Sign in
Sign in
Recover your password.
A password will be e-mailed to you.
ବଜ୍ରାଘାତରେ ସିଆରପିଏଫ ଜବାନଙ୍କ ସମେତ ଦୁଇ ମୃତ, ୪ ଗୁରୁତର
ଟିଟିଲାଗଡ଼/ସୁନୀଲ ବେହେରା - ଟିଟିଲାଗଡ଼ ଥାନା ଅନ୍ତର୍ଗତ ମାଥନପଲା ଗ୍ରାମକୁ ଭୋଜି ଖାଇବାକୁ ଆସିଥିବା ଦୁଇ ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଜଣାଯାଇଛି । ମୃତକ କଲାହାଣ୍ଡି ଜିଲା ରାମପୁରର ସିଆରପିଏଫ ଜବାନ ମନ ମହାକୁଡ (୪୩) ଏବଂ ନିମାଇଁ ସାହୁ (୩୫) ବୋଲି ଜଣାଯାଇଛି । ପ୍ରାୟ ୧୦ ଜଣ…
ଚିକିତ୍ସା ଅବହେଲା ନେଇ ଡାକ୍ରରଖାନାରେ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ
ଟିଟିଲାଗଡ଼/ସୁନୀଲ ବେହେରା : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ସରକାରି ଡାକ୍ରରଖାନାରେ ଜଣେ ପ୍ରସୁତି ମହିଳାଙ୍କ ଚିକିତ୍ସାଭାବରୁ ମୃତୁ୍ୟ ଘଟିଥିବା ଭଲି ଅଭାବନୀୟ ଘଟଣା ଆଲୋଡନ ସୃଷ୍ଟି କରିଛି । ସୁଚନା ଯେ ମୁରିବାହାଲ ବ୍ଲକ ଅନ୍ତର୍ଗତ ଗୌଡତୁଲା ଗ୍ରାମର ପ୍ରସୁତି ମହିଳା ଦୁତିକା…
ବଜ୍ରପାତରେ ମହିଳାଙ୍କ ମୃତ୍ୟୁ
ଗାଇସିଲେଟ/ଶାସକ ପ୍ରଶାସକ--ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ପଞ୍ଚାୟତର ଖୁଣ୍ଟପାଲି ଗ୍ରାମରେ ବଜ୍ରପାତରେ ଜ୍ଞାନବତୀ ଭଏନା (ପିଙ୍କି-୨୨)ଙ୍କ ମୃତ୍ୟୁ ଘଟିଛି। ଜ୍ଞାନବତୀ ଅନ୍ୟ ଏକ ମହିଳା ଙ୍କ ସହ ବିଲରୁ ଘାସ ଓପାଡୁଥିବା ସମୟରେ ପ୍ରାୟ ୪-୪.୩୦ ସମୟରେ ବଜ୍ରପାତ ହୋଇଥିଲା। ଦିଜଣ…
ସାପକାମୁଡ଼ାରେ ବାଳିକା ମୃତ
ଯାଜପୁରରୁ ଜୟଶଙ୍କର ଦାଶ : କୋରେଇ ବ୍ଲକ ଅନ୍ତର୍ଗତ ଧନେଶ୍ୱର ପଞ୍ଚାୟତର ବେଗନା ଗ୍ରାମର ସୁନାକର ଜେନାଙ୍କ ଝିଅ ମାନସୀ ଜେନା(୧୦) ରାତିରେ ଘରେ ଶୋଇଥିବାବେଳେ ଏକ ରଣା ସାପ ମସୁରୀ ଭିତରେ ପଶି ମାନସୀକୁ କାମୁଡ଼ି ଦେଇଥିଲା । ସକାଳୁ ପରିବାର ଲୋକେ ଦେଖି ମାନସୀକୁ କୋରେଇ ମେଡିକାଲକୁ ନେଇ…
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଅଶୋକଙ୍କ ସମେତ ବହୁ କର୍ମକର୍ତ୍ତା
ଭୁବନେଶ୍ୱର: ଗତକାଲି ବିଜୁ ଜନତା ଦଳ ରାଜ୍ୟ ସଭାପତି ମାନ୍ୟବର ଶ୍ରୀ ନବୀନ ପଟ୍ଟନାୟକ ଦଳର ୭ଜଣ ନେତାଙ୍କୁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ଦେଇଥିଲେ । ସେଥିମଧ୍ୟରୁ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ଭୁବନେଶ୍ୱର…
ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ :ସଂଘବଦ୍ଧ ହତ୍ୟା ଆଶଙ୍କା
ସନ୍ଦେହରେ ପୋଲିସ କିଛି ଯୁବକଙ୍କୁ ଅଟକ ରଖି ପୋଲିସ କରୁଛି ପଚରାଉଚରା
ବରଗଡ/Gouranga charana Dash :- ବରଗଡ ଜିଲ୍ଲା ପାଇକମାଳ ବ୍ଲକ ମଲଦା ଗ୍ରାମର ଅଭିମନ୍ୟୁ ଛତର ନାମକ ଜଣେ ଯୁବକ ସକାଳୁ ନିଜ ବିଲକୁ ଘାସ କାଟିବା ପାଇଁ ଯାଇଥିଲା । ବହୁ ସମୟ ଧରି ଘରକୁ ନ ଫେରିବାରୁ ଘର ଲୋକେ…
ରାଜ୍ୟ ମସୱାରା ସଦଭାବନା ଉଦଯାପିତ
ପାରାଦୀପ (ଉପେନ୍ଦ୍ର ଗୁରୁ)
ପାରାଦୀପ (ଉପେନ୍ଦ୍ର ଗୁରୁ) ରାଜ୍ୟ ମସୱାରା ସଦଭାବନା ସମ୍ମିଳନୀ ସ୍ଥାନୀୟ କୋର ଏରିଆ ଜାମା ମସଜିଦ୍ ମୁନିସିପାଲଟି ପାଖ ପାରାଦୀପ ଠାରେ ତା୧୪ରୁ ଆରମ୍ଭ ହୋଇ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ମସୱାରା ଉଦଯାପିତ ହୋଇଯାଇଅଛି । ଭାଇଚାରାର…
ବଲାଙ୍ଗିର ଫୁଟବଲ ଲିଗ୍,ପାଟଣାଗଡ ବିଜୟୀ
ବଲାଙ୍ଗିର(ନିରୋଜ ମିଶ୍ର) - ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ତରଫରୁ ଆୟୋଜିତ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ବଲାଙ୍ଗିରଠାରେ ଅନୁଷ୍ଠିତ ଲିଗ୍ ମ୍ୟାଚରେ ପାଟଣେଶ୍ୱରୀ କ୍ଳବ ପାଟଣାଗଡ ୨-୧ ଗୋଳରେ ଇଲେଭେନଷ୍ଟାର ବଲାଙ୍ଗିର କୁ ହରାଇ ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧରେ ପାଟଣାଗଡ ଦଳର…
ସାଇନିଂ ଷ୍ଟାର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପଦ୍ମପୁର(ନୀଳ ଦୀପ) -ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ବରିଷ୍ଠ ଶିକ୍ଷକ ବୄନ୍ଦାବନ ଦାଶଙ୍କ ସଭାପତିତ୍ବରେ ସାଇନିଂ ଷ୍ଟାର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଶ୍ରୀମତୀ ସୁମିତ୍ରା ମିଶ୍ର ଓ ଶ୍ରୀ ପ୍ରତାପ ମିଶ୍ର…
“ସମାଜରେ ସୌହାର୍ଦ୍ୟ ବଜାୟ ରଖିଛି ନୁଆଁଖାଇ ଭେଟଘାଟ”
ବରଗଡ/ ଗାଇସିଲେଟ : ପଲ୍ଲିଶ୍ରୀ ଯୁବକ ସଂଘ ବୁରୋମୁଣ୍ଡା ଦ୍ୱାରା ନୁଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ପ୍ରଥମେ କ୍ଲବର ସଦସ୍ୟ ତଥା ଅତିଥିମାନେ ମାଁ ସମଲେଇ ଠାରେ ଦୀପ ପ୍ରଜ୍ଜଳନ କରି ପୂଜା କରିଥିଲେ । ଉତ୍ସବରେ ହାସ୍ୟକବି ସଚିଦାନନ୍ଦ ପଣ୍ଡା, ଦେବେନ୍ଦ୍ର ସାହୁ, ନିତୀଶ ଆଚାର୍ଯ୍ୟ, ରଂଜିତ…