ସଡ଼କ ଦୁର୍ଘଟଣାରେ ସାମ୍ବାଦିକ ଗୁରୁତର 

ପାଇକମାଲ / ଗୌରାଙ୍ଗ ଚରଣ ଦାଶ :- ଆଜି ଦିନ ପ୍ରାୟ 3 ଘଣ୍ଟା ସମୟରେ ପାଇକମାଲ,ପଦ୍ମପୁର ରାସ୍ତାରେ ବିଦ୍ୟୁତ ବିଭାଗର ଗ୍ରୀଡ଼ ନିକଟରେ ପଦ୍ମପୁର ପଟୁ ବାଇକ ରେ ଆସୁଥିବା ପାଇକମାଲ ର ସାମ୍ବାଦିକ ଶ୍ରୀ ଧୀରେନ ମହାନ୍ତି ଏକ ସଡ଼କ ଦୁର୍ଘଟଣା ରେ ଗୁରୁତର ଭାବରେ ଆହତ ହେଇ ପଡିଛନ୍ତି। ଶ୍ରୀ ଧୀରେନ…

ରାଜ୍ୟ ସରକାରଙ୍କ ଋଣଭାର ଦିନକୁୁ ଦିନ ବଢ଼ାଉଥିବା ବିଜେଡି ସରକାର ଗରୀବଙ୍କ ସରକାର ନୁହେଁ ବରଂ ଗରିବୀ ବୃଦ୍ଧି କରିବା…

  ଭୁବନେଶ୍ୱର,:  ରାଜ୍ୟ ସରକାର ଋଣ ଶୁଝିବା ପରିବର୍ତେ ଦିନକୁ ଦିନ ଅଧିକରୁ ଅଧିକ ଋଣ କରି ରାଜ୍ୟରେ ଜନ୍ମ ନେଉଥିବା ନବଜାତ ଶିଶୁ ଉପରେ ଋଣ ଭାର ଲଦି ଚାଲିଛନ୍ତି । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବ କାରଣରୁ ରାଜ୍ୟ ଦିନକୁ ଦିନ ଅବନତି ଆଡକୁ ଗତି କରୁଛି । ଗୋଟିଏ ପଟେ ରାଜ୍ୟସରକାର ଋଣଭାରରେ…

ସାନିଟାରି ନ୍ୟାପକିନ, ଜଙ୍ଗଲଜାତ ଦ୍ରବ୍ୟ ଓ ମୂର୍ତି ହେଲା ଜିଏସଟି ମୁକ୍ତ

ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରାଜ୍ୟ ବିଜେପି ଭୁବନେଶ୍ୱର  : ଦେଶରେ ଗରୀବଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେଲେ ଯାଇ ଦେଶର ସଠିକ ବିକାଶ ହୋଇପାରିବ । ଏହାକୁ ଉପଲବ୍ଧ କରି ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ କେନ୍ଦ୍ର…

ଅହଲ୍ୟା ଜେନା ଘୁମୁସୁର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ

  ଭୁବନେଶ୍ୱର,: ବିଜେପି ରାଜ୍ୟ ସଭାପତି  ବସନ୍ତ ପଣ୍ଡାଙ୍କ ଅନୁମୋଦନ କ୍ରମେ ଘୁମୁସୁର ସାଂଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ  ଅହଲ୍ୟା ଜେନାଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ  ପ୍ରଭାତୀ ପରିଡା ନିଯୁକ୍ତି ଦେଇଛନ୍ତିି ।   

ତିର୍ତ୍ତୋଲର ୩ ଯୁବ ବିଜେଡି ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ 

  ତିର୍ତ୍ତୋଲ(ରମେଶ ମହାନ୍ତି)  -ତିର୍ତ୍ତୋଲ ବ୍ଳକ ଅଞ୍ଚଳର ୩ ଜଣ ଯୁବନେତାଙ୍କୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ବିଜେଡି ଦଳୀୟ ପର୍ଯବେକ୍ଷକ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ  ଯୁବନେତା ଯଶୋବନ୍ତ…

ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ବୃକ୍ଷରୋପଣ ଅଭିଯାନ 

 ଚଳିତ ମୌସୁମୀ ଋତୁରେ ଅଦ୍ୟାବଧି ୪୧ ହଜାରରୁ ଉର୍ଦ୍ଧ୍ଵ ଚାରା ରୋପଣ Rourkela/Susanta Behera : ଚଳିତ ମୌସୁମୀ ଋତୁରେ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ନିରବଚ୍ଛିନ୍ନ ରୂପେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ଚଳିତ ବର୍ଷ ନିମନ୍ତେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ଜୁଲାଇ ୬…

ପଦ୍ମପୁର ସହରରେ ସମବାୟ ଆପଣଙ୍କ ଦ୍ଵାରଦେଶରେ କାର୍ଯ୍ୟକ୍ରମ 

ପଦ୍ମପୁର/Nila Deep : ରାଜ୍ୟ ସରକାର ଭୂମିହୀନ, ଭାଗଚାଷୀ, କ୍ଷୁଦ୍ରଚାଷୀ ଓ ନାମ ମାତ୍ର ଚାଷୀ ମାନଙ୍କୁ ଆନୁଷ୍ଠାନିକ ୠଣ ପ୍ରଦାନ ନିମନ୍ତେ ଏକ ବିସ୍ତୃତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ "ସମବାୟ ଆପଣଙ୍କ ଦ୍ବାରଦେଶରେ" କାର୍ଯ୍ୟକ୍ରମଟି ପଦ୍ମପୁର ସମବାୟ…

କିସ୍‍ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ

 ୨୦୨୩ ଜାନୁଆରୀରେ ଅନୁଷ୍ଠିତ  ହେବାକୁ ଥିବା କଂଗ୍ରେସରେ ବିଶ୍ୱର ୧୫୦ଟି ଦେଶରୁ ଯୋଗଦେବେ  ୧୦ହଜାରରୁ ଊଦ୍ଧ୍ୱର୍ ନୃତତ୍ତ୍ୱବିତ୍‍, ଶିକ୍ଷାବିତ୍‍, ଗବେଷକ ଓ ପ୍ରତିନିଧି ଭୁବନେଶ୍ୱର: କିସ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ  ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର…