ମରୁଡି ଜନିତ ଦୁଃଖ ଆମ ମାଟିର ଭାଗ୍ୟ ପାଲଟିଛି

ଜିଲ୍ଲା ବନ ବିଭାଗ ପକ୍ଷରୁ ବିଶ୍ୱ ଦିବସ ପାଳିତ  ବଲାଙ୍ଗିର (ନିରୋଜ ମିଶ୍ର)-   ମରୁଡି ଜନିତ ଦୁଃଖ ଆମ ମାଟିର ଭାଗ୍ୟ ପାଲଟିଛି । ମରୁଡିର ଦାରୂଣ ତାଡନାରେ ସର୍ବଦା ହନ୍ତସନ୍ତ ଆମ ଚାଷୀ ସମୂହ । ମରୁଡିର ଭୟାବହତାକୁ ଆଖି ସାମନାରେ ରଖିଲେ ମନେ ହେଉଛି ଯେମିତି ଆମ ଆଡକୁ ମରୁଭୂମିଟିଏ ଏକ…

   ସାହିତ୍ୟ ପତ୍ରିକା ନିମନ୍ତେ ଲେଖା ଆହ୍ୱାନ

  କଣ୍ଟାମାଳ,ବୌଦ୍ଧ (ବଂଶିଧର ମାଝୀ/ସିମୁନ୍ ନାଏକ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଫଟାମୁଣ୍ଡା ଯୁବୋଦୟ ୟୁଥ କ୍ଲବଠାରେ ଏକ ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଭାପତି ପରମାନନ୍ଦ ଠେଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ କ୍ଲବର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ଚଳିତ…

ରାମଚଣ୍ଡୀ ସେନାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

ପଦ୍ମପୁର/ ନୀଳ ଦୀପ : ରାମଚଣ୍ଡୀ ସେନା ଗାଇସିଲାଟ ବ୍ଲକର ମୁଡାପାଲି, ଅଏଁଲାଭଟା, ସେମେଲମୁଣ୍ଡା, ପରମାନନ୍ଦପୁର, କୁଲିଆରି, କେନ୍ଦୁମାଲ, ଆଦି ବିଭିନ୍ନ ଗ୍ରାମରେ ସଭ୍ୟ ସଂଗ୍ରହ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଜୋଜକ ସାକେତ ଶ୍ରୀଭୂଷଣ ସାହୁ ଶୁଭାରମ୍ଭ କରିଛନ୍ତି । ଏହି…

ଜାମସେଠ ହାଇସ୍କୁଲର ମୋ ସ୍କୁଲ ଅଭିଯାନ

ପଦ୍ମପୁର/Neela Deep -ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ସ୍ଥିତ କଲ୍ୟାଣ ମଣ୍ଡପରେ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ରମ୍ଭା ତାଣ୍ଡି ଯୋଗଦେଇଥିବା…

ଜାତୀୟ ବିଦ୍ୟାଳୟସ୍ତରୀୟ ଯୋଗ ଅଲମ୍ପିଆଡ଼ ପ୍ରତିଯୋସଗିତରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଛାତ୍ରୀ ସାମିଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରିଙ୍କ ମାର୍ଗଦର୍ଶନ ସହିତ ଜିଲ୍ଲା ଶାରିରୀକ ଶିକ୍ଷା ପରିଦର୍ଶକ ଭାଗିରଥୀ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଓରାଚନ୍ଦାବିଲାସ୍ଥିତ ଭାଗବତଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ଦୀପକ…

“ସୁବର୍ଣ୍ଣରୈଖିକ ଭାଷା, ଓଡ଼ିଆର ଅନ୍ୟତମ ସମୃଦ୍ଧ ଉପଭାଷା”

ମୟୂରଭଞ୍ଜ ସାହିତ୍ୟ ପରିଷଦର ମାସିକ ଆଲୋଚନା ଚକ୍ର  ବାରିପଦା(Dillip Mohanty )- ବାରିପଦାସ୍ଥିତ ମୟୂରଭଞ୍ଜ ସାହିତ୍ୟ ପରିଷଦ ପକ୍ଷରୁ ‘ସୁବର୍ଣ୍ଣରୈଖିକ ଭାଷା, ଓଡ଼ିଆର ଅନ୍ୟତମ ସମୃଦ୍ଧ ଉପଭାଷା’ ବିଷୟ ବସ୍ତୁ ଉପରେ ଆଧାରିତ ଏକ ଆଲୋଚନା ଚକ୍ର ସଂସଦର ସଭାପତି ପଦ୍ମନାଭ  ସାହୁଙ୍କ…

ରଜ ମହୋତ୍ସବ ପାଳିତ

ଯାଜପୁରରୋଡ୍ (ଜୟଶଙ୍କର ଦାଶ) : ବ୍ୟାସନଗରସ୍ଥିତ ହୋଟେଲ ରୟାଲ କଳିଙ୍ଗଠାରେ ସାତଭିନ  ସ୍କିଲସ୍ ଓ ବ୍ଲାକ୍ ପାନ୍ଥର ସ୍କିଲ ଟ୍ରେନର୍ସର ମିଳିତ ଆନୁକୂଲ୍ୟରେ ରଜ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ସାତଭିନ ସ୍କିଲସର ପରିଚାଳକ ପ୍ରିୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବ୍ୟାସନଗରର ପୂର୍ବତନ…

ଅଚ୍ୟୁତଙ୍କ ଆଉ ଏକ ସଫଳତା : ମହାରାଷ୍ଟ୍ରରେ ଖୋଲିବ କିସ୍‍ ଶାଖା

ଭୁବନେଶ୍ୱର : ଆଦିବାସୀ ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ସମାଜରେ ସମସ୍ତଙ୍କ ଭିତରେ ଜଣେ ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇ କିସ ଆରମ୍ଭ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଯାଇଥିବା ଡ଼ ଅଚ୍ୟୁତ ସାମନ୍ତଙ୍କପାଇଁ ଆଉ ଏକ ସଫଳତା | ତାଙ୍କ…

ରାତ୍ରୀକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ତଲଗଜ ଚମ୍ପିୟାନ 

ବଲାଙ୍ଗିର/ପୁଇଁତଳା-(ନିରୋଜ ମିଶ୍ର)  ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ପଞ୍ଚାୟତ ସ୍ଥିତ ଫଟକରା ‘କ’ ଗ୍ରାମରେ ଦୁର୍ଗେଶ୍ୱରୀ କ୍ରିକେଟ କମିଟି ଆନୁକୂଲ୍ୟରେ ରାଧାକୃଷ୍ଣ ମନ୍ଦିର ସାମନା ପଡିଆ ଠାରେ ରାତ୍ରୀକାଳୀନ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ଉଦଘାଟନ ଉସôବରେ ମୁଖ୍ୟ ଅତିଥି ଭାବେ…

ଲୋକ ବନାମ ଲୋକପ୍ରତିନିଧି : ଲୋକଙ୍କ ସହ ମୁହାଁମୁହିଁ ହେଲେ ନରସିଂହ 

 Bolangir/ Niroj Mishra : ଗଣତନ୍ତ୍ର ରେ ଲୋକପ୍ରତିନିଧି ଲୋକ ଙ୍କ ଆଗରେ ଉତ୍ତରଦାୟୀ ରହିବା  ବାଂଛନୀୟ ଭୋଟ ଦାତା ଙ୍କ ଭୋଟରେ ବିଜୟୀ ହୋଇସାରିଲା ପରେ ଲୋକଙ୍କ ଗହଣରେ ରହି ଲୋକଙ୍କ ପାଇଁ କାମ କରିବା ତାଙ୍କର ଧର୍ମ | ସେହି କ୍ରମରେ ଅଂଚଳର ବିକାଶକୁ ନେଇ ଜିଲ୍ଲାର ଛାତ୍ର ଯୁବକ…