକେଲା ପୋଲିସକୁ ବଡ଼ ସଫଳତା : ଡକାୟତ ଗ୍ୟାଙ୍ଗ ଗିରଫ 

  Rourkela/ ସୁଶାନ୍ତ ବେହେରା : କିଛି ଦିନ ବ୍ୟବଧାନରେ ରାଉରକେଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା  ମିଳିଛି । ରାଉରକେଲାରେ ଏକ ବଡ ଧରଣର ଡକାୟତି ଯୋଜନା କଲା ବେଳେ ୪ ଜଣ କୁଖ୍ୟାତ  ଡକାୟତଙ୍କୁ ଗିରଫ କରିଛି ପ୍ଲାଣ୍ଟସାଇଟ୍ ଥାନା ପୁଲିସ ।  ସେମାନଙ୍କ ମଧ୍ୟରେ  ରହିଛି ରାଜଗାଙ୍ଗପୁର…

ବରିଷ୍ଠ ସାମ୍ବାଦିକ ସଞ୍ଜୟ ରାଉଳଙ୍କ ବିୟୋଗ : ବିଭିନ୍ନ ମହଲରେ ଶୋକ 

  ଶାସକ ପ୍ରଶାସକ ପରିବାର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ରାଉରକେଲା/ ସୁଶାନ୍ତ ବେହେରା : ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ରାଉଳ ଙ୍କ ଦେହାନ୍ତ ହୋଇଯାଇଛି | ଆଜି ସକଳେ 8.30ରେ ସ୍ଥାନୀୟ କୁଆଁର ମୁଣ୍ଡା ସ୍ତିତ ହରିପୁର ଗ୍ରାମ ର ଗୋବିରା ରାସ୍ତା ରେ ଶ୍ରୀ …

ବେସରକାରୀ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ 

Bolangir/ Niroj Mishra : ଜିଲ୍ଲାର ବେସରକାରୀ ବସଷ୍ଟାଣ୍ଡର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇ ପଡ଼ିଥିବା ବେଳେ ସାଧାରଣ ଲୋକ ବ୍ୟାପକ ହଟହଟା ହେବା ସାର ହେଉଛି। ଏହି ବସଷ୍ଟାଣ୍ଡଟି ଉପରେ ଦୈନିକ ବିଭିନ୍ନ ଅଞ୍ଚଳରୁ ଶହ ଶହ ଯାତ୍ରୀ ନିର୍ଭର କରି ଆସୁଥିବା ବେଳେ ପରିଚାଳନା ଗତ ତ୍ରୁଟି ଓ…

ଡେପ୍ରାଇଭ୍ ହଷ୍ଟେଲରୁ ବ୍ରାଜିଲ

  ଜୁନିଅର ଚାମ୍ପିଅନସିପରେ ସିଲଭର ମେଡ଼ାଲ ଜିତି ଫେରିଲେ ବାବଲୁ ବଡ଼ବିଲ (ଶାସକ ପ୍ରଶାସକ) : ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ବିଜୟର ମୂଳମନ୍ତ୍ର । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବଡ଼ବିଲର ଆଦିବାସୀ ବାଳକ ବାବଲୁ ମୁଣ୍ଡା । ବ୍ରାଜିଲଠାରେ ଖେଳାଯାଇଥିବା ୭ମ ଜୁନିଅର ଉଷୁ…