Sign in
Sign in
Recover your password.
A password will be e-mailed to you.
କେନ୍ଦୁଝରର ଯୁବପିଢ଼ିଙ୍କୁ ଆଉ ବାଙ୍ଗାଲୋର କିମ୍ବା ହାଇଦ୍ରାବାଦ ଯିବାକୁ ପଡ଼ିବ ନାହିଁ, ବରଂ ନିଜ ମାଟିରେ ହିଁ…
କେନ୍ଦୁଝର ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପ୍ରାୟ ୪୦୦୦ କୋଟି ବ୍ୟୟରେ ନିର୍ମାଣ ହେବ ୬୩୦ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, କେନ୍ଦୁଝର ପାଇଁ ୩୫ଟି ସ୍କୁଲ
୩ଟି ପର୍ଯ୍ୟାୟରେ ୯୫୨ଟି ଆଦର୍ଶ ବିଦ୍ୟାଳୟ!-->!-->!-->!-->!-->!-->…
ଏ ସି ଏଫ ସୋମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ବିଚାର ବିଭାଗୀୟ ତଦନ୍ତ ଦାବି
ପ୍ରେସ ମିଟକଲେ ଖଇରା ଅଂଚଳ ବାସୀ
ବାଲେଶ୍ୱର ଜିଲ୍ଲା 05/11/26ଗୁରୁବାର ଅପରାହ୍ନ 5ଘଟିକା ସମୟରେ ଖଇରା ବ୍ଲକ ନୟାଖଣ୍ଡି ପଂଚାୟତ ଗଡ଼ବେଗୁନିଆ ଗ୍ରାମର ଅଭିରାମ ମହାପାତ୍ରଙ୍କ ପୁତ୍ର ସୋମ୍ୟ ରଞ୍ଜନମହାପାତ୍ରଙ୍କ 5ବର୍ଷ ପୂର୍ବରୁ ମୃତ୍ୟୁ ଏକ ରହସ୍ୟ ଜନକ ଘଟଣାର ନ୍ୟାୟିକ ତଦନ୍ତ ଦାବି କଲେ!-->!-->!-->…
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ତୃତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନ
ନବରଙ୍ଗପୁର ଜିଲ୍ଲାର ୬ଟି ବ୍ଲକର ୧୫ଟି ବିଦ୍ୟାଳୟରେ ହେବ ଭିତ୍ତିଭୂମିର ବିକାଶ
ନବରଙ୍ଗପୁର, ୦୬.୧୧.୨୦୨୬: ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ମାନବୃଦ୍ଧି, ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ତଥା ଛାତ୍ରଛାତ୍ରୀଙ୍କୁ ଏକ ଉନ୍ନତ ଓ ଅନୁକୂଳ ଶିକ୍ଷଣ ପରିବେଶ ଯୋଗାଇଦେବା!-->!-->!-->!-->!-->…
ନବରଙ୍ଗପୁର ଜିଲ୍ଲାରେ ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ
ନବରଙ୍ଗପୁର, ୬ ନଭେମ୍ବର, ୨୦୨୬- ଯୁବପିଢ଼ିଙ୍କୁ ତମାଖୁ ସେବନର କୁପ୍ରଭାବରୁ ସୁରକ୍ଷିତ ରଖିବା ଏବଂ ଏକ ସୁସ୍ଥ ଓ ତମାଖୁମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ନବରଙ୍ଗପୁର ଆନୁକୂଲ୍ୟରେ ଆଜି ‘ଯୁବ ସମାଜ ପାଇଁ ତମାଖୁମୁକ୍ତ ଅଭିଯାନ ୪.୦’ର ଶୁଭାରମ୍ଭ କରାଯାଇଛି।ଏହି!-->!-->!-->…
ଏକ ଦିବସିୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ।
କିଲିପଦର କୁ ହରାଇ ଭେଟନାର ଇଲେଭେନ ବିଜେତା ।
କୁଚିଣ୍ଡା :(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ଗ୍ରାମ ଖେଳପଡ଼ିଆ ରେ ଏକ ଦିବସିୟ ଫୁଟବଲ ଟୁର୍ନାମେଣ୍ଟ ଆୟୋଜିତ ହୋଇଯାଇଛି l ଏହି ପ୍ରତିଯୋଗିତା ଟି ବକ୍ସମା ଗ୍ରାମର କମଳ ମେହେର ଙ୍କ ସଭାପତିତ୍ୱରେ ଏବଂ!-->!-->!-->…
ଯାଜପୁର ପାଣିକୋଇଲି ମା ତାରିଣୀ ମନ୍ଦିର ଠାରେ “ଚାଷୀ ମୁଲିଆ ଶ୍ରମିକ ସଂଗଠନର” ସମାବେଶ
କୋରେଇ : ତା 06/11/26 ରିଖ ଗୁରୁବାର ଦିବା 10 ଘଟିକା ସମୟରେ ରାଷ୍ଟ୍ରୀୟ ମସଦୁର କଂଗ୍ରେସ ଆନୁକୂଲ୍ୟରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀମୁଲିଆ ସଂଘ ର ଯାଜପୁର ଜିଲ୍ଲାସ୍ତରୀୟ ସମ୍ମିଳନୀ ପାଣିକୋଇଲି ସ୍ଥିତ ମା ତା ରି ଣୀ ପୀଠରେ ଅନୁଷ୍ଠିତ ହୋଇଥିଲା l ରାଷ୍ଟ୍ରୀୟ ମସଦୁର କଂଗ୍ରେସର!-->…
ଜଟିଳ ଅସ୍ତ୍ରୋପଚାର ଓ ଚିକିତ୍ସା ମାଧ୍ୟମରେ ନବଜାତ ଶିଶୁକନ୍ୟାକୁ ନୂଆ ଜୀବନ ଦେଲେ ସମ୍ ଡାକ୍ତର
ଭୁବନେଶ୍ୱର, ନଭେମ୍ବର ୫: ଡାକ୍ତରମାନଙ୍କ ନିଷ୍ଠା, ଚିକିତ୍ସା ଦକ୍ଷତା ଓ ସମନ୍ୱିତ ପ୍ରୟାସ ଯୋଗୁଁ ଜଟିଳ ଜନ୍ମଗତ ଫୁସଫୁସ ରୋଗରେ ପୀଡ଼ିତ ଏକ ଅପରିପକ୍ୱ ନବଜାତ ଶିଶୁକନ୍ୟାକୁ ନୂଆ ଜୀବନ ଦେବାରେ ସଫଳ ହୋଇଛନ୍ତି ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍!-->…
ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ୱେସ୍କୋ ପେନ୍ସନଭୋଗୀମାନଙ୍କ ପାଇଁ ‘ଜୀବନ ପ୍ରମାଣ’ ଅଭିଯାନ ଅନ୍ତର୍ଗତ…
ବୁର୍ଲା, 05 ନଭେମ୍ବର 2026: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ 'ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍' ପକ୍ଷରୁ ପ୍ରଥମ ଥର ପାଇଁ 'ୱେସ୍କୋ ଏମ୍ପ୍ଲୋୟୀଜ୍ ପେନ୍ସନ୍ ପାଣ୍ଡ୍ ଟ୍ରଷ୍ଟ'ର ପେନ୍ସନଭୋଗୀମାନଙ୍କ ପାଇଁ 'ଜୀବନ ପ୍ରମାଣ' ଅଭିଯାନ!-->!-->!-->!-->!-->…
କିଟ୍ ଓ କିସ୍ ପରିଦର୍ଶନରେ ଉଚ୍ଚସ୍ତରୀୟ ଇସ୍ରାଏଲ୍ ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର, ୫ ।୧୧: ‘ଇଣ୍ଡିଆ ଟ୍ରେକ୍ ଫର ଗ୍ଲୋବାଲ ଲିଡର୍ସ’ କାର୍ଯ୍ୟକ୍ରମରେ ଭାରତ ଆସିଥିବା ୨୦ ଜଣିଆ ଉଚ୍ଚସ୍ତରୀୟ ଇସ୍ରାଏଲୀୟ ପ୍ରତିନିଧି ଦଳ ଆଜି କିଟ୍ ଓ କିସ୍ ପରିଦର୍ଶନ କରିଛନ୍ତି। ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ୍ ବୁଲି ଦେଖିବା ସହ କିସ୍ର ବିଭିନ୍ନ ୟୁନିଟ୍!-->!-->!-->…
ଶକ୍ତି ସଂରକ୍ଷଣ ଓ ପରିବେଶ ସଚେତନତା ପାଇଁ ଟିପିଏନ୍ଓଡିଏଲ୍ ପକ୍ଷରୁ ‘ଉର୍ଜା ମେଳା’ ଆୟୋଜିତ
ଉତ୍ତର ଓଡ଼ିଶାର ୫ଟି ଜିଲ୍ଲାରୁ ୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ; ବିଜ୍ଞାନ, ନବସୃଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ
ବାଲେଶ୍ୱର, ୫ ନଭେମ୍ବର ୨୦୨୬: ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ଏହାର ସାମାଜିକ!-->!-->!-->!-->!-->…