Sign in
Sign in
Recover your password.
A password will be e-mailed to you.
ପ୍ରତି ନିର୍ବାଚନ ମଣ୍ଡଳୀରେ ସେପ୍ଟେମ୍ବର ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ମହିଳା ବିଜେଡି ପକ୍ଷରୁ ସମାବେଶ
"କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ନୀତିକୁ ଲୋକଙ୍କ ପାଖରେ ପହଁଚାଇବ ବିଜେଡି "
ଭୁବନେଶ୍ୱର : : କେନ୍ଦ୍ରରେ ବିଜେପି ଶାସିତ ସରକାର ଆମ ରାଜ୍ୟ ତଥା ଦେଶର ଯୁବକ-ଯୁବତୀ ଓ ନାଗରିକମାନଙ୍କ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ବିକାଶ ଘଟାଇବା ପରିବର୍ତ୍ତେ ଯେପରି ତାତ୍ସଲ୍ୟପୂର୍ଣ୍ଣ ମନ୍ତବ୍ୟ…
ଏ ରାଜନୀତି ବଡ଼ ବିଚିତ୍ର : କି ନସୁଣିଲା କର୍ଣ୍ଣ, କି ନଦେଖିଲା ନେତ୍ର
ଦାମଙ୍କୁ ବହିଷ୍କାର କରିଥିବା ଯୋଗୁ ନବୀନଙ୍କୁ ଅଭିନନ୍ଦନ ଜଣାଇଲେ ରାଜଶ୍ରୀ
ଭୁବନେଶ୍ୱର: ସତରେ ଏ ରାଜନୀତି କେତେ ବିଚିତ୍ର | କାଲି ଯେଉଁ ରାଜଶ୍ରୀ ଦାମଙ୍କ ପାଇଁ ଦାନ୍ତ ଲଗେଇ କଳି କରୁଥିଲେ ବିଷ୍ଣୁଙ୍କ ସହିତ, ଆଜି ସେ ଦାମଙ୍କୁ ବହିଷ୍କାର କରିବାର ଦିନ କେଇଟା ଯାଇନି...ସିଧା ଆସି ଦଳର…
ବଜ୍ରପାତରେ ଶତାଧିକ ଗାଈଗୋରୁ ମୃତ
ରାୟଗଡରୁ ସରୋଜ କୁମାର ସାହୁ, : ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ନିକଟରେ ଥିବା ନିୟମଗିରୀ ପାହାଡର ପାଦ ଦେଶରେ ବଜ୍ରପାତ ଘଟି ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି।ଉକ୍ତ ଘଟଣାଟି ଗତକାଲି ଘଟିଥିବା ବେଳେ ଆଜି ଘଟଣାଟି ପଦାକୁ ଆସିଛି।ପ୍ରକାଶ ଯେ, ଡାକୁଲୁଗୁଡା,…
Odisha Tourism Lauded For Its Efforts In Giving Boost To Tourism at PATA Malaysia 2018
Bhubaneswar/Kuala Lumpur, 2018: Odisha Tourism pavilion garnered praises from His Excellency the Ambassador of India at Malaysia Mr. Mridul Kumar on the closing day of PATA 2018 held at Langkawi, Malaysia.
He expressed his happiness…
ପୋଲିସ କୁ ଧକ୍କା ଦେଇ ହାର୍ଡକୋର ମାଓବାଦୀ କୋର୍ଟ ପରିସରରୁ ଛୁ
7 ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବନ କଲେ SP ନୂଆପଡା
ଭୁବନେଶ୍ୱର / ନୂଆପଡା :- ପୋଲିସ ର ସୁରକ୍ଷା ବଳୟରେ SDJM କୋର୍ଟ କୁ ଆସିଥିଲା ହାର୍ଡକୋର ମାଓବାଦୀ ମନୋଜ ମାଡକାମୀ । 2 ଜଣ ଅଧିକାରୀ ଓ 5 ଜଣ ଅନ୍ୟ ରେଙ୍କ ର ପୋଲିସ କର୍ମଚାରୀ ଙ୍କର କଡା ସୁରକ୍ଷା ବଳୟ । ହେଲେ ସବୁ ସୁରକ୍ଷା…
ବିଶ୍ବକର୍ମା ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ।
ଗାଇସିଲେଟ/ଶାସକ ପ୍ରଶାସକ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ଅଇଁଲାଭଟା ଗ୍ରାମରେ ବିଶ୍ବକର୍ମା ପୂଜା ଉପଲକ୍ଷେ ଗ୍ରାମର ପୂଜା କମିଟି ତରଫରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉକ୍ତ ସାସ୍କୃତିକ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତାନୀୟ କଟାବାହାଲ…
ଆରଏମସିରେ ୮୦୦ ପଦବୀ ଖାଲି…
ଭୁବନେଶ୍ୱର: ରାଉରକେଲା ମହାନଗର ନିଗମ (ଆରଏମସି)ରେ ୮୦୦ରୁ ଅଧିକ ବିଭିନ୍ନ ପାହ୍ୟାର ପଦବୀ ଖାଲି ପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ବିବରଣୀରେ ଏହା ଉଲ୍ଲେଖ ଅଛି ।
ଆର୍ଏମ୍ସି ଓ ରାଉରକେଲା ସ୍ମାର୍ଟସିଟି ପାଇଁ କେଉଁ…
୧୯ରେ ପୁଣି ଏକ ଲଘୁଚାପ, ତିନିଦିନ ଧରି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ବଙ୍ଗୋପସାଗରର ମଧ୍ୟ ଭାଗ ଏବଂ ଏହାର ସଂଲଗ୍ନ ଅଂଚଳରେ ଆସନ୍ତା ସେପ୍ଟେମ୍ବର୧୯ ତାରିଖରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଉପକୂଳ…
ଯାହା ପଚାରିବା କଣ ନା “ତଥ୍ୟ ସଂଗ୍ରହ କରାଯାଉଛି’ !
ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେତେଦିନ ଆଉ ତଥ୍ୟ ଖୋଜିବେ ସରକାର
ଭୁବନେଶ୍ୱର(Chakradhar Majhi) : ପାଖରେ ହଠାତ ତଥ୍ୟ ନାହିଁ ତ "ତଥ୍ୟ ସଂଗ୍ରହ କରାଯାଉଛି' | ଉତ୍ତର ଦେବାର ନାହିଁ ତ, "ତଥ୍ୟ ସଂଗ୍ରହ କରାଯାଉଛି' | "ତଥ୍ୟ ସଂଗ୍ରହ କରାଯାଉଛି' ଏବେ ବିଧାନସଭାରେ…
ବୁଦ୍ଧବିହାରରେ ନୂଅାଁଖାଇ ଭେଟ୍ ଘାଟ୍
ବରଗଡ ଜିଲ୍ଲା ଗନିଅାଁପାଲି ବୁଦ୍ଧ ବିହାର ପରିସର ଜ୍ଞାନ ମଣ୍ଡପ ଠାରେ ଗତ ୧୫ ସେପ୍ଟେମ୍ବର ଶନିବାର ଦିନ ନୂଅାଁଖାଇ ଭେଟ୍ ଘାଟ୍ ଅନୁଷ୍ଠିତ ହୋଇଛି । ଗାଁ ର ଗୈାନ୍ତିଆ ପ୍ରବୀର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ସ୍ଥାନୀୟ ସରପଂଚ ତୁଳସୀ ରାମ ସେଠ, ମୂଖ୍ୟ…