ଭଦ୍ରକରେ ପ୍ରୋଶେସନ ସମୟରେ ଆଉ ବାଜିବନି ଡିଜେ 

  ଭଦ୍ରକରୁ ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଦଙ୍ଗା ପରେ DJ ବନ୍ଦ ନେଇ ଚାଲିଥିଲା ଵିଵାଦ । ଏହାକୁ ନେଇ ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିକାରୀ ନବ କିଶୋର ନାୟକଙ୍କୁ DJ ଚଲାଇବା ନେଇ ମାଡ ଘଟଣାରେ ଏସପି ବାତୁଳ ଗଙ୍ଗାଧରଙ୍କ  କଠୋର ପଦକ୍ଷେପ ନେଇଛନ୍ତି |  ଭଦ୍ରକରେ ପ୍ରୋଶେସନ…

ଗ୍ରୀଡ଼ ନିର୍ମାଣ ବିବାଦ : ଲୋକଙ୍କୁ ଭେଟିଲେ ବଦ୍ରି

ଲୋକଙ୍କ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ  ଭଦ୍ରକରୁ ସତ୍ୟ ଭୂଷଣ ସ୍ୱାମୀ :  ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ରାମକୃଷ୍ଣପୁର ଗ୍ରା:ପ:ର ଗୋପାଳ ସାହିକୁ ଯାଇ ଗ୍ରୀଡ଼ ନିର୍ମାଣ କୁ ନେଇ ଉପୁଜିଥିବା ଦ୍ଵନ୍ଦ ବିଷୟରେ ଗ୍ରାମବାସୀଙ୍କ ଗୁହାରୀ ଶୁଣିଲେ ଵିଜେପି ସଭାପତି ବଦ୍ରୀ ନାରାୟଣ ଧଳ…

ଯୋଗ ହିଁ ଜୀବନ, ନିରନ୍ତନ ଯୋଗ ସର୍ବଦା ନିରୋଗ , ବିଏସଏସର ପ୍ରୟାସ

ଭଦ୍ରକରୁ ସତ୍ୟ ଭୂଷଣ ସ୍ୱାମୀ  : ଯୋଗ ହିଁ ଜୀବନ |  ଏହି ସନ୍ଦେଶ ସହ ଆଜି ୪ର୍ଥ ବିଶ୍ବ ଯୋଗ ଦିବସ ଅବସରରେ ଭଦ୍ରକ ସୋସିୟାଲ୍ ସର୍ଭିସ ଗ୍ରୁପ (BSS)ତରଫରୁ ତଥା ଯୋଗି ସଞ୍ଜୀବ ଯୋଗ ପ୍ରଚାରକ ଓମ ଜି ଙ୍କ ପ୍ରତ୍ୟକ୍ଷ ତତ୍ୟବଧାନରେ ନେହୁରୁ ଷ୍ଟାଡିୟମରେ ଏକ ନିଃଶୁଳ୍କ ଯୋଗ ଶିବିରର ଆୟୋଜନ…

ଲଜ୍ଜା : ଦେବାଳୟରେ ଏସିଡ ମାଡ,  ଆରଡ଼ି ମନ୍ଦିରରେ ଏସିଡ ମାଡ଼ରେ ସେବାୟତ ଗୁରୁତର

  ଭଦ୍ରକରୁ ସତ୍ୟ ଭୂଷଣ ସ୍ୱାମୀ: : ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ  ଯାତ୍ରୀଙ୍କ ସେବାପୂଜାକୁ ନେଇ ଏସିଡ୍‌ ମାଡ଼ ଭଳି ଦୁର୍ଭାଗ୍ୟଜନକ ଅଘଟଣ ଘଟିଛି | ଏହି ଏସିଡ ମାଡ଼ରେ  ୮ରୁ ଅଧିକ ସେବାୟତ ଗୁରୁତର ହୋଇଛନ୍ତି `|  ଗୁରୁତର ସେବାୟତମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି…

ରାୟଗଡ ଠାରେ ବିଭିନ୍ନ ଦାବି ନେଇ ଭାରତୀୟ ମଜଦୁର ସଂଘର ବିକ୍ଷୋଭ 

ରାୟଗଡ, ସରୋଜ କୁମାର ସାହୁ :  ଭାରତୀୟ ମଜଦୁର ସଂଘର ନିଷ୍ପତି କ୍ରମେ ରାୟଗଡ ଜିଲ୍ଲା ଭାରତୀୟ ମଜଦୁର ସଙ୍ଘର ଜିଲ୍ଲା ସଭାପତି ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ, ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍…

 ଭଉଣୀ ହତ୍ୟାର ପ୍ରତିଶୋଧ ନେଲେ ତିନି ଭାଇ

ବୌଦ୍ଧ (ସିମୁନ୍ ନାଏକ): ଭଉଣୀ ହତ୍ୟାର ପ୍ରତିଶୋଧ ନେଲେ ତିନି ଭାଇ! ସଂଘବଦ୍ଧ ଭାବେ ଭିଣୋଇଙ୍କୁ ଆକ୍ରମଣ କଲେ। ଏପରି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାରେ। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବୌଦ୍ଧ ସଦର ଥାନା ତେଲିବନ୍ଧ ପଞ୍ଚାୟତ…

୧୦୪ ବର୍ଷରେ ପଦାର୍ପଣ କଲେ କାନ୍ତକବିଙ୍କ ପୁତ୍ର ସଂଗ୍ରାମୀ ଗୌରଚନ୍ଦ୍ର 

  ଭଦ୍ରକ(ସତ୍ୟ ସ୍ୱାମୀ) :ଭାରତ ଛାଡ ଆନେ୍ଦାଳନର ଅନ୍ୟତମ ନାୟକ, ଶହୀଦ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲ୍ରେ ଫାଶୀ ଦଣ୍ଡାଦେଶ ଦେବା ବେଳର ଅନ୍ୟତମ ସହବନ୍ଦୀଳ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କନିଷ୍ଠ  ପୁତ୍ର ବିଶିଷ୍ଟ ସାହିତ୍ୟିକ  ତଥା ଶିକ୍ଷାବିତ୍ ଗୌରଚନ୍ଦ୍ର ମହାପାତ୍ର ଆଜି…

ଦ୍ୱିତୀୟ ଶ୍ରେଣୀ ନୁହେଁ , ପ୍ରଥମ ଶ୍ରେଣୀ ଦାବୀ  : ମାଜିଷ୍ଟେ୍ରଟମାନେ ଯିବେ ଛୁଟିରେ !

  ଭଦ୍ରକ(ସତ୍ୟ ସ୍ୱାମୀ ) :ସାରା ରାଜ୍ୟରେ ୮୯୧ ଜଣ ମାଜିଷ୍ଟେ୍ରଟ ଯିବେ ୨ ଜୁଲାଇରୁ ଛୁଟିରେ । ଅତିରିକ୍ତ ତହସିଲଦାର, ଜୋନ ଅଫିସର, ଉପନିବନ୍ଧକ ଆଦି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଓଡିଶା ରାଜସ୍ୱ ସେବା ସଂଘର ଅଧିକାରୀମାନେ ୨୫ ଜୁନ୍ରୁ କଳାବ୍ୟାଜ ପରିଧାନ କରିବେ ଏବଂ ନିର୍ଦ୍ଧିଷ୍ଟ କେତୋଟି…

ପିଲାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଆୟୋଜକ 

ରଜପରୀ ଜାଲିଆତି :ଅଭିଯୋଗ ଆଣିଲେ ଅଭିଭାବକ ଭଦ୍ରକ,(ସତ୍ୟ ସ୍ୱାମୀ ):ସାଂସ୍କୃତିକ ସମାରୋହ ଆୟୋଜନ କରି ରଜପରୀ ସିଜିନ-୩ ନାମରେ କୁନି କଳାକାରଙ୍କ ଭବିଷ୍ୟତ ସହ ଖେଳ ଖେଳାଯାଇଥିବାର ଅଭିଯୋଗ ଆଣିଛନ୍ତି କିଛି ଅଭିଭାବକ । ସେମାନେ ଏ ସମ୍ପର୍କରେ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ସହ ଶିଶୁ…

ପାଳିତ ହେବ କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ମହାପ୍ରୟାଣ ଶତବାର୍ଷିକୀ 

  ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସେଣ୍ଟର ଫର ସୋସିଆଲ ଆଣ୍ଡ କଲ୍ଚରାଲ  ଆକ୍ସିଲେନ୍ସ, ମୟୂରଭଞ୍ଜ ପୁସ୍ତକ ମେଳା, ବିଜୟିନୀ ପବ୍ଲିକେଶନ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଜୁନ ୨୩ ଓ ୨୪ଦୁଇ ଦିବସ ଧରି କଳା, ସାହିତ୍ୟ ଓ ସଂସ୍କୃତି ମିଳନର ମହାପର୍ବ…