ଜୋନାଲ୍ କ୍ରୀଡ଼ା ଉତ୍ସବରେ ଉତ୍ସାହର ମାହୋଲ

କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ; ସଫଳ ଆୟୋଜନ ପାଇଁ ସହଯୋଗୀଙ୍କୁ କୃତଜ୍ଞତା ବେଲଗୁଣ୍ଠା -:, ୩/୯: (ଶିବରାମ ଚୌଧୁରୀ )-ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ପରିସରରେ ଗୁରୁବାର ଜୋନାଲ୍ ସ୍ତରୀୟ କ୍ରୀଡ଼ା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଛି। ଏଥିରେ

“ଆମ ଗୌରବ ଆମ କଲେଜ” ପରିଚାଳନା ସଂଗଠନ ତରଫରୁ ନିଶାମୁକ୍ତି ସମ୍ପର୍କିତ ଭର୍ଚୁଆଲ କର୍ମଶାଳା

ଭୁବନେଶ୍ୱର: "ଆମ ଗୌରବ ଆମ କଲେଜ" ପରିଚାଳନା ସଂଗଠନ ତରଫରୁ ଏକ ଭର୍ଚୁଆଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ମୁଖ୍ୟ ବକ୍ତା ଥିଲେ ନିଶାମୁକ୍ତି ଯୋଦ୍ଧା,ସହ ପ୍ରତିଷ୍ଠାତା, ସଲାମ ଜୀବନ ଟ୍ରଷ୍ଟ ର ମୁଖ୍ୟ ଡ.ମହମ୍ମଦ ଇମ୍ରାନ୍ ଅଲ୍ଲୀ । ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ ଥିଲା

ଯୋଡ଼ା ସରକାରୀ ମହିଳା ମହାବିଦ୍ୟାଳୟରେ ଏନଡିଆରଏଫ ପକ୍ଷରୁ ମକଡ୍ରିଲ ଅନୁଷ୍ଠିତ

କେନ୍ଦୁଝର,ତା୩/୯- ଯୋଡ଼ା ସରକାରୀ ମହିଳା ମହାବିଦ୍ୟାଳୟରେ ଆଜି ଏନଡିଆରଏଫ ଟିମ ବିପର୍ଯୟ ପରିଚାଳନା ସମ୍ପର୍କିତ ମକଡ୍ରିଲ ଶତାଧିକ ଛାତ୍ରୀଅଧ୍ୟାପକ ଅଧ୍ୟାପିକାଙ୍କ ସମ୍ମୁଖରେ ପ୍ରସ୍ତୁତ କରି ପର୍ଯ୍ୟାପ୍ତ ଜ୍ଞାନ କୌଶଳ ପ୍ରଦାନ କରିଛି ଯାହାକୁ ଆଧାର କରି ଭବିଷ୍ୟତରେ ବିପର୍ଯୟ ସମୟରେ ଧନଜୀବନ

ଗ୍ରେସିଙ୍ଗିଆ ପ୍ରାଇମେରୀ ସବ୍‌ଷ୍ଟେସନ୍‌ କାର୍ଯ୍ୟକ୍ଷମ; ଉପକୃତ ହେବେ କନ୍ଧମାଳର ୪,୦୦୦ ଉପଭୋକ୍ତା

୬ଟି ଗ୍ରାମ ପଞ୍ଚାୟତକୁ ଉନ୍ନତ ବିଦ୍ୟୁତ ଯୋଗାଣ ପାହାଡ଼ିଆ ଅଞ୍ଚଳରେ ଅଧିକ ସୁଦୃଢ଼ ହେବ ବିଦ୍ୟୁତ ନେଟୱର୍କ ବିଦ୍ୟୁତ ଯୋଗାଣରେ ବଢୁଛି ନିର୍ଭରଯୋଗ୍ୟତା ବ୍ରହ୍ମପୁର, ସେପ୍ଟେମ୍ବର: କନ୍ଧମାଳ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଅଧିକ ପରିବାର ଓ ସମୁଦାୟଙ୍କ ନିକଟରେ ନିର୍ଭରଯୋଗ୍ୟ

ଗୋଚର ଜମିରେ ବୃହତ୍ ବସ୍‌ଷ୍ଟାଣ୍ଡ ନିର୍ମାଣକୁ ତୀବ୍ର ବିରୋଧ

ରେଭେନ୍ୟୁ ରେକର୍ଡରେ ଅସଙ୍ଗତି ଅଭିଯୋଗ; ନିରପେକ୍ଷ ଯାଞ୍ଚ ଦାବିରେ ତହସିଲଦାରଙ୍କୁ ସ୍ମାରକପତ୍ର ବ୍ରଜରାଜନଗର, ୩ ସେପ୍ଟେମ୍ବର: ବ୍ରଜରାଜନଗର ଟାଉନ୍ ୟୁନିଟ୍–୨ର ରକ୍ଷିତ ଖାତା ନଂ–୬୩୩, ପ୍ଲଟ୍ ନଂ–୨୯୬୦ ଗୋଚର କିସମ ଜମିରେ ପ୍ରସ୍ତାବିତ ବୃହତ୍ ବସ୍‌ଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ: ବିଜୁ ଏକ୍ସପ୍ରେସୱେରେ ବେଆଇନ ପାର୍କିଂ

ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ବୃନ୍ଦାମାଲ କୋଲ୍‌ୟାର୍ଡରୁ ବେପରୁଆ କୋଇଲା ପରିବହନ ଯୋଗୁଁ ବିଜୁ ଏକ୍ସପ୍ରେସୱେ (ରାଜ୍ୟ ରାଜପଥ–୧୦)ରେ ଗମନାଗମନ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ସାହାପଡ଼ାରୁ ଖେରୁଆଲ ଛକ ପର୍ଯ୍ୟନ୍ତ ଶହ ଶହ କୋଇଲା ବୋଝେଇ ଓ ଖାଲି ଭାରୀଯାନ

ବଣାଇଗଡ଼ରେ ଆପୋଲୋ ହସ୍ପିଟାଲ୍ସର ମାଗଣା ସ୍ୱାସ୍ଥ୍ୟ ଶିବିର

୮୦ରୁ ଅଧିକ ଲୋକ ହେଲେ ଉପକୃତ, ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ଯୋଗଦାନ ରାଉରକେଲା / ବଣାଇଁ , (ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ରାଉରକେଲା ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ବୋଣାଇଗଡ଼ର ଶିବଗୌରୀ ବିହାରଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା। ଆଦିତ୍ୟ

ଯାଜପୁରର ସହାୟକ ଡ୍ରଗ୍ସ ନିୟନ୍ତ୍ରକ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

ହୋଲସେଲ ମେଡିସିନ ଲାଇସେନ୍ସ ପ୍ରଦାନ ପାଇଁ 6,000 ଟଙ୍କା ଲାଞ୍ଚ ନେବା ଅଭିଯୋଗ ଯାଜପୁର: ହୋଲସେଲ ମେଡିସିନ ଲାଇସେନ୍ସ ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କଠାରୁ 6000 ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଆଜି ଅର୍ଥାତ୍ 03.09.2026 ରେ, କିଛି ସମୟ ପୂର୍ବରୁ, ଜଗତସିଂହପୁର

ରାଜ୍ୟରେ ବିଜେପି ସଂଗଠନ ମଜଭୁତ ହେଉଛି: ମନମୋହନ ସାମଲ

 ପୁରୀ, ଗଂଜାମ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ସମେତ ବିଜେଡି ଓ କଂଗ୍ରେସ ନେତୃବୃନ୍ଦଙ୍କ ବିଜେପିରେ ଯୋଗଦାନ ଗତ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଲଢିଥିବା ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥଙ୍କ ବିଜେପିରେ ଯୋଗଦାନ ପୁରୀ ଜିଲ୍ଲାର ନିମାପଡା

ଦିଗଜ୍ୟୋତି ଶିକ୍ଷାବୃତି ପାଇଁ ଆବେଦନ

ଭୁବନେଶ୍ୱର, ସେପ୍ଟେମ୍ବର ୨: ଦିଗଜ୍ୟୋତି ଚାରିଟେବୁଲ ଏଜୁକେସନାଲ ଟ୍ରଷ୍ଟ ତରଫରୁ ବିଗତ ବର୍ଷ ଭଳି ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ, ଯୁକ୍ତ ତିନି ଅଥବା ସ୍ନାତକୋତରର ନିର୍ଦ୍ଧିଷ୍ଟ ବିଭାଗର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଯୋଗ୍ୟ ବିବେଚିତ ମେଧାବୀ ଅନାଥ, ଗରିବ ଓ ଭିନ୍ନକ୍ଷମ