କୋରାଇ କଂଗ୍ରେସ୍ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ ପଦଯାତ୍ରା

6


କୋରାଇ ୨୫/୧୧/୨୦୨୬ :
କୋରେଇ ବ୍ଲକ୍ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ୍ ଆହ୍ୱାନ ରେ ବରୁଣ୍ଡେଇ ବାଜାରସ୍ଥ ବି. ଆର୍ ଆମ୍ବିଦକର ପ୍ରତିମୂର୍ତ୍ତି ଠାରେ ” ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ” ଅଭିଯାନ ପାଇଁ ଏକ ପଦଯାତ୍ରା ବ୍ଲକ୍ କଂଗ୍ରେସ ସଭାପତି ହରେକୃଷ୍ଣ ସହୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା ! ଉକ୍ତ ପଦଯାତ୍ରା ଆମ୍ବେଦକର ମୂର୍ତ୍ତି ଠାରୁ ଆରମ୍ଭ ହୋଇ ବରୁଣ୍ଡେଇ ବଜାରରୁ ବାଆ ଗଡ଼ିଆ, ନିମି ଗଡ଼ିଆ , ଲକ୍ଷ୍ମୀ ବଜାର , କାଳୀ ବଜାର, ପରିକ୍ରମା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟ ବିରୁଦ୍ଧରେ ନାରା ଦେଇ ପରିକ୍ରମା ଶେଷ କରିଥିଲେ ,
ଉକ୍ତ ପଦଯାତ୍ରା ରେ ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଚରଣ ଜେନା, ଉପ – ସଭାପତି ଅକ୍ଷୟ କୁମାର ଜେନା , ଜିଲ୍ଲା ଓବିସି ସେଲ୍ ସଭାପତି ଗଣେଶ ଦାସ , ରାଜ୍ୟ କଂଗ୍ରେସ୍ ସମ୍ପାଦକ ରାକେଶ ସାହୁ ଜିଲ୍ଲା ଜିଲ୍ଲା INTUC ସଭାପତି ନିରଞ୍ଜନ ପରିଡ଼ା , ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ , ନିରଞ୍ଜନ ନାୟକ., ସନାତନ ବେହେରା , ପ୍ରଦୀପ ସ୍ୱାଇଁ , ଦୀନବନ୍ଧୁ ଖୁଣ୍ଟିଆ , ସୁରେନ୍ଦ୍ର ନାୟକ , ଶ୍ୟାମ ସୁନ୍ଦର ଜେନା , ମହେନ୍ଦ୍ର କୁମାର ମହାପାତ୍ର, ଦୟାନିଧି ସେନାପତି , ଉପେନ୍ଦ୍ର ମିଶ୍ର , ସେକ୍ ମାସୁଧ , ମହମ୍ମଦ, ମସ୍କୁଦ
ହୋସେନ୍ , ଶରତ ପଣ୍ଡା , ଆଲୋକ ସାହୁ , ରଘୁନାଥ ଜେନା, ସୁନୀଲ ପାଲ୍ , ଜନାର୍ଦ୍ଦନ କର , ଦୁର୍ଯ୍ୟଧନ ସେଠୀ , ପ୍ରତାପ ପେରେଇ , ବାବୁଲି ପେରେଇ, ସରତ ପେରେଇ , ଉମାକାନ୍ତ ବେହେରା , ନଟବର ସ୍ୱାଇଁ , ଗୋପାଳ ଦାସ , ସଦାଶିବ ରାଉତ , ରାଧାମୋହନ ବିଶ୍ୱାଳ , କୁଳମଣି ରାଉତ , ରଘୁନାଥ ସାହୁ , ନୃସିଂହ ନାୟକ , ଭରତ ବାରିକ୍ , କୈଳାସ ଦାସ , ଗୋଲାମ ନବି ଆଜାଦ୍.ହେମା ଜୁଧିନ୍ ଖାଁ. ସେକ୍ ଜମାଲ.ସେକ କମାଲ.ଗୋବିନ୍ଦ ଦାସ ପଦ୍ମନାଭ ରାଉତ.ପରିକ୍ଷୀତ ମଲ୍ଲିକ.ନାରାୟଣ ଚନ୍ଦ୍ର ରାଉତ.ବିନୋଦ ପଲେଇ , ସତ୍ୟାନନ୍ଦ କାଣ୍ଡି , ପଦ୍ମନାଭ ରାଉତ , ପ୍ରମୁଖ ଯୋଗ ଦେଇଥିଲେ

Leave A Reply

Your email address will not be published.