Sign in
Sign in
Recover your password.
A password will be e-mailed to you.
କେନ୍ଦ୍ରାଞ୍ଚଳ ଉପନିର୍ଦ୍ଦେଶକ, କଟକ ଙ୍କ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ପରିଦର୍ଶନ
ଜଗତସିଂହପୁର ତା ୦୭.୧୧.୨୦୨୬ ରିଖ - କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ,କଟକ ଶ୍ରୀଯୁକ୍ତ ଆଶୁତୋଷ ପାଇକରାୟ ଆଜି ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା!-->!-->!-->…
ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା ଦିବସ ପାଳିତ
ମା' ରାମଚଣ୍ଡୀ ମନ୍ଦିରରେ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା ଆରମ୍ଭ
ନୟାଗଡ଼(ବିଶ୍ୱଜିତ ନାୟକ) :- ରୋଟାରୀ କ୍ଲବ ନୟାଗଡ଼ର ୩୭ତମ ପ୍ରତିଷ୍ଠା ଦିବସ ଆଜି ନୟାଗଡ଼ସ୍ଥିତ ରୋଟାରୀ ଭବନଠାରେ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି ଅବସରରେ ନୟାଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା!-->!-->!-->…
ବାମରା ଠାରେ ୩୦ ୟୁନିଟ ରକ୍ତ ସଂଗ୍ରହ
କୁଚିଣ୍ଡା/ବାମରା : (ଅଜୟ କୁମାର ବାଘ) : ଆଜି ବିଜୁ ଜନତା ଦଳ ୟୁଥ୍ ପକ୍ଷରୁ ମିଥୁନ କୋଲ ଙ୍କ ଅଧ୍ୟକ୍ଷା ରେ ବାମରା ଏନଏସି ଠାରେ ପଣ୍ଡିରୀ ପଥର ବିଦ୍ୟାଳୟ ରେ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ଜୀବନ ବିନ୍ଦୁ ବିଜୁ ଜନତା ଦଳ ର ଆଠ ମଲ୍ଲିକ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ପୂର୍ବ ସାଂସଦ!-->!-->!-->…
କାକଟପୁର ବ୍ଲକ୍ ପରିସରରେ ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ
କାକଟପୁର, ୭/୧୧ : କାକଟପୁର ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଲତାହାରଣ ମଣ୍ଡଳ ସଭାପତି ରାକେଶ କୁମାର ବିଶ୍ୱାଳଙ୍କୁ ଆକ୍ରମଣ ଓ ଲୁଟ୍ ଅଭିଯୋଗ ଘଟଣାରେ କାକଟପୁର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୋକୁଳପୁର ଗ୍ରାମର ଅଭି ଓରଫ ଅଭିରାମ ବିଶ୍ୱାଳ!-->…
ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।
ଚାରିଦିନ ଧରି ପୂଜା, ହୋମଯଜ୍ଞ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
ପଦ୍ମପୁର: ସାର୍ବଜନୀନ କାଳୀପୂଜା ଅବସରରେ ଆୟୋଜକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂଜାର ଚାରିଦିନିଆ କାର୍ଯ୍ୟସୂଚୀ ଓ ବିଭିନ୍ନ ସାଂସ୍କୃତିକ!-->!-->!-->…
ଲଇକେରାରେ ବିକାଶ ପ୍ରକଳ୍ପକୁ ବିଧାୟକଙ୍କ ଗୁରୁତ୍ୱ
ଏକାଧିକ ସଡ଼କ ନିର୍ମାଣର ଶିଳାନ୍ୟାସ, ହାତୀଆନାଳା ଡ୍ୟାମ୍ ଉନ୍ନତିକରଣ କାର୍ଯ୍ୟର କଲେ ସମୀକ୍ଷା
ଝାରସୁଗୁଡ଼ା: ଗ୍ରାମାଞ୍ଚଳରେ ଉନ୍ନତ ଗମନାଗମନ ବ୍ୟବସ୍ଥା ସହ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦେଇ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଲଇକେରା ବ୍ଲକ ଗସ୍ତ କରି ବିଭିନ୍ନ ବିକାଶମୂଳକ!-->!-->!-->…
ତାଲା ଭାଙ୍ଗି ଘରେ କଳା ବୁଲେଇଲା ଚୋର, ସନ୍ଧାନୀ କୁକୁର ନିୟୋଜିତ
ଜି.ଉଦୟଗିରି,୦୭/୧୧(ଅବନୀ କୁମାର ପ୍ରଧାନ ) ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ରାଇକିଆ ରୋଡ଼ ନାଏରା ପେଟ୍ରୋଲ ପମ୍ପ ସମ୍ମୁଖ ଘରୁ ଶୁକ୍ରବାର ରାତି ଚୋର ମାନେ ତାଲା ଭାଙ୍ଗି ଘରେ ପଶି କଳା କନା ବୁଲେଇଥିବା ଦେଖିବାକୁ ମିଳିଛି। ଜି. ଉଦୟଗିରି ଠାରୁ ରାଇକିଆ ରାଜ୍ୟ ସଡ଼କ କଡ଼ରେ!-->…
ଈକୋ ସେନସିଟିଭ ଜୋନ ପ୍ରତ୍ୟାହାର ଦାବି କରି ବିକ୍ଷୋଭ ପ୍ରଦର୍ଶନ
ନୀଳଗିରି: ନୀଳଗିରି ଆଞ୍ଚଳିକ କୃଷକ ମଞ୍ଚ ତରଫରୁ ନଭେମ୍ବର ୭ ଐତିହାସିକ ରୁଷ ବିପ୍ଳବ ଦିନ ଜନ ବସତି ରୁ ଈକୋ ସେନସିଟିଭ ଜୋନ ପ୍ରତ୍ୟାହାର ଦାବି ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ କୃଷକ ମଞ୍ଚ ର ଉପଦେଷ୍ଟା ନିରଞ୍ଜନ ବାରିକ ଙ୍କ ନେତୃତ୍ୱ ରେ ନୀଳଗିରି!-->…
ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ ନାରାୟଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା!-->!-->!-->…
ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ଏବଂ ସେଲ୍ ପକ୍ଷରୁ ଝାରସୁଗୁଡାରେ ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ସୁରକ୍ଷା…
ଝାରସୁଗୁଡ଼ା କାରଖାନାରେ ବେଦାନ୍ତ ଆଲୁମିନିୟମର ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଓ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ସେଲ୍ର ୧୧ ଜଣ ବରିଷ୍ଠ ଅଧିକାରୀ ।
ଝାରସୁଗୁଡ଼ା, ୭ ନଭେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ!-->!-->!-->!-->!-->…