Sign in
Sign in
Recover your password.
A password will be e-mailed to you.
ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡକ୍ରସ (YRC) ୟୁନିଟ୍ ପକ୍ଷରୁ ଏଚ୍.ଆଇ.ଭି ଏବଂ ଏଡସ୍ ସଚେତନତା ସଭା
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡକ୍ରସ (YRC) ୟୁନିଟ୍ ପକ୍ଷରୁ କେମ୍ପସ ପରିସରରେ ଅଧ୍ୟକ୍ଷଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଏଚ୍.ଆଇ.ଭି ଏବଂ ଏଡସ୍ (HIV/AIDS) ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କଲେଜର ମାନ୍ୟବର!-->…
ବଲାଙ୍ଗୀର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ
ସହରବାସୀଙ୍କ ସହଯୋଗକୁ ଶ୍ରେୟ ଦେଲେ ପୌରପରିଷଦ ଅଧ୍ୟକ୍ଷା
ବଲାଙ୍ଗୀର: ବଲାଙ୍ଗୀର ପୌରପରିଷଦକୁ ରାଜ୍ୟସ୍ତରୀୟ ପୁରସ୍କାର ମିଳିବା ପରେ ବଲାଙ୍ଗୀର ସହରରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।ଏହି ସଫଳତା ଅବସରରେ ପୌରପରିଷଦ ପକ୍ଷରୁ ଏକ ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ସମାରୋହରେ ମୁଖ୍ୟ!-->!-->!-->…
ସମନ୍ୱିତ କୃଷି ପଦ୍ଧତି ଦକ୍ଷତା ତାଲିମ ଶିବିର,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଗ୍ରାଧିକାର
,ଓଡ଼ଗାଁ, ୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁବାର ସମନ୍ୱିତ କୃଷି ପଦ୍ଧତି ଉପରେ ଏକ ଦକ୍ଷତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ବାଣ୍ଠପୁର ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୨୦ ଜଣ ମହିଳା ଏଥିରେ!-->…
ଓଡ଼ଗାଁ କଲେଜ ପାଚେରୀରେ ଏବିଭିପି ବିଜ୍ଞାପନକୁ ବିରୋଧ
୧୦ ଦିନ ମଧ୍ୟରେ ନ ହଟିଲେ ଧାରଣା ଦେବେ ଛାତ୍ରଛାତ୍ରୀ,
ଓଡ଼ଗାଁ, ୩।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ରଘୁନାଥ ସମବାୟ ମହାବିଦ୍ୟାଳୟର ପାଚେରୀ କାନ୍ଥରେ ବିନା ଅନୁମତିରେ ଲେଖାଯାଇଥିବା ଏବିଭିପିର ବିଜ୍ଞାପନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ!-->!-->!-->…
ଜାତୀୟ ସ୍ତରରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ମାନିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସମାବେଶରେ ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ସମ୍ମାନିତ ହୋଇଛନ୍ତି। ଜାତୀୟ ଶିକ୍ଷା ଓ ପ୍ରଶାସନ ପ୍ରତିଷ୍ଠାନ(ନିପା)ତରଫରୁ ଆୟୋଜିତ ଏହି ସମାବେଶରେ ଏନସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର!-->…
ଡିଏଭିରେ ପାଳିତ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ
ଝାରସୁଗୁଡ଼ା, :୦୩/୦୯/୨୦୨୬:ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଭକ୍ତି, ଉତ୍ସାହ ଓ ଆନନ୍ଦର ପରିବେଶ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା, ଗୋପୀ ଓ ଗୋପାଳଙ୍କ ବେଶଭୂଷାରେ ସଜ୍ଜିତ!-->!-->!-->…
ରାମ ମନ୍ଦିର ଚାନ୍ଦାରେ କଥିତ ଅନିୟମିତତା ଅଭିଯୋଗ: ଝାରସୁଗୁଡାରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ
ଚାନ୍ଦା ଅର୍ଥର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ ଓ ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡା, : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନାମରେ ସଂଗୃହୀତ ଚାନ୍ଦାରେ କଥିତ ଅନିୟମିତତା ଓ ଅର୍ଥର ଦୁରୁପଯୋଗ ଅଭିଯୋଗକୁ ନେଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ମହାତ୍ମା ଗାନ୍ଧୀ!-->!-->!-->…
ବାଲୁଗାଁ ଯୁବ ସରପଞ୍ଚ ମନୋଜଙ୍କ ପରଲୋକ,ଶୋକବ୍ୟକ୍ତ କଲେ ବିଧାୟକ
ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ବାଲୁଗାଁ ପଞ୍ଚାୟତ ବାସୀଙ୍କ ପାଇଁ ବଡ ଦୁଃଖଦ ଖବର। ବାଲୁଗାଁ ପଞ୍ଚାୟତର ଯୁବ ସରପଞ୍ଚ ତଥା ସରପଞ୍ଚ ସଂଘର ବ୍ଲକ୍ ସଭାପତି ଇଂ ମନୋଜ କୁମାର ନାୟକଙ୍କ ପରଲୋକ ଘଟିଛି। ବାଲୁଗାଁ ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ କାଶୀନାଥ ନାୟକଙ୍କ ବଡ଼ ପୁଅ ଥିଲେ!-->!-->!-->…
ଯୁବ ସମାଜସେବୀ ଏ. ବିଷ୍ଣୁ ପ୍ରସାଦଙ୍କ ବଜ୍ର ଶପଥ: ସାମ୍ବାଦିକ ଏକତା, ସୁରକ୍ଷା ଓ ଅସହାୟଙ୍କ ସେବା ପାଇଁ ଆହ୍ୱାନ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଭଞ୍ଜନଗର ସହରର ଖାଲାସିସାହି ସ୍ଥିତ କାର୍ଯ୍ୟାଳୟଠାରେ ଯୁବ ସମାଜସେବୀ ଏ. ବିଷ୍ଣୁ ପ୍ରସାଦ ଓ ସାମ୍ବାଦିକ ବବି ଅନନ୍ତ ନାଗରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ବର୍ଗର ସାମ୍ବାଦିକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ!-->!-->!-->…
ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ବେଲଗୁଣ୍ଠା, ୦୩/୦୯, -(ଶିବରାମ ଚୌଧୁରୀ )-ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ କ୍ଷତ୍ରିୟବରପୁରଠାରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ରାଜ୍ୟ ଏନ ଏସ ଏସ ଶାଖା, ମହିଳା ଏବ ଶିଶୁ ବିକାଶ ବିଭାଗର ମିଳିତ ଆନୁକୂଲ୍ୟରେ ସୁପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ!-->…