Sign in
Sign in
Recover your password.
A password will be e-mailed to you.
ସମ୍ବଲପୁର ଜିଲ୍ଲାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ତୃତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ…
ସମ୍ବଲପୁର, ୬ ନଭେମ୍ବର ୨୦୨୬(ଲିପନ ନାଏକ): ସମ୍ବଲପୁର ଜିଲ୍ଲାର ଗ୍ରାମାଞ୍ଚଳ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷାଦାନର ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (GMAPV) ଯୋଜନାର ତୃତୀୟ!-->!-->!-->…
ଡାବୁଗାଁ ରେ ତିନୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ
ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୦୬/୧୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ତିନୋଟି ଗ୍ରାମ ପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା ନିମନ୍ତେ ଶୁକ୍ରବାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର!-->!-->!-->…
‘ବାଳିକା ଶିକ୍ଷା’ ସମ୍ପର୍କିତ ଏକଦିବସୀୟ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମ
କୁଚିଣ୍ଡା: କୁଚିଣ୍ଡା କଲେଜଠାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଆୟୋଜିତ ‘ବାଳିକା ଶିକ୍ଷା’ ସମ୍ପର୍କିତ ଏକଦିବସୀୟ କର୍ମଶାଳା ଓ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ |ବାଳିକା ଶିକ୍ଷାର ପ୍ରସାର, ଉଚ୍ଚଶିକ୍ଷାରେ ସମାନ ସୁଯୋଗ!-->…
ଭଞ୍ଜନଗର ଆଇସିଡିଏସ୍ ପ୍ରକଳ୍ପ ର ବିଭିନ୍ନ ସେଣ୍ଟର୍ ର ବନ୍ୟା କ୍ଷୟକ୍ଷତି ଆକଳନ ନିମନ୍ତେ ଜିଲ୍ଲା ଅଧିକାରୀ ଙ୍କ ଆଗମନ
ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ର ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟ (DSWO) ଛତ୍ରପୁର ର ଅତିରିକ୍ତ ଜିଲ୍ଲାପାଳ (ADM) ଙ୍କ ନିର୍ଦେଶ ପ୍ରକାରେ , ଛତ୍ରପୁର କାର୍ଯ୍ୟାଳୟ ରୁ ଦୁଇଟି ଟିମ୍ , ଜିଲ୍ଲାର ବିଭିନ୍ନ ସେଣ୍ଟର୍ କୁ ଗସ୍ତ କରିଥିଲେ, ବନ୍ୟା!-->!-->!-->…
ଟାଲ ଗ୍ରାମ ଠାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଟାଲ ଗ୍ରାମ ଠାରେ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି !ଅନୁଷ୍ଠିତ ସଭାରେ ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଶିକ୍ଷକ ନରେନ୍ଦ୍ର ଜାଲ ଓ ଅଙ୍ଗଦ ଜେନା!-->!-->!-->…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ଭିତ୍ତିପ୍ରସ୍ତର ସ୍ଥାପନ
ବାଲିକୁଦା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନହରଣାକୁ ୩ୟ ପର୍ଯ୍ୟାୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ୱତନ୍ତ୍ର ଭିତ୍ତିପ୍ରସ୍ତର ସ୍ଥାପନ!-->!-->!-->…
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ଟି ରାସ୍ତାର ଶିଳାନ୍ୟାସ
ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ହେବ ସୁଦୃଢ଼ : ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା, ୬: ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଗ୍ରାମାଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୩ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ!-->!-->!-->…
ବିଜେପିରେ ସାମିଲ ହେଲେ ପାକେଲପଡ଼ା ମଣ୍ଡଳର ବହୁ ନେତା ଓ କର୍ମୀ
ବିଟିଏମ୍ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ, ବିଧାୟକ ଟଙ୍କଧର ତ୍ରିପାଠୀ କଲେ ସ୍ୱାଗତ
ଝାରସୁଗୁଡ଼ା, ୬/୧୧: ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍ କାର୍ଯ୍ୟାଳୟରେ ଶୁକ୍ରବାର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲଇକେରା ବ୍ଲକ ଅନ୍ତର୍ଗତ!-->!-->!-->…
ଭୂସ୍ଖଳନ ବିସ୍ଥାପିତଙ୍କୁ କଂଗ୍ରେସ ଓ ପେଟାପାଙ୍ଗା ଅଞ୍ଚଳବାସୀଙ୍କ ରିଲିଫ୍ ସହାୟତା ପ୍ରଦାନ ।
ଘୁ.ଉଦୟଗିରି: ୦୬/୧୧:(ଅବନୀ କୁମାର ପ୍ରଧାନ )ଗିଡ଼ିପାବାଲି ଭୂସ୍ଖଳନରେ ପ୍ରଭାବିତ ହୋଇ ବିଭିନ୍ନ ଆଶ୍ରୟସ୍ଥଳରେ ରହୁଥିବା ବିସ୍ଥାପିତ ପରିବାରଙ୍କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ ଜାରି ରହିଛି। ଏହି କ୍ରମରେ କଂଗ୍ରେସ ବରିଷ୍ଠ ରାଷ୍ଟ୍ରୀୟ ସଂଯୋଜକ!-->!-->!-->…
ଅର୍ଣ୍ଣବ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଅନ୍ତୁ ସରକାର, ନଚେତ ବଲାଙ୍ଗିର ରେ ହେବ ବିରାଟ ଚାଷୀ…
ବଲାଙ୍ଗିର, ତା.୦୬.୧୧ - ଅର୍ଣ୍ଣବ ବାତ୍ୟାଜନିତ ବର୍ଷା ଓ ପବନ ଯୋଗୁଁ ଆମ ଜିଲ୍ଲାର ଚାଷୀ ବହୁଳ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କିଛି ଜମିରେ ଧାନ ଅମଳ ଶେଷ ପର୍ଯ୍ୟାୟରେ ଥିଲା । ପନିପରିବା ଚାଷ ମଧ୍ୟ ବର୍ଷା ପାଣି ଜମି ଯିବାରୁ ପ୍ରାୟତଃ ପଚି ଯାଇଛି । କପା ଚାଷ ମଧ୍ୟ ବିଶେଷ ଭାବେ!-->…