Sign in
Sign in
Recover your password.
A password will be e-mailed to you.
ନାବାଳିକାକୁ ଅପହରଣ ଅଭିଯୋଗ : ଅଭିଯୋଗ ପରେ ମଧ୍ୟ ପୋଲିସ୍ ନୀରବ
ବ୍ୟାସନଗର,(ଜୟଶଙ୍କର ଦାଶ) : ଯାଜପୁର ରୋଡ ଥାନା ଅର୍ନ୍ତଗତ ୯ନଂ ୱାର୍ଡ ସବରେଜିଷ୍ଟ୍ରର ସାହିର ଜଣେ ୧୪ ବର୍ଷିୟା ନାବାଳିକାକୁ ଗତ ୧୪ ତାରିଖରେ ପନାଶିଆ ଗ୍ରାମର ଟୁନା ଦାସ ନାମକ ଯୁବକ ଅପହରଣ କରିନେଇଛି । ଏ ସଂପର୍କରେ ଯାଜପୁର ରୋଡ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍ କୌଣସି…
ଚୋରା ଗଂଜେଇ ନେଇ ଯାଉଥିଲେ, ଗାଡି ଧକା କରି ଧରା ପଡିଲେ
ଗାଡି ସହ ଗଞ୍ଜେଇ ଜବତ୍ ୨ଗିରଫ୍
କଣ୍ଟାମାଳ, ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ମଙ୍ଗଳା ଛକରୁ କିଛି ଦୂରରେ ଏକ ମାଋତି ସୁଜୁକି ସ୍ୱିଫ୍ଟ୍ ଗାଡି ଦୁର୍ଘଟଣା ଘଟାଇ ଚାଲିଯିବାକୁ ବସିଥିବା ବେଳେ ଘଣ୍ଟାପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି…
ଭାଙ୍ଗମୁଣ୍ଡା ସ୍କୁଲରେ ମୋ ସ୍କୁଲ ଅଭିଯାନ ।
ଗାଇସିଲେଟ୍/ ନୀଳ ଦୀପ - ଭାଙ୍ଗମୁଣ୍ଡା ଛକ ଶାନ୍ତିମୈତ୍ରୀ ଉଚ୍ଚ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ରୁକ୍ମଣ ଦିଗସିରୀ ଙ୍କ ଅଧ୍ୟକ୍ଷତାରେ ମୋ ସ୍କୂଲ ଅଭିୟାନ ଅନୁଷ୍ଟିତ ହୋଇ ଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚେୟାରମେନ୍ ପ୍ରଣୟ ସାହୁ, ସରପଞ୍ଚ ଜସୋବନ୍ତୀ ସାହୁ ସମିତୀ ସଭ୍ୟ କାଜଲ…
ବସରୁ କଏଦୀ ଚମ୍ପଟ
Baripada / Dillip Mohanty : ବୈଶିଙ୍ଗା ଥାନାରେ ଫୌଜଦାରୀ ମାମଲା କେଶ ନମ୍ବର 113/2018ରେ ଅଭିଯୁକ୍ତ ଆସାମୀ ସନ୍ତୋଷ ସାହୁଙ୍କୁ ଗିରଫ କରାଯାଇ ଆଜି ବେତନଟୀ ଏସ ଡ଼ି ଜେଏମ୍ କୋର୍ଟରେ ହାଜର କରାଯିବାପରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା । ତାଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ଏକ…
ପଦ୍ମପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ।
ପଦ୍ମପୁର/Nila Deep -ପଦ୍ମପୁର ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସରୋଜ ରଥଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଲ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଡିଏସପି ବିରେନ୍ଦ୍ର କୁମାର ନାୟକଙ୍କ ନେତୄତ୍ବରେ ଆଜି ସକାଳ ୫ଟା୩୦ ମିନିଟ ସମୟରେ ଏକା ଥରରେ ଶ୍ରୀ ରଥଙ୍କ ନିଜ…
ପଦ୍ମପୁର ଅଗ୍ନିଶ୍ରମ ଶେବା ବିଭାଗ ତରଫର ମକ୍ ଡ୍ରିଲ୍ ପ୍ରଦର୍ଶନ ।
ପଦ୍ମପୁର/ନୀଳ ଦୀପ -ଦୈବ ଦୁର୍ବୀପାକ ସମୟରେ ଜନସାଧାରଣଙ୍କୁ ଉଦ୍ଧାର କରିବା ସହିତ ସେବା ଯୋଗାଇ ଦେବାର ବିଭିନ୍ନ କୌଶଳ ସଂକ୍ରାନ୍ତିୟ ଏକ ମକ୍ ଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ ପଦ୍ମପୁର ଅଗ୍ନିସେବା ବିଭାଗ ତରଫରୁ ନାରାୟଣ ଚନ୍ଦ୍ର ନାୟକ ଙ୍କ ତତ୍ତ୍ବାବଧାନରେ ରାଜବୋଡାସମ୍ବର ବ୍ଲକ ପରିସର…
ଯାଜପୁର: ୩୦ ନମ୍ୱର ଜୋନ ଉପନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ ସହ ବୈଠକ ।
ଯାଜପୁର/ଜୟଶଙ୍କର ଦାଶ : ଯାଜପୁର ବ୍ଲକ ଅନ୍ତର୍ଗତ ୩୦ ନମ୍ୱର ଜିଲ୍ଲା ପରିଷଦ ଜୋନର ଉପ-ନିର୍ବାଚନ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ । ନିର୍ବାଚନ ରଣାଙ୍ଗନରେ ତିନିଗୋଟି ରାଜନୈତିକ ଦଳ ଯଥା- ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ପ୍ରାର୍ଥୀ…
ଯାଜପୁରରେ ବିପର୍ଯ୍ୟୟ ପରିଚାଳନା ମକ୍ ଡ୍ରିଲ
ଯାଜପୁର/ଜୟଶଙ୍କର ଦାଶ : ବିପର୍ଯ୍ୟୟକୁ ରୋକାଯାଇପାରିବ ନାହିଁ । କିନ୍ତୁ ସମବଦ୍ଧ ଉଦ୍ୟମ ଓ ପରସ୍ପର ମଧ୍ୟରେ ସମନ୍ୱୟ ଏବଂ ବ୍ୟାପକ ସଚେତନତା ଧନ ଜୀବନ ହାନୀକୁ ରୋକି ପାରିବ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ…
ପୂର୍ବତନ ଡ଼ିଏଲଆରମାନଙ୍କୁ ମିଳିବ ବକେୟା ଇପିଏଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦାସ୍ଥିତ ମୟୂରଭଞ୍ଜ ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟର ୮୯ ଜଣ ପୂର୍ବତନ ଡ଼ିଏଲଆରମାନଙ୍କୁ ସେମାନଙ୍କର ବକେୟା ଇପିଏଫ ଟଙ୍କା ମିଳିବ । ଡ଼ିଏଲଆର ସଙ୍ଗର ସଭାପତି ପ୍ରାଣବନ୍ଧୁ ଦଳାଇଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ବାରିପଦା ଆରଡ଼ି…
ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ସମ୍ମିଳନୀ କକ୍ଷରେ କୁଡ଼ୁମାଲୀ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କୁଡ଼ୁମୀ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ପରିଷଦର ସଭାପତି ଡ଼ଃ. ହୃଦାନନ୍ଦ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ…